Browsing author

SATYA SANDHANA DESK

ମୁକୁଳା ଡ୍ରେନ୍ ରେ ଚାଲିଗଲା ଜୀବନ

ପୁରୀ, ୧୮/୫(ଏସଏସନିଉଜ) ସ୍ଲାବ୍ ଉଠାଯାଇ ଡ୍ରେନ୍ ସଫା ହେଲା ।ପରେ ଆଉ ସ୍ଲାବ୍ ପଡିଲାନାହିଁ ।ଏହି ମୁକୁଳା ଡ୍ରେନଦେଇ ଯାଉଥିବାବେଳେ ଜଣେ ଯୁବକ ଡ୍ରେନରେ ପଡ଼ି ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ଡ୍ରେନରେ ମୃତଦେହ ପଡ଼ିରହିଛି ।ଏହି ଅଘଟଣ । ପୁରୀ ମାର୍କେଟ ଛକ ନିକଟରେ ଘଟିଛି ।

ଆଜିର ରାଶିଫଳ

ମଇ ମାସ ୧୮ ତାରିଖ ୨୦୨୨ମସିହା(ବୁଧବାର)ଜ୍ୟେଷ୍ଠ-କୃଷ୍ଣପକ୍ଷ,ତିଥି-ତୃତୀୟା ,ସୁର୍ୟୋଦୟ ପ୍ରାତଃଘ୦୫/ ୧୫/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨ /୧୯,କର୍କଟ ରାଶିର ଘାତ  ବାର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଟଳ ଭକ୍ଷଣ ନିଷେଧ। 🐏ମେଷ👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। 🐮ବୃଷ👉ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। […]

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ

ଭୁବନେଶ୍ୱର,୧୭/୫(ଏସ ଏସ ନିଉଜ) ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ତାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ।ଘୋଷଣା କରାଯାଇଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଧ୍ୟରେ ଅଭିନେତା ଅରିନ୍ଦମ,ଆକାଶ ଦାସ ନାୟକଙ୍କୁ ସାମିଲ କରାଯାଇଛି । ଏହି ତାଲିକାରେ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ନବ କିଶୋର ଦାସ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂହ ଓ ଟୁକୁନି […]

ଉଦ୍ଧାର ହେଲେ ନିଖୋଜ ନେତା

ଆସିକା,୧୭/୫(ଏସଏସ ନିଉଜ) ନିଖୋଜ ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କଲା କମିଶନରେଟ ପୋଲିସ ।ରାମେଶ୍ବରମରୁ ଆସି ବ୍ରହ୍ମପୁରରେ ଥିଲେ ସରୋଜ ପାଢ଼ୀ।ଉଦ୍ଧାର ନେଇ ସୂଚନା ଦେଲେ କ୍ୟାପିଟାଲ ଥାନା IIC । ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ଉଦ୍ଧାର ପରେ ବ୍ରହ୍ମପୁରରୁ ଭୁବନେଶ୍ବର ଅଣାଯାଉଥିବାର ଜଣାପଡିଛି ।

ଆଜିର ରାଶିଫଳ

ମଇ ମାସ ୧୭ ତାରିଖ ୨୦୨୨ମସିହା(ମଙ୍ଗଳବାର)ଜ୍ୟେଷ୍ଠ-କୃଷ୍ଣପକ୍ଷ,ତିଥି- ପ୍ରତିପଦ ଦିବା ଘ୦୬/୨୩ ପର୍ଯ୍ୟନ୍ତ ତଦନ୍ତେଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୫୯,ମକର ରାଶିର ଘାତବାର,ଦ୍ଵିତୀୟା ରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳ। -ଦିବା ଘ୦୧/୨୧ ଗତେ ଘ୦୨/୫୯ ମଧ୍ୟେ,ବାରବେଳା – ଦିବା ଘ୦୬/୫୦ଗତେ ଘ୦୮/୩୦ ମଧ୍ୟେ,ପାଣିକଖାରୁ ଦିବା ଘ ୦୬/୨୩ ପର୍ଯ୍ୟନ୍ତ ତଦନ୍ତେ ବୋଇତିକଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ […]

ମେଣ୍ଢାଶାଳରେ ବିଶ୍ୱଶାନ୍ତି ମହାଯଜ୍ଞ

ବାରଙ୍ଗ,୧୬/୫(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକବର୍ଷଭଳି ଚଳିତ ବର୍ଷ ଏକବିଁସତମବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଚାରିଦିନ ବ୍ୟାପୀ ଅନୁଷ୍‌ିତ ହୋଇଯାଇଛି ।ଶୀଲାମଣ୍ଡନ ,ଦେବତା ଆବାହନ,ଅଗ୍ନିସ୍ତାପନ ,ରୁଦ୍ରାଭିଷେକ,ଶ୍ରୀମଦ ଭାଗବତଗୀତାଯଜ୍ଞ ସହ ଚନ୍ଦନପୁର୍ଣିମାରେ ଯଜ୍ଞ ପୁର୍ଣାହୁତି ହୋଇାଇଛି ।ବାଙ୍କ ବିହାରୀଦାସ ଯଜ୍ଞରେ କର୍ତାରୁପେ ଯୋଗଦେଇଥିବାବେଳେ ଆଚାର୍ଯ୍ୟ ରମେଶଚନ୍ଦ୍ରକର, ବିଭିତି ଭୁଷଣରଥ,ଆଲୋକକୁମାର ପାଟଯୋଶୀ, ଦୁର୍ଗାପ୍ରସାଦ ଦାସ ପ୍ରମୁଖ ମନ୍ତ୍ରୋଚାରଣ ପୁର୍ବକ ପୁର୍ଣାହୁତି ପ୍ରଦାନ କରିଥିଲେ ।ଆଖାପାଖ ଗ୍ରାମର ଶତାଧିକ ନରନାରୀ ଏଥିରେ ଯୋଗଦେଇଥିଲେ ।ମନ୍ଦିରକମିଟି ସଦସ୍ୟମାନଙ୍କଦ୍ୱାରା ସଂକିର୍ତନ […]

ସମବାୟ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି

ଭୁବନେଶ୍ୱର,୧୬/୫(ଏସଏସନିଉଜ) ବିଜେଡିପକ୍ଷରୁ ସମବାୟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।ଏଥିପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଦଳର ବରିଷ୍ଠ ନେତୃତ୍ବଙ୍କ ସହିତ ଆଲୋଚନା କରିଛନ୍ତି ।ବିଜେଡି ପକ୍ଷରୁ ସମବାୟ ନିର୍ବାଚନ ପରିଚାଳନା ନେଇ ୭ ଜଣିଆ କମିଟି ଗଠନ କରାଯାଇଛି ।କମିଟିର ଅଧ୍ୟକ୍ଷ ରହିବେ ପ୍ରତାପ ଦେବ ରହିଥିବାବେଳେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂ ଦେଓ , ସ୍ନେହାଙ୍ଗିନ ଛୁରୀଆ, ବିକ୍ରମ ପଣ୍ଡା, ରବୀନ୍ଦ୍ର ଜେନା କମିଟିର ସଦସ୍ୟ […]

ହେଟା ବାଘ ଆକ୍ରମଣରେ ୩ ଆହତ

ସାଲେପୁର, ୧୬/୫(ଏସଏସନିଉଜ) ହେଟା ବାଘ ଆକ୍ରମଣରେ ୩ ଶ୍ରମିକ ଆହତ ହୋଇଛନ୍ତି ।ମାହାଙ୍ଗା ସିପୁରା ଗାଁରେ ବିଲରେ କାମ କରୁଥିବା ବେଳେ ଆକ୍ରମଣ ଘଟିଥିବାର ଜଣାପଡିଛି । ହେଟା ବାଘ ଆକ୍ରମଣରେ ଆହତ ୩ ଶ୍ରମିକଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି ।

ଗୁମୁଟ ଉପରକୁ ଚଢିଲେ ଯୁବକ

ପୁରୀ, ୧୬/୫(ଏସଏସନିଉଜ) ସୋମବାର ଦିନ ପୁରୀ ଶ୍ରୀମନ୍ଦିର ଗୁମୁଟ ଉପରକୁ ଜଣେ ବଙ୍ଗିୟ ଯୁବକ ଚଢିଯାଇଥିଲେ ।ସେ ହେଉଛନ୍ତି ପଶ୍ଚିମବଙ୍ଗ ହଲାଦିଅପଡା ର ବାସିନ୍ଦା ରାକେଶ ହାଜରା ।ତେବେ ଏହି ଯୁବକଜଣଙ୍କୁ ମନ୍ଦିରର ସେବାୟତମାନେ କୈାଶଳକ୍ରମେ କବଜାକୁ ଆଣି ସିଂହଦ୍ୱାର ପୋଲିସ କୁ ହସ୍ତାନ୍ତର କରିଥିବା ଜଣାପଡିଛି ।ତେବେ ମନ୍ଦିର ଗୁମୁଟ ଉପରକୁ ସେ କାହିଁକି ଚଢିଥିଲେ ଜଣା ପଡି ନଥିବା ବେଳେ ସିଂହ ଦ୍ୱାର ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

ଆଜିର ରାଶିଫଳ

ମଇ ମାସ ୧୬ ତାରିଖ ୨୦୨୨ ମସିହା(ସୋମବାର) ବୈଶାଖ -ଶୁକ୍ଳପକ୍ଷ,ତିଥି- ପୂର୍ଣିମା , ମିଥୁନ ରାଶିର ଘାତ ବାର ,ପ୍ରତିପଦ। ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ ୦୮/୩୦ ଗତେ ଘ୧୦/୦୧ ମଧ୍ୟେ ଓ ରାତ୍ରି ଦିବା ଘ ୦୯/୨୪ ଗତେ ଘ୧୨/୩୦ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ୦୪/୩୬ ଗତେ ଘ୦୫/୧୪ ମଧ୍ୟେ, ଆମିଷ ଦିବା ଘ ୦୯/୪୫ ପର୍ଯ୍ୟନ୍ତ ତଦନ୍ତେ ପାଣିକଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଗୃହ […]