Browsing author

SATYA SANDHANA DESK

ଆଜିର ରାଶିଫଳ

ସୋମବାର୨୦୨୨ ମସିହା ଏପ୍ରିଲ ମାସ ୧୮ ତାରିଖ, ବୈଶାଖ ମାସ- କୃଷ୍ଣପକ୍ଷ, ତିଥି-ଦ୍ୱିତିଆ ,ମିଥୁନ ରାଶିର ଘାତବାର,ଦ୍ୱିତିଆର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । 🐮ବୃଷ👉ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା […]

ଆଜିର ରାଶିଫଳ

ବୈଶାଖ ବ୍ରତାରମ୍ଭ,(ରବିବାର)୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୧୭ ତାରିଖ,ବୈଶାଖ ମାସ- କୃଷ୍ଣପକ୍ଷ,ତିଥି-ପ୍ରତିପଦା ,ସୁର୍ୟୋଦୟ-ପ୍ରାତଃ ଘ୫/୩୦/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୩୨,ଅଦ୍ୟ ବିବାହ ଓ ପାଣିଗ୍ରାହଣ,ମେଷ ରାଶିର ଘାତବାର,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ। 🐮ବୃଷ👉ଆଜି […]

ଚାଲିଗଲା ଶ୍ୟାମାର ଜୀବନ

ବାରଙ୍ଗ,୧୬/୪(ଏସ ଏସ ନିଉଜ) ପ୍ରାଣୀଉଦ୍ୟାନ ନନ୍ଦନକାନନର ୨୯ ନଂ ଖୁଆଡ଼ରେ ରହୁଥିବା ସିଂହୀ ଶ୍ୟମାର ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି।ସିଂହୀ ଶ୍ୟାମା ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା।ବାୟସାଧିକ ଯୋଗୁଁ ତାର ବିଭିନ୍ନ ରୋଗଜନିତ ସମସ୍ୟା ଦେଖାଦେଇଥିଲା।କାନ,ଚମ ଲୋଚା ପଡ଼ିବା ସହ ଗୋଟିଏ ସ୍ଥାନରେ ପଡ଼ି ରହୁଥିଲା।ଖାଦ୍ୟପେୟ ମଧ୍ୟ ଛାଡ଼ି ଦେଇଥିଲା।ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଧେଶ କ୍ରମେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ତାର ଚିକିତ୍ସା ଜାରି ରହିଥିଲା।ଆଜି ଅପରାହ୍ନ ୩.୩୦ ସମୟରେ ଚିକିତ୍ସିତ ଅବସ୍ଥାରେ ତାର […]

ମେଣ୍ଢାସାଳରେ ଦୁଇଦିନିଆ ବିଷୁବ ଆସର

ବାରଙ୍ଗ,୧୬/୪ (ଡିଏନଏ) ମେଣ୍ଢାଶାଳ ଗ୍ରାମର ଯୁବ ଅନୁଷ୍ଠାନ ବାସୁଦେବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦୁଇଦିନିଆ ବିଷୁବ ଆସର ଅନୁଷ୍ଠିତ ହୋଇଯାଇଛି।ଗୁରୁବାର ରାତିରେ ଉଦଯାପନି ଉସ୍ତବରେ ମହେନ୍ଦ୍ର କୁମାର ପ୍ରଧାନଙ୍କ ପୌରହିତ୍ୟରେ ସରମ୍ପଚ କୌଶଲ୍ୟା ବଳିଆରସିଂହ,ସନ୍ତୋଷ କୁମାର ଜେନା ଅତିଥି ଭାବେ ଯୋଗଦାନ କରିଥିଲେ।ଏହିଅବସରରେ ଗ୍ରାମର ମୁରବି ପ୍ରଫୁଲକୁମାର ଶ୍ରୀଚନ୍ଦନ,ପଫୁଲ କୁମାର ପାତ୍ର,ଭାରତ ଭୁଶଣ ମହାରଣା ,ବାଙ୍କ ବିହାରୀ ଦାସ,ଭାସ୍କର ଚନ୍ଦ୍ର ସୁବୁଦ୍ଧି,ବିଜୟ ବଡ଼ଜେନା,ଭାରତ ଚନ୍ଦ୍ର ରାଉତରାୟ,ନିର୍ମଳ ବିଶ୍ୱାଳ,ଫାଣ୍ଡି ଅଧିକାରୀ ମାନାଶ ରଞ୍ଜନ ସାହୁ,ଖବରଦାତା ପଦ୍ମଚରଣ ବଡ଼ଜେନା ଙ୍କ […]

ଆଜିର ଦିନଟି କିପରି କାଟିବ ଜାଣନ୍ତୁ ଆଜିର ରାଶିଫଳ

ଚୈତ୍ର ପୂର୍ଣ୍ଣିମା ଓ ହିଙ୍ଗୁଳା ଯାତ୍ରା,(ଶନିବାର)୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୧୬ ତାରିଖ,ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ରା ଘ୧୨/୪୨ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା, ସୁର୍ୟୋଦୟ-ପ୍ରାତଃ ଘ୫/୩୧/ ୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧ /୦୪,ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର,ବୃଷ ରାଶି ର ଘାତଚନ୍ଦ୍ର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସ୍ତ୍ରୀ ତୈଳ ବର୍ଜନ , ମସ୍ୟ ,ମାଂସ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି […]

ଆଜିର ରାଶିଫଳ

ଅପ୍ରେଲ ମାସ ୧୫ ତାରିଖ ୨୦୨୨ମସିହା(ଶୁକ୍ରବାର)ଚୈତ୍ର-ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୦୨/୫୧ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା,ବୃଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବିଷ୍ଣୁ ଦମନ ଚତୁର୍ଦ୍ଦଶୀ,ବିରି ରାତ୍ରି ଘ ୦୨/୫୧ ଗତେ ଆମିଷ ଭକ୍ଷଣ ନିଷେଧ। 🐏ମେଷ👉ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ […]

ଆଜିର ରାଶିଫଳ

ମହାବିଷୁବ(ପଣା)ସଂକ୍ରାନ୍ତି,ରାଧାରମଣ ଦେବ ,ହନୁମାନ ଙ୍କ ଜୟନ୍ତୀ ଓ ଅନଙ୍ଗ ତ୍ରୟୋଦଶୀ,ଗୁରୁବାର୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୧୪ ତାରିଖ,ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ , ସୁର୍ୟୋଦୟ -ପ୍ରାତଃ ଘ୫/୩୨/୪୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୩୫,ମକର ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବାଇଗଣ ଭକ୍ଷଣ ନିଷେଧ,ଅମୃତ ବେଳା -ରାତ୍ରୀ ଘ୧/୧୨ ଗତେ ଘ୩/୩୬ ମଧ୍ୟେ, ମାହେନ୍ଦ୍ର ବେଳା- ଦିବା ଘ୭/୮ ମଧ୍ୟେ ଘ୧୦/୨୦ ଗତେ ଘ୧୨/୪୪ ମଧ୍ୟେ। […]

ଆଜିର ରାଶିଫଳ

ବୃହସ୍ପତି ଚଳନ ଓ ବର୍ଷ ଶେଷ,ବୁଧବାର୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୧୩ ତାରିଖ,ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ଦ୍ବାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୫/୩୪/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୦୧,ମକର ରାଶିର ଘାତବାର,କର୍କଟ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ଦ୍ବାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ଭକ୍ଷଣ ନିଷେଧ 🐏ମେଷ👉ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ […]

ମହାଙ୍ଗାରେ ଗଣହତ୍ୟା

କଟକ,୧୨/୪(ଏସଏସନିଉଜ)ଏକ ଅଭାବନୀୟ ଘଟଣା କ୍ରମେ କଟକ ଜିଲ୍ଲା ମହଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମ ରେ ଗୋଟିଏ ପରିବାରର ସମସ୍ତ ପାଞ୍ଚ ଜଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି।ମିଳିଥିବା ସୂଚନାରୁ ଜଣାପଡିଛି ଯେ,ଦୁଇ ଭାଇଙ୍କ ମଧ୍ୟରେ ଜମିବାଡ଼ି କୁ କେନ୍ଦ୍ର କରି ବାଦ ବିବାଦ ଲାଗି ରହିଥିଲା।ହତ୍ୟାକାଣ୍ଡ ର ପୂର୍ବରୁ ହତ୍ୟାକାରୀ ସାନ ଭାଇ ଶିବ ସାହୁ କୁ ବଡ ଭାଇ ଅଲେଖ ସାହୁ ଓ ତାର ପରିବାର ମିଳିମିଶି ମାଡ଼ ମାରିଥିଲେ।ଏଥିରେ ପ୍ରତିଶୋଧ ପରାୟଣ […]

ବର୍ଷେ ପୁରିବାକୁ ଦେଲେନି ନେଇଗଲେ ବିବେକର ଜୀବନ

ବାରଙ୍ଗ,୧୨/୪(ଏସଏସନିୟୁଜ)ଚାଲିଗଲା ବିବେକର ଜୀବନ ।ଆଉ ଗୋଟିଏ ଦିନ ପରେ ତାକୁ ବର୍ଷେ ଚାଲିଥାନ୍ତା ।କିନ୍ତୁ ବର୍ଷେ ନପୁରୁଣୁ ମଙ୍ଗଳବାର ଅପରାହ୍ନରେ ବିବେକ ନାମକ ସାଧାରଣବାଘଛୁଆର ମୃତ୍ୟୁ ଘଟିଛି ।ବିବେକ ହେଉଛି ନନ୍ଦନକାନନର ଅନ୍ୟତମ ଆକର୍ଷକ ସାଧରାଣରଙ୍ଗର ବାଘ ଛୁଆ ।ମା ମେଘା ଓ ବାପା ନନ୍ଦନ ଔରଷରୁ ଗତ ୧୪ଅପ୍ରିଲ୨୦୨୧ରେ ଜନ୍ମଗ୍ରହଣ କରି ୩୧ନଂ ଏନ୍‌କ୍ଲୋଜରରେ ରହିଥିଲା ।ଗତ ତିନିଦିନ ତଳେ ଛୋଟେଇଛୋଟେଇ ଚାଲୁଥିବାର ଦାୟିତ୍ୱରେ ଥିବା କର୍ମଚାରୀ ଆସି ଡାକ୍ତରମାନଙ୍କୁ ସୁଚନା ଦେଇଥିଲେ ।ସୁଚନା ପାଇ […]