Browsing author

SATYA SANDHANA DESK

ବାଲିଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ନାହିଁ

କଟକ,୨୩/୯(ଏସଏସ ନିଉଜ)BARFI ପ୍ରକଳ୍ପକୁ ନେଇ ଏନ୍‌ଜିଟି ନିର୍ଦ୍ଦେଶ ପରେ କଟକ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ବାଲିଯାତ୍ରାକୁ ନେଇ କିଛି ଦ୍ୱନ୍ଦ୍ୱ ନାହିଁ, ୩୪ ଏକର ଜାଗାରେ ହେବ ବାଲିଯାତ୍ରା । ସବୁଜ ବଳୟ ନେଇ NGTଙ୍କ ନିର୍ଦ୍ଦେଶରେ ସବୁ କାମ ହେବ କହିଲେ ଜିଲ୍ଲାପାଳ ।

ଧବଳେଶ୍ୱରପୀଠରେ କାର୍ତ୍ତିକବ୍ରତ ପାଇଁ ଦିନ ଧାର୍ଯ୍ୟ

ଆଠଗଡ଼,୨୩/୯(ଏସଏସ ନିଉଜ)ଆଠଗଡ଼ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ପାଇଁ ଦିନ ଧାର୍ଯ୍ୟ ହୋଇଛି। ପଞ୍ଚକ ଓ ବଡ଼ଓଷା ପାଳନ ନେଇ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି । ଅକ୍ଟୋବର ୧୦ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ ।ନଭେମ୍ବର ୬ରେ ବଡ଼ ଓଷା; ୭ ସୋମବାର ସକାଳେ ଗଜଭୋଗ ମିଳିବ ।

ଆଜିର ରାଶିଫଳ

୨୦୨୨ ମସିହା ସେପ୍ଟେମ୍ବର ମାସ ୨୩ ତାରିଖ (ଶୁକ୍ରବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ତ୍ରୟୋଦଶୀ ରାତ୍ରି ଘ୨/୩୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୯/୩୬ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୯/୨୯ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀର ସାମ୍ଭତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ବାଇଗଣ ଭକ୍ଷଣ ନିଷେଧା ମେଷ-ଆଜି ଆପଣଙ୍କଦିନ ଆତ୍ମବିଶ୍ୱାସରେ ଭରିରହିବ, ପୁଜାପାଠରେ ଆପଣଙ୍କ ଅଧିକା ମନ ଲାଗିବ, ଆପଣ ନିଜମନକୁ ଶାନ୍ତରଖିକରି ବିବାଦକୁ ସମାଧାନ କରି […]

ଗଞ୍ଜେଇ ବଦଳରେ ମିଳିଲା ରୁପାଇଟା

କଟକ,୨୨/୯(ଏସଏସ ନିଉଜ)ଗଞ୍ଜେଇ ବଦଳରେ ଅବକାରୀ ବିଭାଗକୁ ମିଳିଲା ରୁପା ଇଟା।ଟାଙ୍ଗୀ ଟୋଲ ଗେଟରୁ ଆସୁଥିବା କାରରୁ ଯାଞ୍ଚ ବେଳେ ୧ କ୍ୱିଣ୍ଟାଲ ରୂପା ଇଟା ,ଚାନ୍ଦି ଅଳଙ୍କାର ଓ ୧୦ ଲକ୍ଷ ଟଙ୍କା ଜବତ କରିଛି ଅବକାରୀ ବିଭାଗ।ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଅବକାରୀ ସ୍କ୍ୱାର୍ଡଟାଙ୍ଗୀ ଟୋଲ ଗେଟ ପାଖରେ ଜଗି ରହିଥିଲେ।ଏହି ସମୟରେ ପଶ୍ଚିମବଙ୍ଗର ନମ୍ବର ଥିବା ଏକ କାର ଆସୁଥିବାବେଳେ ତାକୁ ରୋକି ଯାଞ୍ଚ ବେଳେ କାରରେ ଗଞ୍ଜେଇ ବଦଳରେ ସିକ୍ରେଟ ଚାମ୍ବର […]

ଲୁହାରଡ ଚୋରୀକରି ଯୁବକ ଗିରଫ

ମେଣ୍ଢାଶାଳ,୨୧/୯(ଏସଏସନିଉଜ)ନିର୍ମାଣଧିନ ଘରୁ ରଡ ଚୋରିକରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ବୁଧବାରଦିନ ପଥରଗାଡିଆ ଗାଁର ଭଗବାନବେହେରା ନାମକ ଯୁବକକୁ ଗିରଫ କରି କୋର୍ଟ ଚାଳଣ କରିଛି । ଜିତେନ୍ଦ୍ରକୁମାର ବେହେରା ନାମକ ବ୍ୟକ୍ତି ପଥରଗାଡିଆ ପାଖରେ ଘରକରିବ ପାଇଁ ଲୁହାରଡ ଆଣି ରଖିଥିଲେ । ନିଶାଖୋର ଯୁବକ ଭଗବାନ ନିଶାସେବନ ନିମନ୍ତେ ଟଙ୍କା ଅବଶ୍ୟକ ଥିବାରୁ ତା ସ୍କୁଟିରେ ବାନ୍ଧି ୩୦ଟି ୧୬ଏମଏମ ଲୁହାରଡ ନେଇଯାଇଥିଲା ।ବହୁ ଖୋଜାଖୋଜି ପରେ ଜିତେନ୍ଦ୍ର ଚୋରି ହୋଇଥିବା ରଡ ନପାଇବାରୁ ୧୪ତାରିଖରେ […]

ଦିନକରେ୧୧୪ ଡେଙ୍ଗୁ ରୋଗୀ

ସୁନ୍ଦରଗଡ଼,୨୨/୯(ଏସଏସନିଉଜ)ସୁନ୍ଦରଗଡ଼ ଜିଲ୍ଲାରେ ୨୪ ଘଣ୍ଟାରେ ୧୧୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।ଏଥିମଧ୍ୟରୁ ରାଉରକେଲାରୁ ସର୍ବାଧିକ ୯୯ ଓ ପାଖଅଞ୍ଚଳରୁ ୧୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରାଉର କେଲାରୁ ଚିହ୍ନଟ ୯୯ ରୋଗୀଙ୍କ ମଧ୍ୟରୁ ୩୭ ଜଣ ବାହାରୁ ଆସିଛନ୍ତି ।ଡେଙ୍ଗୁରୋଗୀ ଚିହ୍ନଟ ନେଇ ସୂଚନା ଦେଲେ ସୁନ୍ଦରଗଡ଼ ସିଡିଏମଓ ।

ବ୍ୟବସାୟ ପ୍ରତିଷ୍ଠାନବନ୍ଦ

ବାଲିଗୁଡ଼ା,୨୨/୯(ଏସ ଏସ ନିଉଜ) ଦାରିଙ୍ଗବାଡ଼ିରେ ଦୁର୍ଗା ମଣ୍ଡପ ଜମି ବିବାଦକୁ ନେଇ ଛକାପଞ୍ଝା।ଆଜି ଦାରିଙ୍ଗବାଡ଼ି ବଜାରରେ ଦୋକାନ ବଜାର ବନ୍ଦ ରଖିଛନ୍ତି ବଣିକ ସଂଘ।

ସ୍କୁଲ୍ ବସ୍ ଦୁର୍ଘଟଣା ଗ୍ରସ୍ତ

କଟକ,୨୨/୯(ଏସଏସ ନିଉଜ)କଟକ ସିଡିଏ ୧୧ ନମ୍ବର ଅଞ୍ଚଳରେ ସ୍କୁଲ୍ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି।ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ଜଣ ପିଲା।ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇ ଗଛ ଭିତରକୁ ପଶିଯାଇଥିବା ସୂଚନା ମିଳିଛି।ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି।

ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୨୨/୯(ଏସ ₹ଏସ ନିଉଜ)ଆଜିଠୁ କମିବ ରାଜ୍ୟରେ ଲଘୁଚାପ ପ୍ରଭାବ । କମିବ ବର୍ଷାର ପରିମାଣ ଏବଂ ବିସ୍ତୃତି । ମୌସୁମିରେ ୧୧୫୩.୩ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ଠାରୁ ୫% ଅଧିକ । ୫ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା । ୨୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।

ଆଜିଠୁ ଯୁକ୍ତ୨ ପାଠପଢ଼ା

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ରାଜ୍ୟରେ ଆଜିଠୁ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢ଼ା । ୩ ଲକ୍ଷ ୭୨ହଜାର ପିଲା ପଢ଼ିବେ ଯୁକ୍ତ ୨ ପ୍ରଥମ ବର୍ଷ ପାଠ । ଯୁକ୍ତ ୨ର ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖା ପାଇଁ ଆବେଦନ କରିଛନ୍ତି । ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା ଆବେଦନ l