ଆଜି ହେବ ତାରିଖ ଘୋଷଣା
ଭୁବନେଶ୍ୱର,୧୧/୧(ଏସଏସନିୟୁଜ) ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବା ସମ୍ଭାବନା ରହିଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ ଆୟୋଗର ପ୍ରେସମିଟ୍ ଡାକିଛନ୍ତି ।
Browsing author
ଭୁବନେଶ୍ୱର,୧୧/୧(ଏସଏସନିୟୁଜ) ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବା ସମ୍ଭାବନା ରହିଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ ଆୟୋଗର ପ୍ରେସମିଟ୍ ଡାକିଛନ୍ତି ।
ଭୁବନେଶ୍ୱର,୧୧/୧(ଏସଏସନିୟୁଜ)ଗତ ୨୪ ଘଣ୍ଟାରେ ରାଜ୍ୟରେ ୭ହଜାର ୭୧ ହଜାର ୭୧ ନୂଆ କରୋନାଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪ହଜାର ୧୨୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ହଜାର ୯୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଏମାନଙ୍କମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗର ୭୦୭ ଜଣ ରହିଛନ୍ତି ।
ବାରଙ୍ଗ,୧୦/୧(ଏସ ଏସ ନିଉଜ)ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଝିଙ୍କରଡିହ ନଦୀବନ୍ଧ ରାସ୍ତାରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ।ଟଙ୍କା ଲୁଟ ଉଦ୍ୟମ ବିଫଳ ହେବାରୁ ଦୁର୍ବୃତ୍ତ ମାନେ ଟଙ୍କା ରଖାଯାଇଥିବା ସ୍କୁଟିକୁ ଲୁଟିନେଇଛନ୍ତି।ଲୁଟ ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କଟକରେ ରହୁଥିବା ନହରକଣ୍ଟା ଗ୍ରାମର ସୌମ୍ୟକାନ୍ତ ନନ୍ଦ।ଏନେଇ ସୌମ୍ୟକାନ୍ତ ସୋମବାର ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି।ସୌମ୍ୟକାନ୍ତଙ୍କ ଅଭିଯୋଗ ମୁତାବକ ସୋମବାର ଦିନ ତାଙ୍କ ପତ୍ନୀ କଟକ […]
ମାଲକାନଗିରି ,୧୦/୧(ଏସଏସନିୟୁଜ) କୋରକୋଣ୍ଡା ବ୍ଲକର ପିତାକଟା ମଣ୍ଡିରେ ଚଢଉକରି ଜିଲ୍ଲା ଯୋଗାଣ ବିଭାଗ ୮୩ କ୍ବିଣ୍ଟାଲ ଧାନକୁ ଜବତ କରି କୋରକୋଣ୍ଡାର ଏକ ଧାନ ମିଲକୁ ପଠାଇଛି । ୬୫ ମଣ୍ଡିରେ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକାରୀ ହେବାସହ ଦଲାଲମୁକ୍ତ କରିବାପାଇଁ ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । କୋରକୋଣ୍ଡା ବ୍ଲକର ପିତାକଟା ମଣ୍ଡିରେ ଇର୍ମା ପଡିଆମି ନାମକ ଚାଷୀ ୬୩.୯୧ କ୍ବିଣ୍ଟାଲ ଧାନ ଓ ଏନ.ଧାରବତ ନାମକ ବ୍ୟକ୍ତି ୧୯.୯୭ […]
ଭଦ୍ରକ, ୧୦/୧(ଏସଏସନିୟୁଜ) ରବିବାର ବିଳମ୍ବିତ ରାତିରେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାନ୍ଦପୁର ପଞ୍ଚାୟତର ବାଙ୍କମୁଆଁ ଗାଁରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛି।ରୁଗା ମାଝି ସପରିବାରେ ଶୋଇଥିବାବେଳେ ଅଚାନକନିଆଁ ଲାଗି ଘରର ସମସ୍ତ ଆସବାପତ୍ର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି।ସୈାଭାଗ୍ୟବଶତ ପରିବାରଲୋକ ଅଳ୍ପକେ ବର୍ତ୍ତିଯାଇଥିଲେ । ଖବରପାଇ ଅଗ୍ନିଶମ ଗାଡି ପହଁଞ୍ଚିବା ପୂର୍ବରୁ ଘରସମ୍ପୁର୍ଣ ପୋଡିଯାଇଥିଲା ।ସୋମବାର ସକାଳେଆରଡି ରାଜସ୍ୱନିରିକ୍ଷକ ଘଟଣାସ୍ଥଳରେ ପହଁଚି ବିପନ୍ନଙ୍କୁ ଭେଟି […]
ରାଜନଗର , ୧୦/୧(ଏସଏସନିୟୁଜ)ଭିତରକନିକାରେ ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି ।ତେବେ ଏହି ଗଣନାରେ ଗତବର୍ଷଠାରୁ ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧିପାଇଛି ।ଗତବର୍ଷ ୧୭୬୮ଟି କୁମ୍ଭୀର ଗଣନା କରାଯାଇଥିବାବେଳେ ଚଳିତବର୍ଷ ଏହାବୃଦ୍ଧିପାଇ ୧୭୮୪ରେ ପହଁଚିଛି ।ଚତବର୍ଷଠାରୁ ଚଳିତବର୍ଷ ୧୬ଟି କୁମ୍ଭୀର ବୃଦ୍ଧି ପାଇଥିବାର ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର, ୧୦/୧(ଏସଏସନିୟୁଜ)ସୋମବାର ଭରତପୁରରେ ସୁରେଖା ପଲେଇ ନାମକ ଯୁବତୀଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବତୀ ଜଣକ ତାରିଣୀ ବସ୍ତିରେ ରହୁଥିବା ବେଳେ ବ୍ରହ୍ମଗିରି ଅଂଚଳର ବୋଲି ଜଣାପଡ଼ିଛି ।ପୋଲିସ ମୃତଦେହ ନିକଟରୁ ୨ଟି ମୋବାଇଲ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।ଗତକାଲିରାତିରେ ଯୁବତୀଜଣଙ୍କ କିଛି ଯୁବକଙ୍କ ସହମିଶି ଭୋଜି କରିଥିଲେ । ଆଜି ନିକଟସ୍ଥ ଏକ ଘର ଭିତରୁ ତାଙ୍କ ମୃତ ଦେହ ଜବତ କରାଯାଇଛି । ପାରିପାଶ୍ୱିର୍କସ୍ଥିତିରୁ ଯୁବତୀଙ୍କୁ କେହି […]
ଭଦ୍ରକ, ୧୦/୧(ଏସଏସନିୟୁଜ) ଭଦ୍ରକ ଜିଲାର ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣା ଜାରିକରିଛି ଜିଲ୍ଲାପ୍ରଶାସନ ।କରୋନାସଂକ୍ରମିତଙ୍କ ସଂଖ୍ୟା ଯେଉଁଭଳିଭାବେ ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ପୀଠରେ ୧୪୪ଧାରା ଜାରି ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ସୂଚନା ଦିଆଯାଇଛି ।ଏହାସହ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଛି ।ଏହି କଟକଣା ରବିବାର ରାତି ଗୋଟାଏରୁ ଜାନୁଆରୀ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଲାଗୁକରାଯାଇଛି ।ସେହିପରି ପୀଠରେ କୌଣସି ମେଳା, ମହୋତ୍ସବ ଆଦି ଆୟୋଜନ ନ କରିବାକୁ […]
ବାରଙ୍ଗ, ୧୦/୧(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନର ଜନ୍ତୁ ବିଭାଗ କାର୍ଯ୍ୟାଳୟରେ କରୋନା ପଶିଛି।ଫଳରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଛାନିଆ ହୋଇପଡିଛନ୍ତି।ପଜିଟିଭି କର୍ମଚାରୀ ଜଣକ ହେଲେ ଜନ୍ତୁ ବିଭାଗର ଫରେଷ୍ଟର ଅରୁପ ରାଉତ।ଉଦ୍ୟାନର କିଏ କେତେବେଳେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ତାକୁ ନେଇ ଏବେ ଚିନ୍ତାବଢିଯାଇଛି।ବନପାଳ କରୋନା କିମ୍ବା ଓମିକ୍ରନ ତାହା ସ୍ପଷ୍ଟ ହୋଇନଥିବାବେଳେ ସେ ଆଶିଂକ ସଂକ୍ରମିତ ଚିହ୍ନଟ ହେବାପରେ ନନ୍ଦନକାନନ ନଆସି ଗୃହ ସଙ୍ଗରୋଧରେ ରହିବାସହ ଉଦ୍ୟାନର ସମସ୍ତ କର୍ମଚାରୀ ,ଅଧିକାରୀଙ୍କୁ ସତର୍କ ରହିବାକୁ ଉପନିର୍ଦେଶକ ଡ. […]
ଭୁବନେଶ୍ୱର ,୧୦/୧(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗା ଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ କାର୍ୟ୍ୟ ଆଗାମୀ ୨ ବର୍ଷରେ ଶେଷ ହେବ ଏବଂ ଏହାଦ୍ବାରା ସୁନ୍ଦରଗଡ ମ୍ୟୁନିସପାଲଟି, ସୁନ୍ଦରଗଡ ସଦର ବ୍ଲକ୍, ଲେଫ୍ରିପଡା, ବାଲିଶଂକରା ଓ ଟାଙ୍ଗରପାଲି ଆଦି ବ୍ଲକ୍ର ୪୭ ହଜାର […]