ଭିଜିଲାନ୍ସ ଜାଲରେ ଥାନା ବାବୁ

ବଲାଙ୍ଗୀର,୧/୧୨(ଏସଏସନିୟୁଜ) ବଙ୍ଗୋମୁଣ୍ଡା ପୁଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କୁ ଗତକାଲି ରାତିରେ ଭିଜିଲାନ୍ସ ଧରିଥିବାବେଳେ ଆଜି ତାଙ୍କ ଘରେ ଚଢ଼ାଉ କରିବାସହ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା ଜବତ କରିଥିବାର ଜଣାପଡିଛି । ଗତକାଲି ଥାନା ବାବୁ ଏକ ସ୍ବିଫ୍ଟ କାର୍‌ରେ ସମ୍ବଲପୁର ଯାଉଥିବାବେଳେ ବରାହଗୋଡ଼ାସ୍ଥିତ ଟୋଲ୍‌ଗେଟ୍ ପାଖରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରି ଗାଡିସିଟ୍ ତଳୁ ୨ଲକ୍ଷ ଟଙ୍କା ନଗଦ ଜବତ କରିଥିଲା ।

Comments (0)
Add Comment