ଆଜିର ରାଶିଫଳ
୨୦୨୨ ମସିହା ସେପ୍ଟେମ୍ବର ମାସ ୨୭ ତାରିଖ (ମଙ୍ଗଳବାର)ଆଶ୍ଵିନମାସ–ଶୁକ୍ଳପକ୍ଷ ,ତିଥି-ଦ୍ୱିତିଆ ରାତ୍ରି ଘ୨/୩୫ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୪୦/୧୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୫/୪୨ ,ମକରରାଶିର ଘାତବାର ,ଦ୍ୱିତିଆର ଏକଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବୋଇତି କଖାରୁ ଭକ୍ଷଣ ନିଷେଧ । ମେଷ-ବିଭିନ୍ନ ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ହଜିଥିବା ବସ୍ତୁ ପାଇବେ। ବୃଷ-ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା […]