ଭୁବନେଶ୍ଵର,୨୪।୧(ଏସଏସନିଉଜ)T20 ବିଶ୍ବକପ୍ରୁ ବିଧିବଦ୍ଧ ଭାବେ ବାଂଲାଦେଶ ଆଉଟ୍ ହୋଇଛି।ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କଲା ICC।ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଜିଦ୍ରେ ଅଟଳ ରହିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ଫେବ୍ରୁଆରୀ ୭ରୁ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ T20 ବିଶ୍ବକପ୍।