Browsing author

SATYA SANDHANA DESK

ବୋହୁର ଆକ୍ରମଣରେ ଶଶୁର ଗୁରୁତର

ଆସିକା , ୨୭/୧୧(ଏସଏସନିୟୁଜ)ଗଞ୍ଜାମ ଜିଲ୍ଲା ଆସିକା ଥାନା ପାଣ୍ଡିଆପଥର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣାା ପାରିବାରିକ ଘଟଣାକୁ ନେଇ ବୋହୁର ଆକ୍ରମଣର ଶିକାର ହୋଇ ଶଶୁର ଆସିକା ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।ଗୁରୁତର ଶଶୁର ଜଣକ ହେଲେ ପାଣ୍ଡିଆପଥର ଗ୍ରାମର ବୃନ୍ଦାବନ ରଣା। ସୂଚନା ଅନୁସାରେ ଭଡା ଘରେ ରହୁଥିବା ବୃନ୍ଦାବନ ରଣା ନିଜ ଘରେ ରହୁଥିବା ବୋହୁ ପାଖକୁ ଯାଇଥିଲେ।ଘରେଥିବା ବୋହୁ ଝୁନୁ ରଣା ଓ ଝୁନୁଙ୍କ ଭେଣୋଇ ମିଶି ବୃନ୍ଦାବନ ଓ […]

୨୬ ଛାତ୍ରୀ କରୋନା ପଜିଟିଭ୍

ମୟୁରଭଞ୍ଜ, ୨୭/୧୧(ଏସଏସନିୟୁଜ) ମୟୁରଭଞ୍ଜ ଠାକୁରମୁଣ୍ଡା ବ୍ଲକ୍ ର ଚମକପୁର ଆଦିବାସୀ ବାଳିକା ସ୍କୁଲରୁ ଏହି ୨୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତ ହେବାର ଜଣାପଡିବାପରେ ଛାତ୍ରୀମାନଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖାଯିବା ସହ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯାଉଛି ।

ଠାବହେଲା ସେକ୍ସ ରାକେଟ୍,ଧରାହେଲେ ୩ ଯୁବତୀଙ୍କ ସହ ଗ୍ରାହକ

ଟିଟିଲାଗଡ଼ , ୨୭/୧୧(ଏସଏସନିୟୁଜ) ଶଗଡ଼ଘାଟ ସ୍ଥିତ ଦୈନିକ ବଜାର ନିକଟରେ ଚାଲିଥିଲା ସେକ୍ସ ରାକେଟ ଉପରେ ଅଚାନକ ପୋଲିସ ଚଢଉ କରିଥିଲା ।ଚଢଉ କରି ଆପତ୍ତିଜନକ ଅବସ୍ଥାରେ ୩ ଯୁବତୀଙ୍କ ସହ ୨ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।ସେମାନଙ୍କ ମଧ୍ୟରେ ଜଣେ ଗ୍ରାହକ ଓ ଜଣେ ଦଲାଲ ରହିଥିବାର ଜଣାପଡିଛି । ଯୁବତୀମାନେ ଭୁବନେଶ୍ୱର ଓ ବୌଦ୍ଧ ଅଞ୍ଚଳର ବୋଲି ଜଣାପଡିଛି ।

ପୋଲିସ ହାତରେ ଧରାପଡିଲେ ୪ ଧଳାଜହର ବେପାରୀ

ଖୋର୍ଦ୍ଧା,୨୭/୧୧(ଏସଏସନିୟୁଜ) ଧଳାଜହର ବିକ୍ରି ପାଇଁ ଡିଲ୍ ହେଉଥିବା ବେଳେ ବାଘମାରୀ ଥାନା ପୋଲିସ ମାଡ଼ି ବସିଲା ।ଏହାସହ ଘଟଣାସ୍ଥଳରୁ । ୪ ବେପାରୀଙ୍କୁ ଗିରଫ କରିବାସହ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାମୁଲ୍ୟର ୨୭ ଗ୍ରାମ ବ୍ରାଉନ ସୁଗର ଜବତ କରିବାରେ ସକ୍ଷମ ହୋଇଥିଲା । ପୋଡାଡିହ ଗ୍ରାମର ମା ମଙ୍ଗଳା ମନ୍ଦିର ନିକଟରେ ବ୍ରାଉନସୁଗର ବେପାର ହେଉଥିବାର ଖବର ପାଇ ପୋଲିସ ଅଚାନକ ଚଢଉ କରିଥିଲା । ଚିନ୍ମୟ କୁମାର ବାଡି ଓରଫ ଚିନୁ ,ଅଜୟ କୁମାର […]

ନନ୍ଦନକାନନରେ ନୁଆ ନିର୍ଦ୍ଦେଶକଙ୍କ ନୁଆ ନୀୟମ

ବାରଙ୍ଗ,୨୬/୧୧(ଡିଏନଏ) ସପ୍ତାହକୁ ଗୋଟେଦିନ ପ୍ରତି ସୋମବାରଦିନ ନନ୍ଦନକାନନ ବନ୍ଦ ରହୁଛି ।ଏହି ଦିନ ପଶୁପକ୍ଷୀମାନେ କୋଳାହଳରୁ ଦୁରେଇ ରହିବା ସହ ପରିସରର ଆନୁସଙ୍ଗିକ କାର୍ଯ୍ୟ କରିବାନିମନ୍ତେ ସୋମବାରଦିନ ନନଦନକନନକୁ ବନ୍ଦ ରଖାଯାଇଛି ।କେବଳ ଘରୋଇକରଣରେ ନେଇଥିବାଠିକାଦାର ଓ କର୍ମଚାରୀମାନଙ୍କ ସହ ଆବଶ୍ୟକତାଥିବା ନନ୍ଦଦନକାନନର କର୍ମଚାରୀମାନଙ୍କୁ ନନ୍ଦନକାନନ ମଧ୍ୟକୁ ଛଡାଯାଉଛି । କିନ୍ତୁ ଏଥିରେ ପରିବର୍ତନ ଆଣିବାକୁ ଯାଉଛନ୍ତି ନନ୍ଦନକାନନ କର୍ତୁପକ୍ଷ ।ନନ୍ଦନକାନନର ବିକାଶ ଓ ପଶୁପକ୍ଷୀମାନଙ୍କ ସୁରକ୍ଷାର ବୃହତର ସ୍ୱାର୍ଥକୁ କୁ ଆଖିଆଗରେ ରଖି ସବୁଦିନ ନନ୍ଦନକାନନ […]

ଉଦଯାପିତ ହେଲା ଜନ୍ତୁରକ୍ଷକ ପ୍ରଶିକ୍ଷଣ ଶିବିର

ବାରଙ୍ଗ,୨୬/୧୧(ଏସଏସନିୟୁଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଶୁକ୍ରବାରଦିନ ଜନ୍ତୁରକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‌ଯପିତ ହୋଇଯାଇଛି ।କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ନିର୍ଦ୍ଦେଶ ମୁତାବକ ୩ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ଦେଶର ୫ଟି ରାଜ୍ୟ ରୁ ୨୪ଟି ଚିଡ଼ିଆଖାନାର ଜନ୍ତୁ ରକ୍ଷକ ମାନଙ୍କୁ ଏଥିରେ ସାମିଲ କରାଯାଇଥିଲା । ଚିଡ଼ିଆଖାନାମାନଙ୍କରେ ରହୁଥିବା ବନ୍ୟପ୍ରାଣୀ ଓ ସରିସୃପମାନଙ୍କର ସଠିକ ରକ୍ଷଣାବେକ୍ଷଣ, ହିଂସ୍ର ଜନ୍ତୁ ମାନଙ୍କୁ ସୁରକ୍ଷିତ ସହ ଲାଳନ ପାଳନ କରିବା.ପରିଚାଳନା,ସରିସୃପମାନଙ୍କର ଏନକ୍ଲୋଜରରୁ ଅଣ୍ଡାସଂଗ୍ରହ କରି ପ୍ରାଥମିକତା ଭାବେ ଜତ୍ନନେବା ଆଦି […]

୧ରୁ ବଟାନିକାର୍ଲଗାର୍ଡେନରେ ବଣଭୋଜି

ବାରଙ୍ଗ,୨୬/୧୧(ଏସଏସନିୟୁଜ)କୋଭିଡ କଟକଣା ଭିତରେ ଚାଲିଛି ପର୍ଯ୍ୟ ଟନ ରୁତୁ ।ପର୍ଯ୍ୟଟକ  ମାନଙ୍କ ସଂଖ୍ୟା ମଧ୍ୟ ଧିରେଧିରେ ନନ୍ଦନକାନନ ଓ ବଟାନିକାର୍ଲ ଗାର୍ଡେନରେ ବଢିବାକୁ ଲାଗିଛି ।ଉଭୟପାର୍କ ଅଗଷ୍ଟ୩ତାରିଖରେ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି ।ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାପାଇଁ ନନ୍ଦନକାନନ ବହୁବିଧ ଯୋଜନାକୁ ହାତକୁ ନେଉଛି ।ଶିଶୁରେଳଗାଡିରେ ଅଚଳାବସ୍ତା ସିନା ଦେଖାଦେଇଛି କିନ୍ତୁ ନୁଆରୁପରେ ଶିଶୁରେଳଗାଡିକୁ ଲୋକାର୍ପଣ କରାଯାଇଛିି ।ନନ୍ଦନକାନନ ଖୋଲିବା ପରଠାରୁ ଏହାଭିତରେ ୫ଲକ୍ଷ ଟପିଲାଣି ପର୍ଯ୍ୟଟକମାନଙ୍କ ସଂଖ୍ୟା ।ବଟାନିକାର୍ଲଗାର୍ଡେନରେ ମଧ୍ୟ ପର୍ଯ୍ୟଟକମାନଙ୍କ ସଂଖ୍ୟା ଧିରେଧିରେ ବଢିବାକୁ ଲାଗିଛି […]

ପ୍ରଥମାଷ୍ଟମୀ ପରମ୍ପରା

➡️ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହା ଲୋକଭାଷାରେ ‘ପୋରୁହାଁ ଅଷ୍ଟମୀ’ ବା ‘ପୋଢ଼ୁଆଁ ଅଷ୍ଟମୀ’। କାରଣ, ‘ପୋରୁହାଁ’ ବା ‘ପୋଢ଼ୁଆଁ’ ହେଉଛି ‘ପ୍ରଥମା’ ଶବ୍ଦର ଅପଭ୍ରଂଶ। ଏହିଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ।କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’। ➡️ପାରମ୍ପରିକ ପ୍ରଥା ଅନୁସାରେ, ପ୍ରଥମାଷ୍ଟମୀ ଦିନ ଗୋଟିଏ ସ୍ଥାନକୁ ଲିପାପୋଛା କରି, ସେଠାରେ ଅରୁଆଚାଉଳ ବଟା ପିଠଉରେ କୋଠି କଟାଯାଏ। […]

ଆଜିର ରାଶିଫଳ

🙏🏻 ମାଁ ପରମେଶ୍ବରୀ ନମଃ🙏🏻 ସୌରମାସ-‌ ବିଛା ୧୨ ଦିନ,ମାସ- ମାର୍ଗଶୀର,ପକ୍ଷ-କୃଷ୍ଣ,ତିଥି- ଅଷ୍ଟମୀ,ଚନ୍ଦ୍ର ଶୁଦ୍ଧି- ବୃଷ ମିଥୁନ ସିଂହ କନ୍ୟା ତୁଳା ବିଛା କୁମ୍ଭ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର,ଅଷ୍ଟମୀ ର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନିଷିଦ୍ଧ ଖାଦ୍ୟ- ନଡ଼ିଆ ଭକ୍ଷଣ ନିଷେଧ। 👉🏿ମେଷ:ମାନମନାନ୍ତର👉🏿ବୃଷ: ଅନୁତାପ👉🏿ମିଥୁନ: ନିରାଶ୍ରୟ👉🏿 କର୍କଟ: କର୍ତ୍ତବ୍ୟ ପାଳନ👉🏿 ସିଂହ: ସଙ୍କଟ ବୃଦ୍ଧି👉🏿 କନ୍ୟା: ସୁଖସନ୍ତୋଷ👉🏿 ତୁଳା: […]

ଆଜିର ଅନୁଚିନ୍ତା

🦋ଅସୁବିଧା ସମୟରେ ପ୍ରକୃତ ସାଥି ଆମର ଅନ୍ତରଙ୍ଗ ବନ୍ଧୁ ହିଁ ହୋଇଥାଏ ହେଲେ ବନ୍ଧୁର ବନ୍ଧୁତ୍ୱର ଗଭୀରତା ତାର ସହଯୋଗ ଓ ତ୍ୟାଗରୁ ହିଁ ଜଣାପଡିଥାଏ । 🦋ଜୀବନର ରାସ୍ତାରେ ସେପର୍ଯ୍ୟନ୍ତ ଚାଲିବା ଛାଡ଼ନ୍ତୁ ନାହିଁ , ଯେପର୍ଯ୍ୟନ୍ତ ଆପଣ ଆପଣଙ୍କ ନିଦ୍ଧାରିତ ଲକ୍ଷ୍ୟ ସ୍ଥାଳରେ ନ ପହଞ୍ଚିଛନ୍ତି । 🦋ପ୍ରତ୍ୟକ ମନୁଷ୍ୟଙ୍କ ଜୀବନରେ ଅଯଥା ସନ୍ଦେହ ସବୁବେଳେ ବିଶ୍ୱାସଘାତକତାକୁ ନିମନ୍ତ୍ରଣ କରି ଆଣେ ତେଣୁ ଯଥା ସମ୍ଭବ ସେଥିରୁ ନିବୃତ ରୁହନ୍ତୁ। ➡️ବନ୍ଧ୍ୟାକି ଜାଣିଵ ପ୍ରସବ […]