Browsing author

SATYA SANDHANA DESK

ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ) ଆଜିଠୁ ୫ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଯିବେ ।୩୦ରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ବିଚାରପତିଙ୍କ ହେବାକୁ ଥିବା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯାଗଦେବେ ।

ଆଜିର ରାଶିଫଳ

ରୁକ୍ମିଣୀ ଅମାବାସ୍ୟା ଓଶନି ଚଳନ,କୁମ୍ଭ ରାଶିକୁ ରାତ୍ରୀ ଘ୧୦/୨୨ ସମୟରେ ଗମନ କରିବେ,ଉପଚାର:- ଶନିଶ୍ଚର ମନ୍ଦିର ରେ ଗ୍ରହରାଜ ଶନି ଦେବଙ୍କର ସକାଳୁ ସକାଳୁ ମାର୍ଜନା କରନ୍ତୁ,ଅପ୍ରେଲ ମାସ ୨୯ ତାରିଖ ୨୦୨୨ ମସିହା,ଶୁକ୍ରବାର, ବୈଶାଖ -କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୨୩/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୫୯,ଧନୁ ରାଶିର ଘାତଚନ୍ଦ୍ର, ବିଛା,ଧନୁ ଓ ମୀନ ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ଭକ୍ଷଣ ନିଷେଧ। 🐏ମେଷ👉ଅନ୍ୟମାନଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ରାଜନୀତିରେ ଆର୍ଥିକ ଲାଭ […]

ସମ୍ପର୍କୀୟ ଭାଇକୁ ଟାଙ୍ଗିଆରେ ହାଣି ଥାନାରେ ଆତ୍ମସମର୍ପଣ

ନବରଙ୍ଗପୁର,୨୮/୪(ଏସଏସନିଉଜ) ପୈତୃକ ଚାଷ ଜମିକୁ ନେଇ କମଲ ଗଣ୍ଡ ନିଜ କକା କାଡ଼ିଆ ଗଣ୍ଡଙ୍କ ପୁଅ ଦେବସିଂ ଗଣ୍ଡ (୪୫)ଙ୍କୁ ଟାଙ୍ଗିଆରେ ହତ୍ୟା କରିଛି ।ଏହି ହତ୍ୟାକାଣ୍ଡରେ କମଲଙ୍କ ପତ୍ନୀ ଆଉ ଝିଅ ସହଯୋଗ କରିଥିବା ଅଭିଯୁକ୍ତ ସ୍ବୀକାର କରିଛି ।ହତ୍ୟା କରିସାରିବା ପରେ ଅଭିଯୁକ୍ତ ନିଜ ପରିବାର ସହିତ ରାଇଘର ଥାନାରେ ଆତ୍ମସମର୍ପଣ କରିଛି ।ଏହି ଘଟଣା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜପାରା ପଂଚାୟତର ହାତିବେନା ଆଦିବାସୀ ଗ୍ରାମରେ ଘଟିଛି ।। ଆଜି ସକାଳ ପ୍ରାୟ […]

୨ ନକଲି ମୂକବଧିର ଲୁଟେରା ଗିରଫ

ଭୁବନେଶ୍ବର,୨୮/୪(ଏସଏସନିଉଜ) ସ୍ପେସାଲ୍ ସ୍କ୍ବାଡ୍ ହାତରେ ଧରାପଡିନ୍ତି ଦୁଇ ମାଡ୍ରାସୀ ଲୁଟେରା ।ଏହି ଦୁଇଜଣ ହେଲେ ତାମିଲନାଡ଼ୁ ଭେଲୋର ଅଞ୍ଚଳର କ୍ରିଷ୍ଣା ଗଣେଶ(୨୬) ଓ କ୍ରିଷ୍ଣା ଅନ୍ଥୁରଗାନ୍‌(୩୩)। ପୁଲିସ ସେମାନଙ୍କଠାରୁ ୨୭ଟି ମୋବାଇଲ୍ ଫୋନ୍‌, ଗୋଟିଏ ଲାପ୍‌ଟପ୍‌, ଡିଏସ୍‌ଏଲ୍‌ଆର୍ କ୍ୟାମେରା, ଟ୍ରାଇପଡ୍‌, ମୂକ ଓ ବଧିର ପ୍ରମାଣପତ୍ର ଜବତ କରିଛି।ଏମାନେ ନକଲି ମୂକ, ବଧିର ହିସାବରେ ବୁଲି ବୁଲି ଭିକ ମାଗିବା ଆଳରେ ନିଛାଟିଆ ଘର ଉପରେ ନଜର ରଖୂଥିଲେ ।ପରବର୍ତି ସମୟରେ ଘରେ ପଶି କଳାକନା ବୁଲାଉଥିଲେ […]

ଫାଣ୍ଡିରୁ ଦୁଇ ଅଭିଯୁକ୍ତ ଫେରାର

ସଇଁତଲା , ୨୮/୪(ଏସଏସନିଉଜ) ଗତ ରାତିରୁ ଏହିଥାନା ଅନ୍ତର୍ଗତ ବଡ଼ମାଲ ଫାଣ୍ଡିରୁ ଦୁଇ ଅଭିଯୁକ୍ତ ଫେରାର ହୋଇଥିବାର ଜଣାପଡିଛି । ଦୁଇ ଯୁବକକୁ ପୁଲିସ ଗତ ଦୁଇ ଦିନ ହେଲା ବଡ଼ମାଲ ଫାଣ୍ଡିରେ ଅଟକ ରଖିଥିଲେ। ଗତ ବିଳମ୍ୱିତ ରାତିରେ ଏହି ଯୁବକ ଫାଣ୍ଡିରେ ଖାଇ ହାତ ଧୋଇବାକୁ ଗଲାବେଳେ ଫେରାର ହୋଇଯାଇଥିଲେ।ଗତ ୧୮ତାରିଖରେ ବିନ୍ଧନବାହାଳି ମଦ ଭାଟିରୁ କିଛି ବ୍ୟକ୍ତି ଭାଟି ମ୍ୟାନେଜରଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ସଇଁତଲା ଥାନାରେ ଅଭିଯୋଗ […]

କେବେ ଖୋଲିବ ସ୍କୁଲ?

ଭୁବନେଶ୍ୱର, ୨୮/୪(ଏସଏସନିଉଜ)ଏବେବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।ଏଥିପାଇଁ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଓ କଲେଜଗୁଡିକକୁ ବନ୍ଦ ରଖାଯାଇଛି । ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି ରହିଛି ।ତେବେ କେବେ ଖୋଲିବ ସ୍କୁଲ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ସେ କହିଛନ୍ତି ଯେ, ଆସନ୍ତେ ୧ କିମ୍ବା ୨ ତାରିଖ ବେଳକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ

କେନ୍ଦ୍ରାପଡ଼ା, ୨୮/୪(ଏସଏସନିଉଜ) ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ବାବୁ । ଲାଞ୍ଚ ନେଲା ବେଳେ କେନ୍ଦ୍ରାପଡ଼ା ସଦର ଥାନା ଏଏସଆଇ ପୃଥ୍ୱୀରାଜ ମିଶ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଏକ ମାମଲାର ରଫାଦଫା ପାଇଁ ଦଲାଲ ଜରିଆରେ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିବା ସହ ପୃଥ୍ୱୀରାଜଙ୍କ ସହ ଦଲାଲ ବ୍ରଜକିଶୋର ବେହେରା କୁ ଗିରଫ କରିଛି ଭିଜିଲାନ୍ସ ।

ପୁଣି ଭିଜିଲାନ୍ସ ପଞ୍ଝାରେ ଏଏସ୍‌ଆଇ

ମାଲକାନଗିରି,୨୮/୪(ଏସ ଏସ ନିଉଜ)ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଚଢ଼ାଉ ହୋଇଛି । ଭିଜିଲାନ୍ସ ପକ୍ଷରୁ ମାଲକାନଗିରି ସମେତ ଜୟଦାସଙ୍କ ବାସଭବନ,  ନବରଙ୍ଗପୁର ଓ କୋରାପୁଟରେ ଏହି ଚଢ଼ାଉ ଚାଲିଛି । କିଛିଦିନ ତଳେ ଜୟଦାସ ଖରା ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ।

୧୫ ମାସର ଶିଶୁକୁ ମାରି ବାପା ମା କଲେ ଆତ୍ମହତ୍ୟା

ଭୁବନେଶ୍ୱର,୨୮/୪(ଏସ ଏସ ନିଉଜ)୧୫ମାସର ଶିଶୁ କନ୍ୟାକୁ ହତ୍ୟା କରିବା ପରେ ରଶି ଲଗାଇ ଆତ୍ମହତ୍ୟା କରୁଛନ୍ତି ବାପା ମାଆ ।ଏହିଭଳି ଚାଞ୍ଚଲ୍ୟକର ଘଟଣା ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବରରେ ଘଟିଛି ।ଏକ ଭଡା ଘରର ବେଡରୁମର ସ୍କାଏଲାଇଟରେ ଝୁଲନ୍ତା ଅବସ୍ଥାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।ମୃତକ ହେଲେ ତୁଷାର ରାଜେନ୍ଦ୍ର ଜଗତପ, ପତ୍ନୀ ନେହା ତୂଷାର‌ ଜଗତପ, ଶିଶୁ କନ୍ୟା ଶିବନ୍ୟା । ଏମାନଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି ।ତୁଷାର […]

ଆଜିର ରାଶିଫଳ

ଅପ୍ରେଲ ମାସ ୨୮ ତାରିଖ ୨୦୨୨ମସିହା ଗୁରୁବାର, ବୈଶାଖ-କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ,ଧନୁ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର, ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ ୦୧/୧୬ ଗତେ ଘ୦୨/୫୪ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬ /୫୯ ମଧ୍ୟେ ଓ ଘ ୧୦/୧୨ ଗତେ ଘ୧୨/୩୬ ମଧ୍ୟେ, ବାଇଗଣ ଭକ୍ଷଣ ନିଷେଧ। ମେଷ👉 : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ […]