Browsing author

SATYA SANDHANA DESK

ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ

ରାଉରକେଲା,୧୨/୮(ଏସ ଏସ ନିଉଜ) ରାଉରକେଲାଟିମ୍ବର୍ କଲୋନୀରେ ବିବାହିତା ମହିଳାଙ୍କୁ ହତ୍ୟା କରାଯାଇ ଥିବାର ଅଭିଯୋଗ ହୋଇଛି ।ପରକ୍ରୀୟା ପ୍ରୀତିର କରୁଣ ପରିଣତିରୁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି ।ମୃତା ଜୁବେଦା ପର୍ବିନ ଗୋଟିଏ ସନ୍ତାନର ଜନନୀ ହୋଇଥିବାବେଳେ ସେ ଅନ୍ୟ ଜଣେ ବିବାହିତ ଯୁବକଙ୍କ ସହ ରହୁଥିବା ସୂଚନା ମିଳିଛି ।ପ୍ଲାଣ୍ଟ ସାଇଟ୍ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।

ଆଜିର ରାଶିଫଳ

ଗ୍ରହ୍ମା ପୂର୍ଣ୍ଣିମା ଓ ଶ୍ରୀ ମନ୍ଦିରରେ ଝୁଲଣ ଶେଷ,୨୦୨୨ ମସିହା ଅଗଷ୍ଟ ମାସ ୧୨ ତାରିଖ (ଶୁକ୍ରବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ପୂର୍ଣ୍ଣିମା ଦିବା ଘ୭/୮ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୫/୨୯/୨୨ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୪୨ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ସ୍ତ୍ରୀ ତୈଳ ବର୍ଜନ ଓ ମାଛ , ମାଂସ ଦିବା ଘ୭/୮ ଗତେ ପାଣି କଖାରୁ […]

ଯମୁନାରେ ଓଲଟିଲା ଡଙ୍ଗା

ଭୁବନେଶ୍ୱର,୧/୮(ଏସଏସନିଜ)ଯମୁନା ନଦୀରେ ଡଙ୍ଗା ବୁଡ଼ି ୩ ମୃତ୍ୟୁବରଣ କରିଛନ୍ତି ।ଏହାସହ ୧୭ ଜଣ ନିଖୋଜଥିବାର ଜଣାପଡିଛି । ଉତ୍ତର ପ୍ରଦେଶ ବନ୍ଦା ଥାନା ଅଞ୍ଚଳରେ ଯମୁନାରେ ଓଲଟିପଡିଥିଲା ଡଙ୍ଗା । ଫତେପୁରରୁ ମାର୍କା ଗାଁକୁ ଯିବା ବେଳେ ଡଙ୍ଗାଟି ଓଲଟିପଡିବାଫଳରେ ଡଙ୍ଗାରେ ଥିବା ୩୫ ଜଣଙ୍କ ମଧ୍ୟରୁ ୧୫ ଜଣ ଉଦ୍ଧାର କରାଯାଇଛି ।  

ଅଲାରନାଥ ମନ୍ଦିରରେ ୫ଟି ସଚିବ

ଭୁବନେଶ୍ୱର,୧/୮(ଏସଏସନିଜ)୫ଟି ସଚିବ ଭିକେ ପାଣ୍ଡିଆନ୍ ଆଜି ଅଚାନକ ଭାବେ ପୁରୀ ଜିଲ୍ଲା ବ୍ରହ୍ମଗିରିର ଆରାଧ୍ୟ୍ୟ ପ୍ରଭୁ ଶ୍ରୀ ଅଲାରନାଥଙ୍କ ଦର୍ଶନରେ ଅପରାହ୍ନରେ ଆସି ପହଞ୍ଚିଥିଲେ ।୫ଟି ସଚିବଙ୍କ ସମେତ ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଉପସ୍ଥିତ ରହିଥିଲେ । ଅଲାରନାଥ ମନ୍ଦିର ପ୍ରାଙ୍ଗଣରେ ପହଁଚିବା ପରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ମନ୍ଦିର ନିକଟରେ ପାଣ୍ଡିଆନଙ୍କୁ ସ୍ବାଗତ ସେବାୟତମାନେ କରିଥିଲେ । ପରେ ଅଲାରନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଫାଇଭ ଟି […]

ଆଜିର ରାଶିଫଳ

ଗ୍ରହ୍ମାପର୍ବ, ବଳଭଦ୍ର ଜନ୍ମ ଓ ରାକ୍ଷୀବନ୍ଧନ,୨୦୨୨ମସିହା ଅଗଷ୍ଟମାସ ୧୧ ତାରିଖ (ଗୁରୁବାର) ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଦ୍ଦଶୀ ଦିବା ଘ୧୦/୪୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମାସୁର୍ୟୋଦୟ ପ୍ରାତଃ ଘ୦୫/୨୮/୪୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୦୮ ,ତୁଳା ଓ କୁମ୍ଭ ରାଶିର ଘାତବାର ,ସିଂହ ରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବିରି ଦିବା ଘ୧୦/୪୦ ଗତେ ସ୍ତ୍ରୀ ତୈଳ ବର୍ଜନ ଓ ମାଛ ,ମାଂସ ଭକ୍ଷଣ ନିଷେଧ । ମେଷ-ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ […]

ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର,୧୦/୮(ଏସଏସନିଉଜ) ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ସାମିଲ ହେବୋ ୭୬ ତମ ସ୍ବାଧୀନତା ଦିବସ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାଳିତ ହେବ ବୋଲି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ । ଏହା ସହିତ ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ୨୦୨୨ରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ […]

୧୩ରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର,୧୦/୮(ଏସଏସନିଉଜ) ୧୧ ତାରିଖରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ। କିନ୍ତୁ ୧୩ ତାରିଖ ଯାଏ ବର୍ଷା ଜାରି ରହିବ। ୧୩ରୁ ପୁଣିବର୍ଷା ବଢ଼ିବ ।ଏବେ ଅବପାତ ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇସାରିଛି ।ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି । ୧୧ ଓ ୧୨ ତାରିଖରେ ବର୍ଷା ପରିମାଣ ସାମାନ୍ୟ କମ୍ ରହିବାସହ ୧୩ରୁ ମୌସୁମୀ ପୁଣି ସକ୍ରିୟ ହେବ ଓ ବର୍ଷା ପରିମାଣ ବଢ଼ିବ ।ମହାନଦୀର ଉପର ମୁଣ୍ଡରେ ବର୍ଷା ସମ୍ଭାବନା ଥିବାରୁ […]

ବିଦ୍ୟୁତଆଘାତରେ ଚାଲିଗଲା ଜୀବନ

ଚମ୍ପୁଆ, ୧୦/୮(ଏସଏସନିଉଜ)ଯୋଡ଼ାରେ ବିଦ୍ୟୁତ ଆଘାତରେ ସ୍ୱାମୀ ଓ ସ୍ତ୍ରୀ ମୃତୁବରଣ କରିଛନ୍ତି । ବିଦ୍ୟୁତ ଆଘାତରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ବର୍ଷର ଝିଅ । ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ମୃତକ ଯୋଡ଼ା ଥାନା ଅଂସେଇକଳା ପଞ୍ଚାୟତ ଜାମୁକୁଣ୍ଡିଆ ଗାଁର ବୋଲି ଜଣାପଡିଛି । ଖବର ପାଇ ଗାଁରେ ଯୋଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ଭୁବନେଶ୍ୱର,୧୦/୮(ଏସଏସନିଉଜ) ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ । ଏହାସହ ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ମଧ୍ୟଅନୁଧ୍ୟାନ କରିଥିଲେ । । ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ଶିଶୁ ଭବନ ଚ୍ଛକ, ରବି ଟକିଜ ଛକ, କଳ୍ପନା ଚ୍ଛକ, ବେହେରା ସାହି ଛକ, ରସୁଲଗଡ ଚ୍ଛକ, ଓ ଆଇଗିଣିଆ ଚ୍ଛକରେ ଟ୍ରାଫିକ ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ […]

ନୀତୀଶଙ୍କ ନିଆରା ରେକର୍ଡ

ଭୁବନେଶ୍ୱର,୧୦/୮(ଏସଏସନିଉଜ) ବିହାରରେ ନୂଆ ମହାମେଣ୍ଟ ସରକାରର ଆଜି ଶପଥ ଗ୍ରହଣ ଉତ୍ସବ ହେବ । ରାଜଭବନରେ ଶପଥ ନେବେ ବିହାରର ନୂଆମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବୋଲି ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।ମହାଗଠବନ୍ଧନ ପାର୍ଟ ଟୁ ସରକାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ମନ୍ତ୍ରିମଣ୍ଡଳରେ କିଏ ସଦସ୍ୟ ରହିବ, ସେ ନେଇ ନିଷ୍ପତ୍ତି ନେବାକୁ ନୀତୀଶଙ୍କୁ ବିଶେଷ ଅଧିକାର ଦିଆଯାଇଛି ।ନୀତୀଶଙ୍କ ନିଆରା […]