ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ

ଭୁବନେଶ୍ୱର,୮/୭(ଏସ ଏସ ନିଉଜ)ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମୃତ।ଏକ ସଭାରେ ଭାଷଣ ଦେବା ବେଳେ ଗୁଳିମାଡ଼ ହୋଇଥିଲା।ନାରା ସହରରେ ଭାଷଣ ଦେବା ବେଳେ ଗୁଳିମାଡ଼ ହୋଇଥିଲା ।ସିଞ୍ଜୋ ଆବେଙ୍କ ପଛପଟୁ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳିମାଡ଼ କରିଥିଲା।ଜନସଭାକୁ ସମ୍ବୋଧନ କରିବା ସମୟରେ ହୋଇଥିଲା ଗୁଳିମାଡ ।

Comments (0)
Add Comment