ପୁଣି ଫୁଟିଲା ଗୁଳି

ରାଉରକେଲା,୧୩/୧୧(ଏସଏସନିଉଜ)ଝିରିପାଣିଗାଁରେ ଗୁଳିମାଡ଼ହୋଇ ଜଣେ ଆହତ ହୋଇଥିବା ବେଳେ ଆହତଯୁବକଙ୍କୁ ଉଦ୍ଧାରକରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିରଥିବା ଜଣାପଡିଛି। ତେବେ ପୂର୍ବଶତ୍ରୁତା ଓ ଜମିବିବାଦରୁ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ କରିବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭକରିଛିା

Comments (0)
Add Comment