Browsing author

SATYA SANDHANA DESK

ଜାଗା ଦେଖିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର,୧୨/୪(ଏସଏସନିଉଜ)ରାଜଧାନୀର ଭୁବନେଶ୍ୱରର ପଳାଶୁଣିରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଜାଗା ପରିଦର୍ଶନ କରିବାସହ ଜାତୀୟ ରାଜପଥ ପ୍ରାଥିକରଣ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରାୟ ୨ କୋଟି ଟଙ୍କା ବ୍ୟୟବରାଦରେ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବ ।ପ୍ରାୟ ଦୁର୍ଗାପୁଜାବେଳକୁ ଫୁଟ୍ ଓଭରବ୍ରିଜ କାର୍ଯ୍ୟ ସରିଯାଇଥିବାବେଲି ଜଣାପଡିଛି ।

ପୁଣି ଓମ୍‌ଫେଡର ଛଟେଇ କର୍ମଚାରୀଙ୍କ ଧାରଣା

ବାରଙ୍ଗ,୧୨/୪(ଏସଏସନିଉଜ) ଗତ କିଛି ମାସ ଧରି ବାରଙ୍ଗ ବ୍ଲକ୍ ରାମଦାସପୁର ପଂଚାୟତର ଅରିଲୋ ଗ୍ରାମ ନିକଟରେ ହୋଇଥିବା ରାଜ୍ୟର ସର୍ବବୃହତ ଅତ୍ୟାଧୁନିକ ଓମ୍‌ଫେଡ ଡାଇରୀ ପ୍ଲାଂଟରେ ଶ୍ରମିକ ଅଶାନ୍ତି ଦେଖାଦେଇଛି ।ନୁଆକରି ହୋଇଥିବା ଓମ୍‌ଫେଡ ଡାଇରୀ ପ୍ଲାଂଟରେ ଭୂବନେଶ୍ୱର ସ୍ଥିତ ଓମ୍‌ଫେଡ ଡାଇରୀ ପ୍ଲାଂଟର କିଛି ପୁରୁଣା କର୍ମଚାରୀ ଓ ଏମାନଙ୍କ ସହିତ ସ୍ଥାନୀୟ ଅଂଚଳର କିଛି ଯୁବକ ଯୁବତୀ ମାନଙ୍କୁ ଏଠାରେ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ପରବର୍ତୀ ସମୟରେ କେତେକ ଯୁବକ […]

ଡାକ୍ତରଖାନା ସଫାକଲେ ଲୋକପ୍ରତିନିଧି

ବାରଙ୍ଗ,୧୨/୪(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମପଂଚୟତର ସରମ୍ପଚ କୌଶଲ୍ୟା ବଳିଆରସିଂହ ଙ୍କ ନେତୃତ୍ୱରେ ମେଣ୍ଢାଶାଳ ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ପରିସରକୁ ସଫେଇ କରାଯାଇଛିା ସ୍ୱାସ୍ତ୍ୟକେନ୍ଦ୍ର କୁ ପରିସ୍କାର ପରିଛନ ରଖିବାପାଇଁ ଏହି ସଚେତନତା ସୃଷ୍ଟି କରାଯାଇଥିଲା ।ମୁଖ୍ୟ ଚିକିତ୍ସା ଅଧିକାରୀ ମୋହନ ହେମ୍ରମ ,ବିପିଓ ମନଦର୍ଶନୀ ମିଶ୍ର,ଗିରିଜାପ୍ରସାଦସାହୁ, ବିଶ୍ୱଜିତଦାଶ ,ବସୁଦେବସାହୁ,ବିଜୟବେହେରା,ନଳିନୀ ନାୟକଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ମାନେ ଯୋଗଦେଇ ସଫେଇ କରିଥିଲେ। ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସରମ୍ପଚ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ ।ଡାକ୍ତରଖାନା ତରଫରୁ […]

ମାଡିଗଲା ଟ୍ରେନ

ଭୁବନେଶ୍ୱର,୧୨/୪(ଏସ ଏସ ନିଉଜ) ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ବଥୁୱା ନିକଟରେ କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଶ୍ରୀକାକୁଲମ ବଟୁୱା ରେଲୱ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଲୋକଙ୍କ ଉପରେ ମାଡି ଯାଇଥିଲା ।ଏଥିରେ ଅନେକ ଆହତ ହୋଇଥିବା ବେଳେ ଦୁର୍ଘଟଣାରେ ୫ ମୃତକଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ମିଳିଛି ।୨ ଜଣ ଆସାମର ହୋଇଥିବା ବେଳେ ଓ ଜଣେ ଓଡ଼ିଶାର ଗଂଜାମ ଅନ୍ତର୍ଗତ […]

ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି,୧୨/୪(ଏସ ଏସ ନିଉଜ)କୋରୁକୋଣ୍ଡା – ପେଦାବାଇଲୁ ଏରିଆ କମିଟି ସଦସ୍ୟ ତଥା ଦୁର୍ଦ୍ଦାନ୍ତ ମାଓବାଦୀ ସାଗର ଓରଫ ଭନ୍ତାଲା ରାଜୁ ମାଲକାନଗିରି ଏସପି ଓ ବିଏସଏଫ ଡିଆଇଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ।୨୦୧୬ ମସିହା ଠାରୁ ଇଷ୍ଟ ବିଶାଖା ଡିଭିଜନ ରେ ସକ୍ରୀୟ ରହି ସ୍ୱାଭିମାନ ଅଂଚଳରେ ବହୁ ହିଂସାକାଣ୍ଡ ଘଟାଇଥିଲା ସାଗର ଓରଫ ଭନ୍ତାଲା । ସାଗରଙ୍କ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଥିବା ସହ ଓଡିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାଇ ତାଙ୍କୁ […]

ଜିଲ୍ଲାପାଳ ପଢ଼ାଇଲେ ପାଠ

ମାଲକାନଗିରି,୧୨/୪(ଏସ ଏସ ନିଉଜ)ସ୍ବାଭିମାନ ଅଞ୍ଚଳରେ ପାଠ ପଢାଇଲେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ।ଜିଲ୍ଲାପାଳ ଯନ୍ତାପାଇ, ଟୋଟାଗୁଡ଼ା, ବିଦରପକନା ଓ ହନ୍ତାଳଗୁଡ଼ାକୁ ଗସ୍ତ ସମୟରେ ଅଙ୍ଗନବାଡ଼ିର ସ୍ଥିତି ପରଖିଥିଲେ।ଏହିସମୟରେ  ପିଲାଙ୍କ ଖାଦ୍ୟ ଓ ପାଠପଢ଼ାର ସ୍ଥିତି ଜିଲ୍ଲାପାଳ ପରଖିଥିଲେ।

ତାରାତାରିଣୀପୀଠରେ5Tସଚିବ

ଭୁବନେଶ୍ୱର,୧୨/୪(ଏସ ଏସ ନିଉଜ)ଚୈତ୍ର ଶେଷ ମଙ୍ଗଳବାର ରେ ତାରାତାରିଣୀ ପୀଠରେ ଚାଲିଛି ଚୈତ୍ରଯାତ୍ରା ।ଏହାକୁ ଦେଖିବା ପାଇଁ ବହୁ ଭକ୍ତମାନଙ୍କର ସମାଗମ ହୋଇଛି ।ଏହାରି ଭିତରେ ଚୈତ୍ର ଶେଷ ମଙ୍ଗଳବାରରେ ଗଞ୍ଜାମର ମା ତାରାତାରିଣୀ ପୀଠରେ ଦର୍ଶନ କଲେ ୫ଟି ସଚିବ ଭି.କେ ପଣ୍ଡିଆନ୍ ।ଏହାସହ ମନ୍ଦିରର ଉନ୍ନୟନମୂଳକ କାମର ମଧ୍ୟ ସ୍ଥିତି ବୁଲି ଦେଖିଥିଲେ ।

ତୃତୀୟ ମୃତଦେହ ଉଦ୍ଧାର

କଟକ,୧୨/୪(ଏସ ଏସ ନିଉଜ)ମହାନଦୀର ଯୋବ୍ରା ନିକଟରେ ୩ ଜଣ ବୁଡ଼ିଯିବା ଘଟଣାରେ ଆଜି ତୃତୀୟ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ୍ ।ଏମ୍.ଡି ସାଦିକ୍‌ଙ୍କ ମୃତଦେହ ଗୁରୁଦ୍ୱାର ନିକଟରୁ ଉଦ୍ଧାର କରାଯାଇଛି। ରବିବାର ୩ ସାଙ୍ଗ ଗାଧୋଇବାକୁ ‌ଆସି ମହାନଦୀରେ ବୁଡ଼ି ଯାଇଥିଲେ ।

ମଧୁପୁରରେ ଆରମ୍ଭ ହେଲା ବହିପୁଜା

ବାରଙ୍ଗ,୧୧/୪(ଏସଏସନିଉଜ) ପରମ୍ପରାକୁ ବଞ୍ଚାଇ ରଖିଥିବା ଗାଁ ହେଉଛି ମଧୁପୁର।ଗ୍ରାମର ଯୁବକମାନେ ଏକାଠି ହୋଇ କାହିଁ କେଉଁକାଳରୁ ଶ୍ରୀ ଶ୍ରୀ ସୀତାକାନ୍ତ ରାମଲୀଳା ସମିତି ଗଠନ କରିଛନ୍ତି।ଏହି ସମିତିର ସଦସ୍ୟମାନେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଉପରେ ଆଧାରିତ କଥାବସ୍ତୁକୁ ନେଇ ରାମଲୀଳା କରିଥାନ୍ତି ।ଏଥି ପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ କରିଥାନ୍ତି ।କର୍ମମୟ ଜୀବନ ଜଞ୍ଜାଳ ଭିତରେ ସମୟ ବାହାରକରି ପ୍ରଭୁଙ୍କ କଥାକୁ ସାଧାରଣରେ ପରିପ୍ରକାଶ କରି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଲକ୍ଷରେ ଆଗେଇଛନ୍ତି ମଧୁପୁର ଗ୍ରାମରଯୁବକମାନେ।ରାମନବମୀ […]

ଆରମ୍ଭ ହେଲା ପାଣିତୋଳା,ଚାଲିବେ ଝାମୁ

ବାରଙ୍ଗ,୧୧/୪(ଏସଏସନିଉଜ) ମହାବିଷୁବ ସଂକ୍ରାତି ରେ ବିଭିର୍ଣ ସ୍ଥାନରେ ଅଘୋର ତପ,ଝାମୁଚଲା ,ଦଣ୍ଡଯାତ୍ରା ହୋଇଥାଏ।ଏହି ଯାତ୍ରାର ଶୁଭାରମ୍ଭ ପାଇଁ ମେଣ୍ଢାଶାଳ ଗ୍ରାମରେ ପାଣିତୋଳା ଉସ୍ତଵ ଅନୁଷ୍ଠିତ ହୋଇଯାଇଛି।ଯାତ୍ରା ପୂର୍ବରୁ ଦଣ୍ଡୁଆମାନେ ୭ଦିନ ପୂର୍ବରୁ ବିଳମ୍ବିତ ରାତିରେ ସ୍ନାନାଦି କାର‌୍ୟ୍ୟ ସମାପନ ପରେ ବ୍ରତ ଧାରଣ କରି ଏହି ଯାତ୍ରାରେ ମିସିଥାନ୍ତି।ସେହିଦିନଠାରୁ ଗୃହରୁ ଅଲଗା ରହି ଶିବିମନ୍ଦିରରେ ରହି ବିଷୁବ ସଂକ୍ରାନ୍ତି ପରେ ଘରକୁ ପ୍ରତ୍ୟବର୍ତନ କରିଥାନ୍ତି ।ପାଟୁଆମାନେ ଦଣ୍ଡଧାରୀ ଚଢ଼େୟା ନାଚ ପଦର୍ଶନ କରି ଘରକୁ ଘର ଯାଇ […]