Browsing author

SATYA SANDHANA DESK

ଇତିହାସ ରଚିଲା ରୌପ୍ୟ ନଗରୀ

କଟକ,୧୫/୧୧(ଏସଏସନିଉଜ) ୨୨ମିନିଟରେ ୩୫ହଜାର କାଗଜଡଙ୍ଗା ତିଆରିକରି ରେକର୍ଡ ସୃଷ୍ଟି, କରିଛନ୍ତି ବାରବାଟୀ ଷ୍ଟାଡିଅମରେ ସ୍କୁଲ ଛାତ୍ରଛାତ୍ରୀ ଓ ସିଏମ୍‌ସି ଅଧିକାରୀ । କାଗଜଡଙ୍ଗା ତିଆରିରେ ଗିନିଜ ବୁକ୍ ଅଫ୍ ରେକର୍ଡ କରିଛି ।୨୧୨୧ଜଣପିଲା ୩୫ ମିନିଟରେ ତିଆରି କଲେ ୨୩ ହଜାର କାଗଜଡଙ୍ଗା ତିଆରିକରି ଗିନିଜ ୱାର୍ଲ୍ଡ ରେକର୍ଡ କରିପାରିଛି। ପୂର୍ବରୁ ବାହାର ରାଜ୍ୟରେ ୧୩୦୪ଟିଡଙ୍ଗା ନିର୍ମାଣ କରିଥିବା ବେଳେ ତାହାକୁ ଅତିକ୍ରମ କରିଛି କଟକ। ବାଲିଯାତ୍ରା କୁ ବିଶ୍ଵ ଦରବାରରେ ପ୍ରସିଦ୍ଧି ପାଇଁ କରାଯାଇଥିବା ଏହି […]

କୋଟିପତି ରବିନାରାୟଣ !

ଭୁବନେଶ୍ୱର,୧୫/୧୧(ଏସଏସନିଉଜ) ଉଦଳା ଜଡଝଝର ସହକାରୀନିର୍ବାହୀଯନ୍ତ୍ରୀ ରବିନାରାୟଣପଣ୍ଡାଙ୍କ ସରକାରୀଘରୁ ଆଉ ୨ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନସ । ବର୍ତ୍ତମାନସୁଦ୍ଧା ପ୍ରାୟ ୨୯ଲକ୍ଷ ନଗଦଟଙ୍କା ଜବତ କରିଥିବାର ସୁଚନା ମିଳିଛି । ରବିନାରାୟଣଙ୍କର ଗୋଟିଏ ୩ ମହଲା କୋଠା, ଗୋଟିଏ ଫ୍ଲାଟ, ୧୨ଟିପ୍ଲଟ ଠାବ ହୋଇଥିବାବେଳେ ଏହାବାଦ ୧କିଲୋଗ୍ରାମ ସୁନା ସମେତ ୧.୨ କୋଟିର ବ୍ୟାଙ୍କ ଜମା ଥିବା ଜଣାପଡିଛି ।

ମହାପ୍ରଭୂଙ୍କ ପାଇଁ ମାମୁଁ ଘରୁ ଗଲା ପୋଢୁଆଁ ଭାର

ପୁରୀ,୧୫/୧୧(ଏସଏସନିଉଜ) ବୁଧବାର ମାର୍ଗଶୀର ଅଷ୍ଟମୀ ତିଥି ପ୍ରଥମାଷ୍ଟମୀ ରେ ପୋଢ଼ୁଆଁ ହେବେ ବଡ଼ ଠାକୁର । ପ୍ରାଚୀକୁଳ ମାଧବଜଗନ୍ନାଥ ମହାପ୍ରଭୁଙ୍କ ମାମୁଁ ।ତେଣୁ ମହାପ୍ରଭୁଙ୍କପାଇଁ ମାମୁଁ ଘର ନିଆଳି ମାଧବାନନ୍ଦ ଜିଉ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଯାଇଛି ପୋଢୁଆଁ ଭାର ।ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ପଠାଯାଇଛି ।ସପ୍ତମୀତିଥି ମଙ୍ଗଳବାର ସକାଳ ୭ଟା ୩୦ରେ ଶ୍ରୀମାଧବଜିଉଙ୍କ ପୀଠରୁ ଏହି ପୋଢୁଆଁ ଭାର ଶୋଭାଯାତ୍ରାରେ ବାହାରିଛି […]

କେନ୍ଦୁପାଟଣା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଦିବସ ପାଳନ

ବାରଙ୍ଗ,୧୪/୧୧(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତଦାଢା,ରଘୁନାଥପୁର,କଲ୍ୟାଣପୁର,ବରିମୁଣ୍ଡ,ଇଞଣା ଆଦି ୫ପଞ୍ଚାୟତର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଶିଶୁଦିବସ ପାଳନ ହୋଇଯାଇଛି।ଦାଢା ପଞ୍ଚାୟତର କେନ୍ଦୁପାଟଣା -୨ ଅଙ୍ଗନଓ୍ବାଡି କେନ୍ଦ୍ରରେ ମହାଆଡମ୍ବର ସହ ଶିଶୁଦିବସ ପାଳିତ ହୋଇଯାଇଛି।ଅଙ୍ଗନଓ୍ବାଡି କେନ୍ଦ୍ରର ଅଙ୍ଗନଓ୍ବାଡି କର୍ମୀ ଶିବାନୀ ବିଶୋଇ ଶିଶୁ ଦିବସରେ କୁନିକୁନି ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହ ଗୋଟିଏ ଲେଖାଏଁ ଗୋଲାପ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ।ଏହି ପରିପେକ୍ଷୀରେ ଶ୍ରୀମତୀ ବିଶୋଇଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବର ବ୍ଲକ ମହିଳା ଶିଶୁ […]

୬୯ତମ ସମବାୟସପ୍ତାହ ପାଳିତ

ମେଣ୍ଢାଶାଳ,୧୪/୧୧(ଏସଏସ ନିଉଜ)ରାଜ୍ୟସମବାୟ ବ୍ୟାଙ୍କମାନଙ୍କ ତରଫରୁ ସୋମବାରଠାରୁ ପାଳିତ ହେଉଥିବା ସମବାୟସପ୍ତାହ ଉପଲକ୍ଷେ ମେଣ୍ଢାଶାଳ ସେବା ସମବାୟସମିତି ଏହାକୁ ପାଳନ କରିଛି ।ଏହି ଉପଲକ୍ଷେ ସକାଳେ ସେବାସମବାୟ ସମିତି ଓ କେନ୍ଦ୍ରସମବାୟବ୍ୟାଙ୍କ ଶାଖା ପରିସରରେ ସମବାୟ ପତାକା ଉତୋଳନ କରାଯାଇଥିଲା ।ସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନ ଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରରେ ସମବାୟବ୍ୟାଙ୍କ ଶାଖାପରିଚାଳକ ସସ୍ମିତାନାୟକ,ସନ୍ତୋଷ କୁମାର ମଙ୍ଗରାଜ, ମୁରଲିଧର ମହାନ୍ତି,ରାଜଖାନଙ୍କ ସମେତ ସମିତିର ବହୁସଦସ୍ୟ ମାନେ ଉପସ୍ଥିତ ଥିଲେ ।ସୁସ୍ଥସମବାୟସମିତି ରହିଲେ ଗ୍ରାମାଂଚଳର ଚାଷୀମାନେ ଉପକୃତ ହୋଇପାରିବେ […]

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ ୧୫ ତାରିଖ (ମଙ୍ଗଳବାର) ମାର୍ଗଶୀର ମାସ -କୃଷ୍ଣପକ୍ଷ,ତିଥି-ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୮/୫୫,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୪/୦୯,ମକର ରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ,ତାଳ ଭକ୍ଷଣ ନିଷେଧ।ଆଜିର ରାଶିଫଳ 🐏ମେଷ-ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦ କରିବାର ଦିନ ଅଟେ। ମିତ୍ରମାନଙ୍କଠାରୁ ଉପହାର ମିଳିବ ତଥା ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। ନୂଆ ମିତ୍ରତାର କାରଣରୁ ଭବିଷ୍ୟତରେ ଲାଭ ହୋଇପାରେ। ପ୍ରାକୃତିକ ସ୍ଥଳକୁ ଯାତ୍ରା କରିପାରନ୍ତି। 🐮ବୃଷ-ଆଜିର ଦିନ, ଚାକିରି କରୁଥିବା ଲୋକମାନଙ୍କ ପାଇଁ ଶୁଭ […]

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ ୧୪ ତାରିଖ (ସୋମବାର)ମାର୍ଗଶୀରମାସ-କୃଷ୍ଣପକ୍ଷ ,ତିଥି-ଷଷ୍ଠୀ ,ସୁର୍ୟୋଦୟ ପ୍ରାତଃଘ୦୫/୫୮/୧୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୦୪/୨୧ ,ମିଥୁନରାଶିeଘାତବାର , ଷଷ୍ଠୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନିମ୍ବ ଭକ୍ଷଣ ନିଷେଧ 🐏ମେଷ-ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ। ସୁସ୍ଵାଦୁ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ଵର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। 🐮ବୃଷ-ବନ୍ଧୁମେଳରେ ଦିନ ବିତାଇ ପାରନ୍ତି। କାର୍ଯ୍ୟରେ ବାଧା ଉପୁଜିପାରେ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫରେ ଆକ୍ରାନ୍ତ […]

ମଝି ଆକାଶରେ ବିମାନ ଧକ୍କା

ଭୁବନେଶ୍ୱର,୧୩/୧୧(ଏସଏସନିଉଜ) ଏୟାରସୋ ବେଳେ ମଝି ଆକାଶରେ ୨ ବିମାନ ମଧ୍ୟରେ ଧକ୍କା ହୋଇଛି । ଆମେରିକାର ଡଲାସ ସହରରେ ଏହି ଦୁର୍ଘଟଣା ଘଟିଛି ।ଧକ୍କା ହେବାପରେ ଜଳିଯାଇଛି ୨ ବିମାନ ।ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି ।ଦ୍ଵିତୀୟବିଶ୍ଵଯୁଦ୍ଧ ସ୍ମରଣରେ ଟେକ୍ସାସର ଡାଲ୍ଲାସରେ ଏକ ଏୟାରଶୋର ଆୟୋଜନ ବେଳେ ଦୁର୍ଘଟଣା ଘଟିଥିଲା ।    

ସରପଞ୍ଚଙ୍କ ସ୍ୱାମୀ ଗିରଫ

ମୋହନା,୧୩/୧୧(ଏସଏସନିଉଜ) ଅଡ଼ବାଥାନାଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ସହ ଗର୍ଭବତୀ ଘଟଣାରେ ଅଡ଼ବାସରପଞ୍ଚଙ୍କ ସ୍ୱାମୀ ମାନସ ମଣ୍ଡଳଙ୍କୁ ଗିରଫ କରିଛି ପୋଲିସ ।ଗତକାଲି ପୀଡ଼ିତାଙ୍କ ବାପା ଅଡ଼ବା ଥାନାରେ ଅଭିଯୋଗ କରିବାପରେ ସେ ଫେରାର ହୋଇଯାଇଥିଲେ ।ନାବାଳିକା ଝିଅକୁ ଦୁଷ୍କର୍ମ ସହ ଗର୍ଭବତୀ କରାଇଥିବା ଅଭିଯୋଗ କରିଥିଲେ ପିଡିତାଙ୍କ ବାପା । ପୋଲିସ ୧୩୮/୨୨କେଶନଂରେ ଏଲ ମକଦ୍ଦମାରୁଜୁ ତଦନ୍ତ ଆରମ୍ଭ କରିଥିଲା ।

ପୁଣି ଫୁଟିଲା ଗୁଳି

ରାଉରକେଲା,୧୩/୧୧(ଏସଏସନିଉଜ)ଝିରିପାଣିଗାଁରେ ଗୁଳିମାଡ଼ହୋଇ ଜଣେ ଆହତ ହୋଇଥିବା ବେଳେ ଆହତଯୁବକଙ୍କୁ ଉଦ୍ଧାରକରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିରଥିବା ଜଣାପଡିଛି। ତେବେ ପୂର୍ବଶତ୍ରୁତା ଓ ଜମିବିବାଦରୁ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ କରିବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭକରିଛିା