Browsing author

SATYA SANDHANA DESK

ତହସିଲଦାରଙ୍କ ଗାଡ଼ିକୁ ଧକ୍କା

ଜଳେଶ୍ୱର,୨୫/୧୧(ଏସ ଏସ ନିଉଜ) ଜଳେଶ୍ୱର ଥାନା ଅନ୍ତର୍ଗତ ଶିଖରପୁର ପୋଲ ଉପରେ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରାକ୍ଟର ।ସୌଭାଗ୍ୟବସତ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତହସିଲଦାରଙ୍କ ସମେତ ଗାଡ଼ିରେ ଥିବା ୫ଜଣ କର୍ମଚାରୀ । ବାଲି ଚୋରା ଚାଲାଣ ହେଉଥିବାର ଖବର ପାଇ ତହସିଲଦାର ଓ ତାଙ୍କ ଟିମ ଚଢ଼ାଉ କରିବାକୁ ଯାଉଥିବାବେଳେ ଏହି ଘଟଣା ଘଟିଛି ।

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ବାରିପଦା୨୫/୧୧(ଏସଏସନିୟୁଜ) ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ କଟକ ଭିଜିଲାନ୍ସପକ୍ଷରୁ ଚଢ଼ାଉ କରାଯାଇଛି । ବାଲିଆପାଳ ପୈତୃକ ଘର,ଭଡାଘର ସମେତ ଏକକାଳିନ ଶେଳଶ୍ରୀବିହାର,କଳିଙ୍ଗବିହାର,ବାଲିଆପାଳ,ବାଲେଶ୍ୱର.ମୟୁରଭଞ, ସରକାରୀ କାର୍ଯ୍ୟାଳୟ ଆଦି ୧୧ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।

ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେତନଟି,୨୫/୧୧(ଏସଏସନିୟୁଜ) ଭୋଦୁଶୋ ଗାଁର କେନାଲ୍ ନିକଟରେ ଥିବା ଏକ ଗଛରୁ ଜଣେ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତକଦ୍ୱୟ ସମ୍ପର୍କରେ ସେମାନେ ଭାଇଭଉଣୀ ବୋଲି କୁହାଯାଉଛି । ବେତନଟି ଥନାପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

୨ମାସ ପୂରିଲାନି,ଚାଲିଗଲା ଚିଙ୍କାରା ହରିଣ ଜୀବନ

ବାରଙ୍ଗ,୨୪/୧୧(ଏସଏସନିୟୁଜ)ଆସିବାକୁ ଦୁଇମାସ ପୁରିଲାନାହିଁ ।ଚାଲିଗଲା ଚିଙ୍କାରା ହରିଣ ।ଆଣିଥିଲେ ନନ୍ଦନକାନନରେ ନୁଆପ୍ରଜାତି ସଂଖ୍ୟା ବୃଦ୍ଧିପାଇବ ।ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧିପାଇବ ।ରାଜସ୍ୱ ମଧ୍ୟ ସେହି ଅନୁପାତରେ ବୃଦ୍ଧି ହେବ ।କିନ୍ତୁ ଅଧିକାରୀମାନଙ୍କର ଦାୟିତ୍ୱହିନତା ଯୋଗୁ ଚାଲିଗଲା ଚିଙ୍କାରା ହରିଣର ଜୀବନ ।ମାରପିଟରେ ଗୋଟିଏ ଗୋଟିଏ ଅଣ୍ଡିରା ଚିଙ୍କାରା ହରିଣ ମୃତ୍ୟୁ ଘଟିଛି।ବୁଧବାରଦିନ ଏହି ଘଟଣା ନନ୍ଦନକାନନର ୩୬ନମ୍ବର(କ)ଖୁଆଡରେ ଘଟିଛି । ଦୀର୍ଘଦିନର ବ୍ୟବଧାନ ପରେ ଗତ ଅକ୍ଟୋବର ମାସ ୮ତାରିଖରେ ଜୟପୁର ନହରଗଡ ଜୈବ ଉଦ୍ୟାନରୁ ପଶୁପକ୍ଷୀ ଅଦଳବଦଳ […]

ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ୨ ମୃତ, ୪ ଗୁରୁତର

ମାଲକାନଗିରି,୨୪/୧୧(ଏସଏସନିୟୁଜ) ଶୋଭାଯାତ୍ରାରେ ବରଯାତ୍ରୀ ମାନେ ଯାଉଥିବାବେଳେ ମାଡିଯାଇଥିଲା ଚାଉଳ ବୋଝେଇ ଟ୍ରକ୍ ।ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତରମାନଙ୍କୁ ନିକଟସ୍ଥ ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବୁଧବାର ଅପରାହ୍ନରେ ଏହି ଅଭାବନୀୟ ଅଘଟଣ ମାଲକାନଗିରି ଜିଲ୍ଲାରେ ଘଟିଛି । ଅପରାହ୍ନରେ ବରଯାତ୍ରୀ ମାନେ ପାଣ୍ଡ୍ରିପାଣି ମୁଖ୍ୟ ରାସ୍ତାରେ ଯାଉଥିଲେ ।ଏହିସମୟରେ ଏକ ଚାଉଳ ବୋଝେଇ ଟ୍ରକ୍ ବରଯାତ୍ରୀ ଶୋଭାଯାତ୍ରା କୁ ଅତିକ୍ରମ କରୁଥିବାବେଳେ ଟ୍ରକ୍ ଚକା ତଳେ ୨ ଜଣଙ୍କର […]

ଭୁଲରେ ବି କରନ୍ତୁ ନାହିଁ ଏହି ୭ ଟି କାମ

ମାର୍ଗଶିର ମାସ ବର୍ଷର ସବୁଠାରୁ ପବିତ୍ର ମାସ ହୋଇଥାଏ । ମାଣବସା ଗୁରୁବାର ଓଷା ବର୍ଷର ଶେଷ ଏବଂ ବଡ଼ ଓଷା ହୋଇଥାଏ।ଏହି ମାସରେ ସବୁ ଓଡ଼ିଆ ବୋହୁମାନେ ଘରକୁ ପବିତ୍ର କରାଇ ଘରକୁ ସକାଳୁ ସକାଳୁ ମା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି।ଏହିଦିନ ତୁଳସୀ ଗଛରେ ଚଢେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ,ବର୍ଷ ବର୍ଷର ପୁରୁଣା ଗରିବ ହେବ ଦୂର। ସବୁ କଷ୍ଟ ଦୂର କରିବେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ। ଘରକୁ ସୁଖ […]

ଆଜିର ରାଶିଫଳ

🙏🏾ମାଁ ପରମେଶ୍ବରୀ ନମଃ🙏🏾 ମାଣବସା ଗୁରୁବାର ପ୍ରଥମପାଳି,ମାସ- ମାର୍ଗଶୀର ,ପକ୍ଷ-କୃଷ୍ଣ,ତିଥି- ଷଷ୍ଠୀ,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ ସିଂହ କନ୍ୟା ତୁଳା ମକର କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି,ନିଷିଦ୍ଧ ଖାଦ୍ୟ- ନିମ୍ବ ରାତ୍ରି ଘ୦୪-୪୯ମି ଗତେ ତାଳ ଭକ୍ଷଣ ନିଷେଧ,👉🏿ମେଷ: କଳହଯୋଗ👉🏿ବୃଷ: ବାଦବିବାଦ👉🏿ମିଥୁନ: ଆଶାବାଦୀ👉🏿 କର୍କଟ: ଶ୍ରୀ ଚନ୍ଦ୍ର👉🏿 ସିଂହ: ବ୍ୟୟ ବୃଦ୍ଧି👉🏿 କନ୍ୟା: କାର୍ଯ୍ୟ ସଫଳ👉🏿 ତୁଳା: ଉଦାର ନୀତି👉🏿 ବିଛା: ଈଶ୍ବର ନିଷ୍ଠା👉🏿ଧନୁ: ଉତ୍ସାହି🤙🏿 ମକର : […]

ଆଜିର ଅନୁଚିନ୍ତା

🦋ଆତ୍ମଶାନ୍ତି ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର, କାରଣ ମଣିଷ ପାଖରେ ଯେତେ ଧନ ଦୌଲତ ଥିଲେ ବି ତାହାର କିଛି ବି ମାନେ ନାହିଁ ଯଦି ମଣିଷ ପାଖରେ ଶାନ୍ତି ନାହିଁ । 🦋ଆତ୍ମନିର୍ଭରଶୀଳ ହୁଅନ୍ତୁ,ନିଜର ପ୍ରଶଂସା ନିଜେ ହିଁ କରନ୍ତୁ…କାରଣ ନିନ୍ଦା କରିବା ପାଇଁ ଏଠି ବହୁତ ଲୋକ ଅଛନ୍ତି। 🦋ଝିଅମାନଙ୍କର ଜୀବନ ସେତେବେଳେ ପୂର୍ଣ୍ଣ ଲାଗେ ଯେତେବେଳେ ବଏଫ୍ରେଣ୍ଡ୍ ପଇସା ବାଲା ନୁହେଁ,ହସେଇଲା ବାଲା ମିଳିଯାଏ। 🦋କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି […]

ଆଜିର ରାଶିଫଳ

🙏🏾ମାଁ ପରମେଶ୍ବରୀ ନମଃ🙏🏾ମାସ- ମାର୍ଗଶୀର,ପକ୍ଷ-କୃଷ୍ଣ,ତିଥି- ପଞ୍ଚମୀ ରାତ୍ରି ଘ୦୩-୦୫ମି ଗତେ ଷଷ୍ଠୀ,ଚନ୍ଦ୍ର ଶୁଦ୍ଧି- ମେଷ ମିଥୁନ କର୍କଟ ସିଂହ ଧନୁ ମକର ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର କନ୍ୟା ରାଶିର ଘାତ ଚନ୍ଦ୍ର ଦିବା ଘ୦୯-୪୭ମି ଗତେ ମେଷ ବୃଷ କର୍କଟ ସିଂହ କନ୍ୟା ତୁଳା ମକର କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି,ନିଷିଦ୍ଧ ଖାଦ୍ୟ- ବେଳ ଓ ପଣସ ରାତ୍ରି ଘ୦୩-୦୯ମି ଗତେ […]

ଆଜିର ଅନୁଚିନ୍ତା

🦋ସମୟ କଥା କହିପାରି ନଥାଏ ସତ, ” କିନ୍ତୁ “ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର ଜଣେଇ ଦେଇଥାଏ । 🦋ଟଙ୍କା ଦେଇ କିଣି ପାରିବ ତୁମେ ସୁନା, ରୂପା ଆଉ ହୀରାର ହାର…କିନ୍ତୁ କିଣି ପାରିବନି କେବେ ବାପା ମାଆ ଦେଇଥିବା ସଂସ୍କାର । 🦋ବୁଝେଇବାର ଗୋଟେ ସୀମା ଥାଏ, ଆଉ ସହିବାର ବି ଗୋଟେ ସୀମା ଥାଏ, ମଣିଷ ଯେତେବେଳେ ଏ ଦୁଇଟି ସୀମା ପାର୍ କରିଦିଏ ସବୁ ସମ୍ପର୍କ ସେହିଠାରେ […]