ମେଣ୍ଢାଶାଳରେ ବିଶ୍ୱଶାନ୍ତି ମହାଯଜ୍ଞ

ବାରଙ୍ଗ,୧୬/୫(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକବର୍ଷଭଳି ଚଳିତ ବର୍ଷ ଏକବିଁସତମବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଚାରିଦିନ ବ୍ୟାପୀ ଅନୁଷ୍‌ିତ ହୋଇଯାଇଛି ।ଶୀଲାମଣ୍ଡନ ,ଦେବତା ଆବାହନ,ଅଗ୍ନିସ୍ତାପନ ,ରୁଦ୍ରାଭିଷେକ,ଶ୍ରୀମଦ ଭାଗବତଗୀତାଯଜ୍ଞ ସହ ଚନ୍ଦନପୁର୍ଣିମାରେ ଯଜ୍ଞ ପୁର୍ଣାହୁତି ହୋଇାଇଛି ।ବାଙ୍କ ବିହାରୀଦାସ ଯଜ୍ଞରେ କର୍ତାରୁପେ ଯୋଗଦେଇଥିବାବେଳେ ଆଚାର୍ଯ୍ୟ ରମେଶଚନ୍ଦ୍ରକର, ବିଭିତି ଭୁଷଣରଥ,ଆଲୋକକୁମାର ପାଟଯୋଶୀ, ଦୁର୍ଗାପ୍ରସାଦ ଦାସ ପ୍ରମୁଖ ମନ୍ତ୍ରୋଚାରଣ ପୁର୍ବକ ପୁର୍ଣାହୁତି ପ୍ରଦାନ କରିଥିଲେ ।ଆଖାପାଖ ଗ୍ରାମର ଶତାଧିକ ନରନାରୀ ଏଥିରେ ଯୋଗଦେଇଥିଲେ ।ମନ୍ଦିରକମିଟି ସଦସ୍ୟମାନଙ୍କଦ୍ୱାରା ସଂକିର୍ତନ କରାଯାଇଥିଲା ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

 

 

 

 

 

 

Comments (0)
Add Comment