ନନ୍ଦନକାନନରେ ଲାଗିଲା ପର୍ଯ୍ୟଟକଙ୍କ ଭିଡ
ବାରଙ୍ଗ,୨୬/୧୨(ଏସଏସନିୟୁଜ)ବଡଦିନରେ କମ ରହିଥିବାବେଳେ ରବିବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଙ୍କ ଆଗମନ ହୋଇଛି। ନନ୍ଦନକାନନ ପରିସରରେ ସବୁଆଡେ ଲୋକାରଣ୍ୟରେ ପରିଣତ ହୋଇଥିଲା । ଚଳିତ ବର୍ଷ ଡିସେମ୍ବର ୨୬ ତାରିଖରେ ନନ୍ଦନକାନନକୁ ୨୮ହଜାର ୮୩ଜଣ ପର୍ଯ୍ୟଟକ ଆସିଥିଲେ।ସେମାନଙ୍କ ମଧ୍ୟରେ ଅଫଲାଇନରେ ୨୬ହଜାର ୮୯୮ ଜଣ ଓ ଅନଲାଇନରେ ୧ହଜାର ୧୮୫ଜଣ ପର୍ଯ୍ୟଟକ । ବଡଦିନ ଶନିବାର ପଡିଥିବାରୁ ନନ୍ଦନକାନନକୁ ରବିବାର ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ ବୋଲି ଜଣାପଡିଛି।ସେହିଭଳି ରାଜ୍ୟଉଭିଦ […]