ସତର୍କ କଲେ ରାଜ୍ୟସରକାର
➡️୧-କରୋନାର ନୂଆ ଭାରିଏଣ୍ଟକୁ ନେଇ ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇବା ପାଇଁ କଲେ ଅନୁରୋଧ । ➡️୨-କୋଣାର୍କ ରେ ୩୨ ତମ କୋଣାର୍କ ମହୋତ୍ସବ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗ ଦେଲେ ୬ ଶହ ପର୍ଯ୍ୟଟକ । ➡️୩-ବାତ୍ୟା “ଜୱାଦ୍” ପ୍ରସ୍ତୁତି ନିମନ୍ତେ ବସିଲା ମୁଖ୍ୟ […]