Browsing author

SATYA SANDHANA DESK

ଆଜିର ରାଶିଫଳ

ମାର୍ଚ୍ଚମାସ ୧୯ତାରିଖ ୨୦୨୬ମସିହା(ଗୁରୁବାର)ଚୈତ୍ରମାସ-କୃଷ୍ଣପକ୍ଷ, ତିଥି- ଅମାବାସ୍ୟା ଦିବା ଘ୦୬/୫୪ ଗତେ ପ୍ରତିପଦ,ନକ୍ଷତ୍ର- ପୂର୍ବଭାଦ୍ର ପ୍ରାତଃ ଘ୦୬/୦୨ ଗତେ ଉତ୍ତରଭାଦ୍ର,ସୁର୍ୟୋଦୟ-ପ୍ରାତଃଘ୦୫/୫୬/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୫୭,ଯୋଗିନି ଐଶ।ନ୍ୟେ ଦିବା ଘ୦୬/୫୪ ଗତେ ପୂର୍ବେ,ଧନୁରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ପ୍ରତିପଦ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୦୬/୦୨ମଧ୍ୟେ ଏକପାଦ ଓ ରାତ୍ରି ଘ୦୪/୫୪ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୨/୫୫ଗତେ ଘ୦୫/୫୬ମଧ୍ୟେ,ବିଶୁଦ୍ଧ ଅମୃତବେଳା-ରାତ୍ରି ଘ୦୧/୧୦ଗତେ ଘ୦୩/୩୪ ମଧ୍ୟେ,ବିଶୁଦ୍ଧମାହେନ୍ଦ୍ର ବେଳ।-ଦିବା ଘ୦୭/୩୨ମଧ୍ୟେ ଓ ଘ୧୦/୪୪ଗତେ ଘ୦୧/୦୮ ମଧ୍ୟେ,ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ। […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୭ତାରିଖ ୨୦୨୬ମସିହା (ମଙ୍ଗଳବାର)ଚୈତ୍ରମାସ- କୃଷ୍ଣପକ୍ଷ, ତିଥି- ତ୍ରୟୋଦଶୀ ଦିବା ଘ୦୯/୩୨ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ଧନିଷ୍ଟା ଦିବା ଘ୦୭/୧୦ଗତେ ଶତଭିଶା,ସୁର୍ୟୋଦୟ-ପ୍ରାତଃଘ୦୫/୫୮/୦୫,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୪/୧୭,ଯୋଗିନୀ ଦକ୍ଷିଣେଦିବା ଘ୦୯/୩୨ଗତେ ପଶ୍ଚିମେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଚତୁର୍ଦ୍ଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୧/୨୦ଗତେ ଘ୦୨/୫୨ମଧ୍ୟେ,ବାରବେଳା-ଦିବା ଘ୦୭/୨୫ଗତେ ଘ୦୮/୫୬ମଧ୍ୟେ, ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୮/୫୭ଗତେ ଘ୧୦/୪୫ମଧ୍ୟେ ଓ ଘ୦୩/୩୫ ଗତେ ଘ୦୫/୧୦ମଧ୍ୟେ ଓ ରାତ୍ରି ଘ୦୭/୨୦ଗତେ ଘ୦୯/୪୫ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ବିରିଭକ୍ଷଣ ନିଷେଧ। ମେଷ:-ଆଜି ସକାଳୁସକାଳୁ ଦେବଦର୍ଶନର ସୁଯୋଗମିଳିବ।ଦାମ୍ପତ୍ୟଜୀବନ ପୂର୍ବ ଅପେକ୍ଷା […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୫ତାରିଖ ୨୦୨୬ମସିହା(ରବିବାର)ଚୈତ୍ରମାସ- କୃଷ୍ଣପକ୍ଷ, ତିଥି- ଲଏକାଦଶୀ ଦିବା ଘ୦୯/୩୭ଗତେ ଦ୍ୱାଦଶୀ,ସୁର୍ୟୋଦୟ-ପ୍ରାତଃଘ୦୫/୫୯/୪୫,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୩/୪୭,ଯୋଗିନୀ ଅଗ୍ନିକୋଣେ ଦିବାଘ୦୯/୩୭ଗତେ ନୈରୁତେ,ସିଂହରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତ୍ର ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା-ଦିବାଘ୧୦/୨୫ଗତେ ଘ୦୧/୨୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୪୬ଗତେ ଘ୧୦/୦୦ ମଧ୍ୟେ ଓ ରାତ୍ରି ଘ୍୭/୨୯ ଗତେ ଘ୦୯/୦୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୪୫ ମଧ୍ୟେ ଓ ଘ୍୦୧/୨୭ଗତେ ଘ୦୧/୫୮ ମଧ୍ୟେ,ଅଦ୍ୟ ପୋଇ ଭକ୍ଷଣ ନିଷେଧ।ମିନସଂକ୍ରାନ୍ତି,ସର୍ବସନ୍ମତ ପାପମୋଚିନି ଏକାଦଶୀ। ମେଷ:-ଆଜି ଦିନଟି ଶୁଭଫଳଦାୟୀ ଅଟେ।ଶାରୀରିକ,ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ,ଉତ୍ସାହିତ ରହିବେ।ନୂଆକାର୍ଯ୍ୟର ଶୁଭାରମ୍ଭ […]

ବିଜେପି ଛାଡ଼ିଲେ ଜୀବନ ପ୍ରଦୀପ

ଭୁବନେଶ୍ୱର,୧୩।୩(ଏସଏସନିଉଜ)ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ।ରବୀନ୍ଦ୍ର ଜେନା ବିଜେପିରେ ସାମିଲ୍ ହେବା ପରେ ଦେଇଛନ୍ତି ଇସ୍ତଫା।ପ୍ରେସମିଟ୍‌ରେ ଇସ୍ତଫାର କାରଣ କହିଲେ ଜୀବନ ପ୍ରଦୀପ।ମୂଲ୍ୟବୋଧଯୁକ୍ତ ରାଜନୀତି ବିଚାରଠାରୁ ଦୂରେଇ ଯାଇଛି ବିଜେପି। ନଚେତ୍‌ ଚିଟ୍‌ଫଣ୍ଡ ଅଭିଯୁକ୍ତକୁ ବିଜେପିରେ କିପରି ସାମିଲ୍‌ କରାଗଲା ବୋଲି ପ୍ରଶ୍ନ କରିଛନ୍ତି।ଜଣେ ଅଭିଯୁକ୍ତକୁ ଆଣି ଦଳରେ ସାମିଲ୍ କରିବା ରାଜ୍ୟ ବିଜେପିରେ ପ୍ରଥମ।୨୦୨୪ରେ କ୍ଷମତାକୁ ଆସିବା ପରେ ବିଜେପିର ନୈତିକ ପତନ ହୋଇଛି।ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ କୌଣସି ନିଷ୍ପତ୍ତି ନେଇନି ବୋଲି […]

CECଙ୍କୁ ହଟାଇବାକୁ ବିରୋଧୀଙ୍କ ନୋଟିସ୍

ଭୁବନେଶ୍ୱର,୧୩।୩(ଏସଏସନିଉଜ)ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ନୋଟିସ୍।CECଙ୍କୁ ହଟାଇବାକୁ ସଂସଦର ଉଭୟ ଗୃହରେ ବିରୋଧୀଙ୍କ ନୋଟିସ୍ । ନୋଟିସ୍‌ରେ ୧୯୩ ଜଣ ସାଂସଦଙ୍କ ଦସ୍ତଖତ ଥିବା ସୂଚନା ମିଳିଛି।୧୩୦ ଲୋକସଭା ଓ ୬୩ ରାଜ୍ୟସଭା ସାଂସଦଙ୍କ ଦସ୍ତଖତ ଥିବା ସୂଚନା ମିଳିଛି।ରାଜନୈତିକ ଦଳଗୁଡ଼ିକ ପ୍ରତି ପକ୍ଷପାତ ପୂର୍ଣ୍ଣ ବ୍ୟବହାର କରୁଥିବା ଅଭିଯୋଗ ରେ ନୋଟିସ ଜାରି କରାଯାଇଛି।

ବିଜେପି ବିଧାୟକଙ୍କୁ ‘ହୁଇପ୍’ ଜାରି

ଭୁବନେଶ୍ୱର,୧୩।୩(ଏସଏସନିଉଜ)ବିଜେପି ବିଧାୟକଙ୍କୁ ‘ହୁଇପ୍’ ଜାରି କଲେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ।ସମସ୍ତ ବିଧାୟକଙ୍କୁ ଦୁଇ ଲାଇନର ହୁଇପ୍ ଜାରି ହୋଇଛି। ବିଧାନସଭା ଅଧିବେଶନରେ ସମସ୍ତ ବିଧାୟକଙ୍କ ଉପସ୍ଥିତିକୁ ବାଧ୍ୟତାମୂଳକ କରାଯାଇଛି।ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଥିବାରୁ ଦଳପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିବାର ଜଣାପଡ଼ିଛି।

ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପସୁରକ୍ଷା ବଳ

ଭୁବନେଶ୍ୱର,୧୩।୩(ଏସଏସନିଉଜ)ରାଜ୍ୟରେ ବଢିଚାଲିଛି ବାଲି ଚୋରା ଚାଲାଣ। ଏଥିରେ ଲାଗିପାରୁନି ଅଙ୍କୁଶ। ବେଆଇନ ବାଲିଘାଟକୁ ନେଇ ଅପରାଧୀ ମାନେ ରକ୍ତମୁଖା ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ବାଲିଘାଟ ଜଗିବା ଦାୟିତ୍ବ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ (ଓଆଇଏସଏଫ୍‌)କୁ ପ୍ରଦାନ କରାଯିବ। ଏଥିପାଇଁ ଖଣିବିଭାଗ ପକ୍ଷରୁ ଗୃହ ବିଭାଗକୁ ଅନୁରୋଧ କରାଯାଇଛି। ଗୁରୁବାର ବିଧାନସଭାରେ ଏକ ଲିଖିତ ଉତ୍ତରରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଏପରି ସୂଚନା ଦେଇଛନ୍ତି।

କଳାବଜାରୀ ବିରୋଧରେ କଡ଼ା ଚେତାବନୀ

ଭୁବନେଶ୍ୱର,୧୩।୩(ଏସଏସନିଉଜ)ତେଲ, ଗ୍ୟାସ୍ କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି।ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମାଙ୍କ ସୂଚନା ଆଧାରରେ କଳାବଜାରୀ କିମ୍ବା ବେଆଇନ୍ ଭାବେ ଗଚ୍ଛିତ ରଖିଲେ କଡ଼ା ଆକ୍ସନ ହେବ ବୋଲି କହିଛନ୍ତି।ଏହାସହ କଡ଼ା ଆକ୍ସନ ନେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶରେ ଆକ୍ସନ ହୋଇଛି।ଏବେ ଦୈନିକ ୭୫ ଲକ୍ଷ ଗ୍ୟାସ୍ ବୁକିଂ ହେଉଛି, ପୂର୍ବରୁ ୫୦ ଲକ୍ଷ ହେଉଥିଲା।ଆତଙ୍କିତ ହୋଇ ଆଦୌ ଗ୍ୟାସ୍ ବୁକିଂ କରନ୍ତୁ ନାହିଁ।ଦେଶରେ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୪ତାରିଖ ୨୦୨୬ମସିହା (ଶନିବାର)ଚୈତ୍ରମାସ-କୃଷ୍ଣପକ୍ଷ, ତିଥି- ଦଶମୀ ଦିବା ଘ୦୮/୩୫ ଗତେ ଏକାଦଶୀ,ନକ୍ଷତ୍ର- ଉତ୍ତରାଷାଢା, ସୁର୍ୟୋଦୟ-ପ୍ରାତଃଘ୦୬/୦୦/୪୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୨୭,ଯୋଗିନୀ ଉତ୍ତରେ ଦିବା ଘ୦୮/୩୫ ଗତେ ଅଗ୍ନିକୋଣେ,ସିଂହ ରାଶିର ଘାତଚନ୍ଦ୍ର, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଏକାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତ୍ର ଦ୍ଵିପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୭/୩୦ ମଧ୍ୟେ ଓ ଦିବା ଘ୦୪/୨୩ଗତେ ଘ୦୫/୫୩ ମଧ୍ୟେ,ବାରବେଳା- ଦିବା ଘ୦୧/୨୫ ଗତେଘ୦୨/୫୬ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୧୦/୦୦ଗତେ ଘ୦୧/୧୩ ମଧ୍ୟେ ଓ ରାତ୍ରି ଘ୍୮/୧୪ଗତେ ଘ୧୦/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ନାସ୍ତି,ଅଦ୍ୟ ଶିମ୍ବଭକ୍ଷଣ ନିଷେଧ। ମେଷ:-ବହୁଦିନଧରି ଆଶା […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୩ତାରିଖ ୨୦୨୬ମସିହା(ଶୁକ୍ରବାର)ଚୈତ୍ରମାସ-କୃଷ୍ଣପକ୍ଷ, ତିଥି-ନବମୀ ଦିବାଘ୦୬/୫୫ଗତେ ଦଶମୀ,ନକ୍ଷତ୍ର-ପର୍ବାଷାଢା ରାତ୍ରି ଘ୦୪/୦୮ଗତେ ଉତ୍ତରାଷାଢା,ସୁର୍ୟୋଦୟ-ପ୍ରାତଃଘ୦୬/୦୧/୪୪, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୩/୧୭,ଯୋଗିନୀ ପୂର୍ବେ ଦିବାଘ୦୬/୫୫ଗତେ ଉତ୍ତରେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ଦଶମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତ୍ର ରାତ୍ରି ଘ୦୪/୦୮ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୮/୫୮ ଗତେ ଘ୧୧/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୪୦ମଧ୍ୟେ ଓ ଘ୦୮/୨୪ ଗତେ ଘ୦୮/୫୭ମଧ୍ୟେ ୦୧/୧୪ଓ ଘଗତେ ଘ୦୨/୫୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ରାତ୍ରି ଘ୧୦/୪୦ଗତେ ଘ୧୧/୨୬ମଧ୍ୟେ,ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ। ମେଷ:-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେଦିନ ମଧ୍ୟମ […]