ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦

ଭୁୁବନେଶ୍ୱର,୨୨/୧୧(ଏସଏସନିଉଜ) ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ।ନାପିଅରରେ ଉଭୟ ଦଳ ମୁହାଁମୁହିଁ ହେବେ। ସିରିଜର ପ୍ରଥମମ୍ୟାଚ ବର୍ଷାଦ୍ୱାରା ଧୋଇ ହୋଇଯାଇଥିଲା। ଏଥିସହିତ ଦ୍ୱିତୀୟ ଟି-୨୦ରେ ଭାରତୀୟଦଳ ୬୫ରନରେ ଜିତିଥିଲା।ଏହି ବିଜୟସହିତ ଟିମଇଣ୍ଡିଆ ସିରିଜରେ୧-୦ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଭାରତୀୟଦଳ ଏହି ସିରିଜଜିତିବାକୁହେଲେ ଶେଷମ୍ୟାଚ ଜିତିବାକୁ ପଡ଼ିବ।ଟସ ସକାଳ ୧୧.୩୦ରେ ହେବ।

 

Comments (0)
Add Comment