ରେଡ୍ ଜୋନରେ ଭୁବନେଶ୍ବର, ପୁରୀ ଓ କଟକ
ଭୁବନେଶ୍ବର,୯/୭(ଏସଏସନିଉଜ) ଦିନକୁଦିନ ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।ଏହାଭିତରେ କଟକ,ଭୂବନେଶ୍ୱର,ପୁରୀରେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଭବିଷ୍ୟତରେ ଚିନ୍ତାଜନକ ସ୍ଥିତି ଉପୁଜିବାକୁ ଯାଉଛି ।ଯାହାଫଳରେ କଟକ,ଭୂବନେଶ୍ୱର,ପୁରୀ ରେଡ ଯୋନରେ ସାମିଲ ହୋଇଛି ରାଜଧାନୀ ରେଡ୍ ଜୋନରେ ଆସିବାର ସୂଚନା ପାଇ ଭୁବନେଶ୍ବରରେ କୋଭିଡ କଟକଣାକୁ କଡ଼ାକଡ଼ି ଲାଗୁ କରିବା ଲାଗି ମେୟର ସୁଲୋଚନା ଦାସ ନିର୍ଦେଶ ଦେଇଛନ୍ତି।ଏହାସହ ମାସ୍କ ବାଧ୍ୟତାମୂଳକ କରାଯିବାସହ ମାସ୍କ ନ ପିନ୍ଧିଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସେ […]