Browsing author

SATYA SANDHANA DESK

ରବିବାରର ରାଶିଫଳ

ମଇ ମାସ ୧୫ ତାରିଖ ୨୦୨୨ ମସିହା(ରବିବାର) ବୈଶାଖ-ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୨/୫୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣିମା, ବୃଷ ସଂକ୍ରାନ୍ତି,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୨୯,ମେଷ ରାଶିର ଘାତବାର,ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ଦିବା ଘ ୧୨/୫୫ ପର୍ଯ୍ୟନ୍ତ ତଦନ୍ତେ ଆମିଷ ଭକ୍ଷଣ ନିଷେଧ। ମେଷ👉:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟି ପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ […]

ସାବିତ୍ରୀ ଅମାବାସ୍ୟା ସ୍କୁଲ ଛୁଟି

ଭୁବନେଶ୍ୱର,୧୪/୫(ଏସ ଏସ ନିଉଜ)ଆସନ୍ତା ବୁଦ୍ଧ ପୂର୍ଣିମା ଓ ସାବିତ୍ରୀ ଅମାବାସ୍ୟା ସ୍କୁଲ ଛୁଟି। ଏହି ଦିନ ସରକାରୀ ଛୁଟି ଥିବାରୁ ସମସ୍ତ ସ୍କୁଲ ଛୁଟି କରିବାକୁ ଗଣଶିକ୍ଷା ବିଭାଗର ନିଷ୍ପତ୍ତି। ଏ ବିଷୟରେ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

କୁଆଡ଼େ ଗଲେ ଆସିକାର ପୂର୍ବତନ ବିଧାୟକ ?

ଭୁବନେଶ୍ୱର,୧୪/୫(ଏସ ଏସ ନିଉଜ)ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଗତକାଲିଠାରୁ ନିଖୋଜ ଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ।ଭୁବନେଶ୍ୱରର ୟୁନିଟ-୬ ସୂର୍ଯ୍ୟନଗରସ୍ଥିତ ଏକ ଆପାର୍ଟ ମେଣ୍ଟରେ ସରୋଜ ନିଜ ପରି ବାର ସହ ରହୁଥିବା ବେଳେ ଗତକାଲି ସକାଳେ ସେ କୌଣସି କାରଣରୁ ବାହାରକୁ ଯାଇ ଆଉ ଫେରି ନଥିଲେ ।ଏହାଭିତରେ ୪୮ଘଂଟା ବିତିଯାଇଥିଲେ ସୁଦ୍ଧା ମିଳୁନ ପତ୍ତା । ସକାଳେ କ୍ୱାର୍ଟରରୁ ବାହାରି ଆଉ ଘରକୁ ଫେରିନାହାନ୍ତି ପୂର୍ବତନ ବିଧାୟକ […]

ଗିରଫ ହେଲେ ରାୟଗଡ଼ା ଅବକାରୀ ଅଧିକ୍ଷକ

ଭୁବନେଶ୍ୱର,୧୪/୫(ଏସଏସନିଉଜ) ୬ ଲକ୍ଷ ଟଙ୍କା ନେଇ ଗାଡ଼ିରେ ଆସୁଥିବାବେଳେ ଖୋର୍ଦ୍ଧ ନିକଟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା । ନିନା ଟଙ୍କା ବିଷୟରେ ଭିଜିଲାନ୍ସ ଟିମଙ୍କୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।ଏହାପରେ ନିନା ଓ ତାଙ୍କର ସମ୍ପର୍କୀୟଙ୍କ ଏକାଧିକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ନିନାଙ୍କ ସ୍ୱାମୀ ନିହାର ରଂଜନ ଦାସ ମାହାଙ୍ଗା ଥାନାରେ ଆଇଆଇସି ହୋଇଥିବାରୁ ମାହାଙ୍ଗା ସ୍ଥିତ ତାଙ୍କ କ୍ୱାର୍ଟରରେ ରେଡ୍ ବିଷୟରେ ଜାଣିବା […]

ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

କେଉଁଝର,୧୪/୫(ଏସଏସନିଉଜ) ଶିକ୍ଷକ ନିଯୁକ୍ତି ଦାବିରେ କୁଣ୍ଡାପିଠା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ସ୍କୁଲରେ ତାଲା ପକାଇଛନ୍ତି ।ଯାହାଫଳରେ ତିନିଦିନ ବିତିଗଲାଣି ସ୍କୁଲରେ ପାଠ ପଢା ସଂପୂର୍ଣ୍ଣ ଠପ ହୋଇଯାଇଛି।ଅନ୍ୟପଟେ ଜିଲ୍ଲାପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ନହଂଚିଥିବାରୁ ବିଦ୍ୟାଳୟ ପରିଚାଳନା କମିଟିରେ ଅସନ୍ତୋଷ ବଢ଼ିବାରେ ଲାଗିଛି।  

ହଟହଟା ହେଲା ପୁଲିସ୍‌

କୋରାପୁଟ, ୧୪/୫(ଏସଏସନିଉଜ) ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ରାତିଅଧରେ ପୋଲିସ ହଇରାଣ ହୋଇଥିବାର ଜଣାପଡିଛି । ମାଛକୁଣ୍ଡ ଥାନା ମାଟିଖାଲରେ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ଖବର ପାଇ ରାତିଅଧରେ ୩୦ ଜଣିଆ ପୁଲିସ୍ ଟିମ୍ ଜଣେ ଲୋକଙ୍କ ଘରେ ଚଢଉ କରିଥିଲା ।ଏହାକୁ ନେଇ ଗ୍ରାମରେ ଉତେଜନା ଦେଖାଦେବା ସହ ଗ୍ରାମବାସୀମାନେ ଏକାଠି ହୋଇ ପୁଲିସ୍ କର୍ମୀମାନଙ୍କୁ ନିସ୍ତୁକ ପଟିଥିଲେ । ଫାଙ୍କା ଗୁଳି ଚାଳନା କରି ପୁଲିସ୍ କର୍ମୀମାନେ ଉତ୍ୟକ୍ତ ଗ୍ରାମବାସୀମାନଙ୍କ କବଳରୁ ଖସିଥିଲେ । […]

ଆଜିର ରାଶିଫଳ

ମଇ ମାସ ୧୪ ତାରିଖ ୨୦୨୨ ମସିହା(ଶନିବାର)ବୈଶାଖ-ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୦୩/୩୭ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୫୯,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ଦିବା ଘ ୦୩/୦୭ ପର୍ଯ୍ୟନ୍ତ ତଦନ୍ତେ ବିରି ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା […]

ଅଟକିଲେ ଜିଲାପାଳ

ଭଦ୍ରକ.୧୩/୫(ଏସଏସନିଉଜ) ଗୁରୁବାରଦିନ ଆରଡିପୀଠକୁ ଆସି ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟର ସମୀକ୍ଷା କରି ଫେରିବାବେଳେ ସାଧାରଣ ଲୋକଙ୍କୁ ବଣ୍ଟନ ହେଉଥିବା ସାମଗ୍ରୀର ମାନ କିପରି ରହିଛି ପଚାରି ବୁଝିଛନ୍ତି ଜିଲ୍ଲାପାଳ ତ୍ରିଲୋଚନ ମାଝୀ । ଆରଡିପୀଠରୁ ଫେରିବାବାଟରେ ସୁନ୍ଦରପୁର ଛକରେ ରାସନ ସାମଗ୍ରୀ ବଣ୍ଟନ ହେଉଥିବା ଦେଖି ରହିବା ସହ ବଂଟାଯାଉଥିବା କେନ୍ଦ୍ରକୁ ଯାଇଥିଲେ ।ସେଠାରେ ସାମଗ୍ରୀ ନେଉଥିବା ହିତାଧିକାରୀଙ୍କ ସହ ଏହାର ମାନ ଓ ଅନ୍ୟାନ୍ୟ ବିଷୟରେ ପଚାରିବୁଝିଥିଲେ ।ଜିଲ୍ଲାପାଳଙ୍କର ଏହି କାର୍ଯ୍ୟକୁ ସବୁବର୍ଗୀୟ ଲୋକ ପ୍ରଶଂସା […]

ଆସୁଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର,୧୩/୫(ଏସଏସନିଉଜ) ବାତ୍ୟା ଅସାନୀ ଯାଉଯାଉ ପୁଣି ଆଉ ଏକ ଲଘୁଚାପ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି । ବଙ୍ଗୋପାସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ଜଣାପଡ଼ିଛି । ଆସନ୍ତା ୩-୪ ଦିନ ଭିତରେ ଏହାର ଝଲକ ଦେଖାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୩ରୁ ୧୯ ତାରିଖ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ସୃଷ୍ଟି ହୋଇ ଅବପାତର ରୂପ […]

ଏଥର ଭକ୍ତଙ୍କ ମେଳରେ ହେବ ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ

ଭଦ୍ରକ.୧୩/୫(ଏସଏସନିଉଜ) କରୋନା କଟକଣା ଯୋଗୁ ବିନାଭକ୍ତରେ ପାଳିତ ହେଉଥିବା ମଣିବାବାଙ୍କ ଶିବବିବାହ ମହୋତ୍ସବ ଏଥର ଆଡମ୍ବର ଭାବେ ପାଳିତ ହେବ ।ଭକ୍ତମାନଙ୍କ ଗହଣରେ ଶିବବିବାହ ମହୋତ୍ସବ ।ଏଥିପାଇଁ ମଙ୍ଗଳବାର ଜିଲାସ୍ତରୀୟ ବୈଠକ ସରିବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତିପର୍ବ। ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ରାଜ୍ୟ ଓ ରାଜ୍ୟ ବାହାରର ସାଂସ୍କୃତିକ ଓ ଲୋକବାଦ୍ୟକୁ ସାମିଲ କରାଯିବାର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ବରାନୁଗମନ ଶୋଭାଯାତ୍ରାରେ ଯୋଡିଶଙ୍ଖ ପରିବେଷଣ ପାଇଁ ରାଜ୍ୟ ସଂସ୍କୃତି ବିଭାଗ […]