Browsing author

SATYA SANDHANA DESK

ବାଇକ ସହ ମୋବାଇଲ ଲୁଟେରା ଗିରଫ

ବାରଙ୍ଗ ୧୧/୪(ଏସଏସନିଉଜ) ବାରଙ୍ଗ ଥାନା ପୋଲିସ ରବିବାର ରାତ୍ରିରେ ଦୁଇ ଜଣମୋବାଇଲ ଲୁଟେରା ଗିରଫ କରିବା ସହିତ ଗୋଟିଏ ବାଇକ ଓ୧୨ଟି ମୋବାଇଲଫୋନ ଜବତ କରିଛି । ଗିରଫ ଲୁଟେରା ହେଲେ ଅନୁଗୁଳ ଜିଲ୍ଲା କଣିହା ଅଂଚଳର ପାପୁନ ସାହୁ (୨୩) ଓରଫ ପପୁ ଏବଂ ତାଳଚେର ଅଂଚଳର ସୌରଭ ସିଂ(୨୧) ।ଗତଶନିବାରଦିନ ରଘୁନାଥପୁର ଜଳିର ତାରିଣି ମନ୍ଦିର ପାଖରେ ରହୁଥିବା ଗଙ୍ଗାଧର ଲେଙ୍କା ନାମକ ବ୍ୟକ୍ତି ଦିହିପହରରେ କଟକ ଯାଉଥିଲେ ।ସେ ଫୁଲପୋଖରୀ ଗାଁପାଖରେ ପହଁଚିଥିବାବେଳେ […]

ଆଉ ଏକ ମୃତଦେହ ଉଦ୍ଧାର

କଟକ,୧୧/୪(ଏସଏସନିଉଜ) ମହାନଦୀରେ ଗାଧୋଇବା ବେଳେ ନିଖୋଜ ୨ ନାବାଳକଙ୍କୁ ଠାବ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଆଜି ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଗତକାଲି ଗାଧୋଇବା ବେଳେ ଯୋବ୍ରା ନିକଟ ମହାନଦୀରେ ୩ ଜଣ ବୁଡ଼ି ଯାଇଥିଲୋସେଥିମଧ୍ୟରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଜଣେ ନାବାଳକରଏସସିବିରେ ମୃତ୍ୟୁ ହୋଇଥିଲା । ନିଖୋଜ ଥିବା ଅନ୍ୟ ୨ ଜଣଙ୍କୁ ଉଦ୍ଧାର ପାଇଁ ଆଜି ସର୍ଚ୍ଚ ଅପରେସନ୍ ଆରମ୍ଭ. କରାଯାଇଥିଲା ।ସେଥିମଧ୍ୟରୁ ଆଉଗୋଟି ମୃତଦେହକୁ ଉଦ୍ଧାର […]

ରାଜଧାନୀରେ ବିଳମ୍ବିତ ରାତିରେ ମର୍ଡର

ଭୁବନେଶ୍ୱର,୧୧/୪(ଏସଏସନିଉଜ)ରାଜଧାନୀ ଭୁବନେଶ୍ୱରରେ ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନଙ୍କ ଛୁରାମାଡରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ପତ୍ନୀ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସୋମବାର ସକାଳୁ ଖାରବେଳନଗର ଥାନା ଲୋୟର ପିଏମଜି ଛକ ନିକଟରେ ଥିବା ଏକ ଏଟିଏମ ସାମ୍ନାରେ ଜଣେ ବ୍ୟକ୍ତିର କ୍ଷତାକ୍ତ ମୃତଦେହ ପଡିଥିବା ବେଳେ ସ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଦେଖି ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ ।ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି […]

ଝିଅର ଶବ ବୋହିଲେ ବାପା

ମାଲକାନଗିରି,୧୧/୪(ଏସଏସନିଉଜ) ଏହି ବ୍ଲକ୍ ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ତୋଙ୍ଗଗୁଡ଼ା ଗାଁର ଇର୍ମା ମାଢ଼ିଙ୍କ ୪ବର୍ଷର ଝିଅ ରଶ୍ମି ମାଢ଼ି ଗତକାଲି ଗୁରୁତର ଅସୁସ୍ଥ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଡାକ୍ତରମାନେ ପରୀକ୍ଷାନିରିକ୍ଷା ପରେ ରକ୍ତହୀନତା ଅସୁସ୍ଥାତତର କାରଣ ହୋଇଥିବାରୁ ଝିଅକୁ ରକ୍ତଯୋଗଡକରିବାକୁ ଇର୍ମାକୁ ଡାକ୍ତରମାନେ ପରାମର୍ଶ ଦେଇଥଲେ ।କିନ୍ତୁ ରକ୍ତ ଯୋଗାଡ ନହେବା କାରଣରୁ ଝିଅର ଜୀବନ ଡାକ୍ତରଖାନାରେ ଚାଲିଯାଇଥିଲା ।ଗୋଟେପଟେ ଅର୍ଥର ଅଭାବ ଓ ଅନ୍ୟପଟେ ପରିଚିତ ଲୋକନଥିବାରୁ ଝିଅର […]

ବାପାକୁ ଟେକିନେଲା ପୁଲିସ

କଟକ,୧୧/୪(ଏସଏସନିଉଜ)ଜନ୍ମ କଲା ବାପା ଶେଷରେ ସାଜିଲା ପିଶାଚ । ନିଜର କାମବାସନାକୁ ଚରିତାର୍ଥ କରାଇବାପାଇଁ ନିଜ ଝିଅକୁ ଧର୍ଷଣ କରିବାକୁ ପଛାଇନଥିଲା ।ଦିନେକି ଦୁଇଦିନ ନୁହେଁ ୧ମାସ ଧରି ଦୁଷ୍କର୍ମ କରିଥିବାର ଝିଅ ବାଦାମବାଡ଼ି ଥାନାରେ ଅଭିଯୋଗ କରିଛନ୍ତି ।ଏହି ଲଜ୍ଜାଜନକ ଘଟଣା ବାଦାମବାଡ଼ି ଥାନା ଶଙ୍କରପୁର ମଙ୍ଗଳାଲେନ୍ ରେ ଘଟିଛି ।ପୋଲିସ ପିଡିତାର ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିବା ସହ ପିଡିତା ଓ ତାର ୨ ବର୍ଷୀୟ ସାନ ଭଉଣୀକୁ ବି ପୁଲିସ ଉଦ୍ଧାର […]

ଆଜିର ଅନୁଚିନ୍ତା

‼️ସୁପ୍ରଭାତମ୍ ‼️ ୨୦୨୨ ମସିହା ଏପ୍ରିଲ ମାସ ୧୧ ତାରିଖ (ସୋମବାର) ସତର ପଥ ବହୁତ କଠିନ….ଧର୍ମକୁ ରକ୍ଷା କରୁଥିବା ମନୁଷ୍ୟ ବହୁତ ସମସ୍ୟାର ସମୁଖୀନ ହୁଏ….ତଥାପି ସେଇ ବ୍ୟକ୍ତି ଭଗବାନଙ୍କର ବହୁତ ପ୍ରିୟ ଏବଂ ଭଗବାନ ତାଙ୍କରି ହୃଦୟରେ ଥାନ୍ତି. 🪔 ଅତୀତ କୁ କେବେବି ଫେରେଇ ହୁଏ ନାହିଁ କି ଭବିଷ୍ୟତକୁ କେବେବି ପୂର୍ବାନୁମାନ କରି ହୁଏ ନାହିଁ ତଥାପି ଏ ମଣିଷ ବଞ୍ଚିରହି ପ୍ରତ୍ୟେକ ମୁହୂର୍ତ୍ତରେ ଖୁସି ଚାହିଁଥାଏ,ବୋଧହୁଏ ଏହା ହିଁ ଜୀବନ […]

ଆଜିର ରାଶିଫଳ

ଅପ୍ରେଲ ମାସ ୧୧ ତାରିଖ ୨୦୨୨ ମସିହା (ସୋମବାର) ଚୈତ୍ର-ଶୁକ୍ଳପକ୍ଷ,ତିଥି- ଦଶମୀ ରାତ୍ରି ଘ ୦୪/୪୦ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୫୯,ମିଥୁନ ରାଶିର ଘାତବାର, ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳ। – ଦିବା ଘପ୦୭/୦୯ ମଧ୍ୟେ ଓ ଘ୧୦/୪୪ ଗତେ ଘ୧୨/୫୦ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ ଘ୦୬/୨୬ ମଧ୍ୟେ ଓ ଘ୦୪/୩୦ ଗତେ ଘ୦୪/୫୦ ମଧ୍ୟେ , କଳମଶ।ଗ ରାତ୍ରି ଘ ୦୪/୪୨ ଗତେ ଶିମ୍ବ […]

ଆଜିର ରାଶିଫଳ

ଶ୍ରୀ ରାମ ନବମୀ ଓ ବାସନ୍ତିକ ଶ୍ରୀ ଦୁର୍ଗାଦେବ୍ୟା ମହାନବମୀ, ରବିବାର୨୦୨୨ ମସିହା ଏପ୍ରିଲ ମାସ ୧୦ ତାରିଖ,ଚୈତ୍ର ମାସ- ଶୁକ୍ଳପକ୍ଷତିଥି- ନବମୀ ,ମେଷ ରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଲାଉଭକ୍ଷଣ ନିଷେଧ। 🐏ମେଷ👉ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ […]

ବିଏମସିର ଡେପୁଟି ମେୟର ହେଲେ ମଞ୍ଜୁଲତା

ଭୁବନେଶ୍ୱର,୯/୪(ଏସଏସନିଉଜ)ବିଏମସିର ଡେପୁଟି ମେୟର ହେଲେ ୨୨ ନମ୍ବର ୱାର୍ଡର କର୍ପୋରେଟର ମଞ୍ଜୁଲତା ।ତେବେ ଏକମାତ୍ର ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯାଇନଥିଲା । ଶେଷରେ ମଞ୍ଜୁଲତା ଡେପୁଟି ମେୟର ଭାବରେ ନିର୍ବାଚିତ ହୋଇଥିଲେ

ଅଟକିଲା ରୁକୁଣା ରଥ

ଭୁବନେଶ୍ୱର,୯/୪(ଏସଏସନିଉଜ) ନିର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ରୁକୁଣା ରଥଟଣା ଆରମ୍ଭ ହୋଇଥିଲା । ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ତିନିମୁଣ୍ଡିଆ ଛକ ନିକଟରେ ଅଟକିଛି । ସୂର‌୍ୟ୍ୟାସ୍ତ ହୋଇଯିବାରୁ ରଥ ଟଣା ବନ୍ଦ ରଖାଯାଇଛି । ରବିବାର ସକାଳେ ନୀତିକାନ୍ତି ପରେ ପୁଣି ଥରେ ରଥ ଟଣାଯିବ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ  ଆୟୋଜିତ ରୁକୁଣା ରଥଯାତ୍ରା ପାଇଁ କମିଶନରେଟ୍ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିଲା ।