Browsing author

SATYA SANDHANA DESK

ଆଜିର ରାଶିଫଳ

ସୀତା ବିବାହ ଓ ଶ୍ରୀକ୍ଷେତ୍ରେ ପରିକ୍ରମା,୨୦୨୨ ମସିହା ନଭେମ୍ବର ମାସ ୧୩ ତାରିଖ (ରବିବାର)ମାର୍ଗଶୀର ମାସ -କୃଷ୍ଣପକ୍ଷ,ତିଥି-ପଞ୍ଚମୀ , ସୁର୍ୟୋଦୟ ପ୍ରାତଃ ଘ୦୫/୫୭/୪୨,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୪/୩୪,ମେଷ ରାଶିର ଘାତବାର,କନ୍ୟା ରାଶିର ଘାତଚନ୍ଦ୍ର,ପଞ୍ଚମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ବେଲ ଭକ୍ଷଣ ନିଷେଧ। ମେଷ-ମିତ୍ରମାନଙ୍କ ସହିତ ଆମୋଦପ୍ରମୋଦ କରିବାର ଦିନ ଅଟେ। ମିତ୍ରମାନଙ୍କଠାରୁ ଉପହାର ମିଳିବ ତଥା ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇ ପାରେ। ନୂଆ ମିତ୍ରତାର କାରଣରୁ ଭବିଷ୍ୟତରେ ଲାଭ ହୋଇପାରେ। ପ୍ରାକୃତିକ ସ୍ଥଳକୁ ଯାତ୍ରା କରିପାରନ୍ତି। […]

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ୧୨ ତାରିଖ (ଶନିବାର)ମାର୍ଗଶୀର ମାସ –କୃଷ୍ଣପକ୍ଷ ,ତିଥି-ଚର୍ତୁଥୀ ,ନକ୍ଷତ୍ର-ମୃଗଶିରା.ସୁର୍ୟୋଦୟ ପ୍ରାତଃ ଘ୦୫/୫୭/୦୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୪/୪୭ ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ଚତୁର୍ଥୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ମୂଳା ରାତ୍ରି ଘ୧୦/୯ ଗତେ ବେଲ ଭକ୍ଷଣ ନିଷେଧ । ମେଷ-ସ୍ଥିରସ୍ଵଭାବ ଏବଂ ଉତ୍ତମ କଥାପାଇଁ କାଯ୍ୟରେ ଆଗକୁବଢିବେ। ଅତିରିକ୍ତଆୟର ସମ୍ଭାବନା ସହିତ ନିଜ ଆତ୍ମବଳପାଇଁ ଦ୍ଵିଗୁଣା ଲାଭବାନହେବେ। କିଛି ଖବରପାଇ ମାନସିକ ଶାନ୍ତିମିଳିବ। ବୃଷ-କର୍ମ ବା ବ୍ୟବସାୟପାଇଁ ଦୂରଯାତ୍ରା […]

ପଦ୍ମପୁରପାଇଁ ପ୍ରାର୍ଥୀ ଘୋଷଣାକଲା ବିଜେପି

ଭୁବନଶ୍ୱେର,୧୧/୧୧(ଏସଏସନିଉଜ)ପଦ୍ମପୁର ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଦୀପ ପୁରୋହିତଙ୍କ ନାଁରେ ମୋହର ମାରିଛି ଦଳ । ଆସନ୍ତା ୧୪ତାରିଖରେ ନାମାଙ୍କନ ଦାଖଲକରିବେ ପ୍ରଦୀପ । ପ୍ରଦୀପପୁରୋହୀତ ପ୍ରାର୍ଥୀ ହୋଇଥିବା ନେଇ କୁସୁମ ଟେଟେ ସୂଚନା ଦେଇଛନ୍ତି ।ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଲେ ବିଜେଡି ଏବଂ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।ଡେସେମ୍ବର୫ତାରିଖରେ ହେବ ମତଦାନ । ୮ତାରିଖରେ ହେବ ଭୋଟ ଗଣତି । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ […]

ଗୁଳିବିନିମୟରେ ୨ମାଓବାଦୀଙ୍କ ମୃତ୍ୟୁ

ଜୟପୁର୧୧/୧୧(ଏସଏସନିଉଜ) ବୈପାରୀଗୁଡ଼ାଥାନା ରାମଗିରିଜଙ୍ଗଲରେ ଏସ୍ଓଜି ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ୨ମାଓବାଦୀଙ୍କ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛନ୍ତି ଡିଆଇଜି । ଏହିଜଙ୍ଗଲରେ ୨୦ ମାଓବାଦୀ ଲୁଚିଥିବା ଖବରପାଇ ଗତରାତିରୁ ଅପରେସନ୍ ଆରମ୍ଭ ହୋଇଥିଲା । ୧ଟିଫିନ୍ ବୋମା, ୩ବନ୍ଧୁକ, ବିପୁଳ ଗଂଜେଇ ଓ ମାଓସାମଗ୍ରୀ ଜବତ ହୋଇଥିବାର ସୁଚନା ଦେଇଛନ୍ତି ।

ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟ

ଭୁବନେଶ୍ୱର,୧୧/୧୧(ଏସଏସ ନିଉଜ)ଖୋଲିଲା ଅର୍ଚ୍ଚନା ଜଗବନ୍ଧୁଙ୍କ କଳା ସାମ୍ରାଜ୍ୟର ଗୁମର । ଦୁହିଁଙ୍କ ଆକାଉଣ୍ଟରେ ଜମା ହୋଇଛି ଦେଢ଼ କୋଟି ଟଙ୍କା । ୨୦୧୭ ପରଠୁ ଜମା ହୋଇଛି ନଗଦ ଟଙ୍କା । ଏଟିଏମ ଓ ବ୍ୟାଙ୍କ ଜରିଆରେ ଟଙ୍କା ଜମା ହୋଇଛି । କିଏ ଓ କାହିଁକି ଟଙ୍କା ଜମା କରିଛି ତଦନ୍ତ କରୁଛି ଇଡି ।

ଖାଲିଥିବା ଶିକ୍ଷକ ପଦବୀ ପୂରଣହେବ

ଭୁବନେଶ୍ୱର,୧୧/୧୧(ଏସଏସ ନିଉଜ)୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲ ର ସବୁ ପଦବୀ ପୂରଣ ହେବ । ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦ ହାଇସ୍କୁଲ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ […]

ଟାଙ୍କିଫାଟି ଜଳିଗଲା ଅଙ୍ଗନବାଡ଼ି

ସାଲେପୁର,୧୧/୧୧(ଏସଏସ ନିଉଜ)ଗ୍ୟାସ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡି।ମାହାଙ୍ଗା ଲଳିତଗିରି ଗାଁ ଅଙ୍ଗନବାଡି କେନ୍ଦ୍ର ଜଳିଗଲା।ପାଚିକା ରୋଷେଇ କଲା ବେଳେ ହଠାତ୍ ନିଆଁ ଜଳି ଉଠିଥିଲା।ନିଆଁ ଜଳିବା ଦେଖି ପିଲାଙ୍କୁ ଘରୁ ବାହାରକୁ ନେଇଆସିଥିଲେ ସହାୟିକା।

ଟ୍ରକ ପଛକୁ ପିଟିଲା ବସ୍‌

ଭୁବନେଶ୍ୱର,୧୧/୧୧(ଏସଏସ ନିଉଜ)ଟ୍ରକ ପଛକୁ ପିଟିଲା ବସ୍‌।  ଦୁର୍ଘଟଣାରେ ଜଣେ ମୃତ । ଝାରସୁଗୁଡାରୁ ସମ୍ବଲପୁର ଆସୁଥିବା ଏକ ଘରୋଇ ଯାତ୍ରାବାହୀ ମହାଲକ୍ଷ୍ମୀ ନାମକ ବସ ଭାରସାମ୍ୟ ହରାଇ ଟ୍ରକ ପଛ ପଟେ ଧକ୍କା ଦେଇଛି ।ରେଙ୍ଗାଲି ବ୍ଲକ ଖିଣ୍ତା ବିଜୁଏକ୍ସପ୍ରେସ ଓ୍ବେ ଛକ ନିକଟରେ ଦୁର୍ଘଟଣା ହୋଇଛି । ୮ ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ଵେଳେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ଘଟଣାସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

ଆଜିର ରାଶିଫଳ

୨୦୨୨ମସିହା ନଭେମ୍ବରମାସ ୧୧ତାରିଖ (ଶୁକ୍ରବାର)ମାର୍ଗଶୀରମାସ-କୃଷ୍ଣପକ୍ଷ ,ତିଥି-ତୃତିଆ ,ନକ୍ଷତ୍ର-ମୃଗଶିରା.ସୁର୍ୟୋଦୟ ପ୍ରାତଃ ଘ୦୫/୫୬/୨୮ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୫/୦୦ ,ବିଛା, ଧନୁ ଓ ମୀନରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ତୃତୀୟାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଟଳ ରାତ୍ରିଘ୮/୦ ଗତେ ମୂଳା ଭକ୍ଷଣ ନିଷେଧ ।  ମେଷ-ସମ୍ବନ୍ଧ ବିଗିଡ଼ିବାପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ। ମାନସିକ ଅସୁସ୍ଥତାର ସ୍ଥିତିରେ ମନ କୌଣସି କାର୍ଯ୍ୟ କରିବାପାଇଁ ପ୍ରେରିତ ହେବନାହିଁ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଙ୍ଗରେ ଆପଣଙ୍କ […]

ଆଜିର ରାଶିଫଳ

ମାର୍ଗଶୀର ପ୍ରଥମଗୁରୁବାର ,୨୦୨୨ମସିହା ନଭେମ୍ବରମାସ୧୦ତାରିଖ(ଗୁରୁବାର)ମାର୍ଗଶୀରମାସ-କୃଷ୍ଣପକ୍ଷ ,ତିଥି-ଦ୍ୱିତିଆ ,ତୃତୀୟା ସୁର୍ୟୋଦୟ ପ୍ରାତଃଘ୦୫/୫୫/୫୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୦୫/୧୩ ,ତୁଳା ଓ କୁମ୍ଭରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ଦ୍ୱିତିଆର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବୋଇତି କଖାରୁ ରାତ୍ରି ଘ୬/୧୫ ଗତେ ପୋଟଳ ଭକ୍ଷଣନିଷେଧ । ମେଷ-ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ। କୋର୍ଟ-କଚେରୀ ଧନ୍ଦା ମଧ୍ୟରେ ଆଶ୍ଵସ୍ତି ବଢିବ ଓ ସମୟ ଗଡି ଚାଲିବ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। ବୃଷ-ବ୍ୟକ୍ତିତ୍ଵ ଓ […]