ଦାୟିତ୍ୱ ନେଲେ ମହେନ୍ଦ୍ର କୁମାର
ମେଣ୍ଢାଶାଳ,୨୧/୭(ଏସଏସନିଉଜ) ମେଣ୍ଢାଶାଳଠାରେ ଥିବା ସମବାୟସମିତି କାର୍ଯ୍ୟାଳୟପରିସରରେ ନବନିର୍ବାଚିତ ସଭାପତି ଙ୍କୁ ବୁଧବାରଦିନ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।ଭୁବନେଶ୍ୱର ସମବାୟ ସମ୍ପ୍ରସାରଣ ଅଧିକାରୀ ଶଶିଶେଖରରଥ ନିର୍ବାଚିତ ସଭାପତି ମହେନ୍ଦ୍ରକୁମାରପ୍ରଧାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତିାଏହି ଦାୟିତ୍ୱ ହସ୍ତାନ୍ତର ଉସ୍ବରେ ଗ୍ରାମର ବରିଷ୍ଠନାଗରିକ ଭରତ ଚନ୍ଦ୍ର ରାଉତରାୟ, ସମିତିର ପରିଚାଳନା ନିର୍ଦ୍ଦେଶକ କାଳୁଚରଣ ଦାସ, ନିମାଇଁ ଚରଣ ବିଶ୍ୱାଳ,ରାକ ଖାଁନ୍,ଗୁରୁପ୍ରସାଦ ସାମନ୍ତରାୟ, ରତ୍ନାକର ସାହୁ, ସରୋଜକୁମାର ପାତ୍ର,ମୁରଲିଧର ମହାନ୍ତି ,କୁନ୍ତଳା ପଟ୍ଟନାୟକ, ପବିତ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମିଦିନରେ […]