Browsing author

SATYA SANDHANA DESK

ଧାନଗଦାରୁ ଧରାହେଲା ଅଜଗର

ମାଲକାନଗିରି,୨୧/୧୧(ଏସଏସନିୟୁଜ) ଆଜି ସକାଳୁ ସିଆଡିମାଳ ଗ୍ରାମର ଏକ ଧାନ ଗଦାରୁ ଏକ ଅଜଗର ଉଦ୍ଧାର କରାଯାଇଛି। ଧାନ କାଟି ଧାନ ଗଦାକୁ ନେଇ ପକାଇବାବେଳେସାପଟିର ଦେଖାମିଳିଥିଲା ।ଏହି ବିଶାଳକାୟ ସାପଟିକୁ ଦେଖି ଲୋକମାନେ ଭୟଭିତ ହୋଇ ଯାଇଥିଲେ ।ଖବରପାଇ ସ୍ନେକ ହେଲପ୍‌ଲାଇନର ଦୁଇସଦସ୍ୟ ଆସି ସାପଟିକୁ ଧରି ଜଂଗଲରେ ଛାଡିଥିଲେ ।

ଏସ ଟି ଏଫ କବଜାରେ ବାଘଛାଲ ବେପାରୀ

ଭୁବନେଶ୍ୱର,୨୧/୧୧(ଏସ ଏସ ନିୟୁଜ) ପୁଣି ଏସ ଟି ଏଫ କବଜାରେ ବାଘଛାଲ ବେପାରୀ ଧରାପଡିଛି ।ବୌଦ୍ଧ -କଣ୍ଟାମାଳ ରେଞ୍ଜ ବନବିଭାଗ କର୍ମଚାରି ଓ ଏସ୍ ଟି ଏଫ ମିଳିତ ଚଢ଼ଉ କରି ବୌଦ୍ଧ ଲଣ୍ଡା ଗ୍ରାମରୁ ସଚିତନ ନାୟକ ନାମକ ବ୍ୟକ୍ତିକୁ ଗିରଫ କରିଛନ୍ତି ।ଏହି ଯୁବକ ଜଣଙ୍କ ଏକ କଲରା ପତାରିଆ ବାଘ ଛାଲ କୁ ବିକ୍ରୟ କରିବାକୁ ଉଦ୍ୟମ କରୁଥିବାବେଳେ ବାଘ ଛାଲ ସହ ସଚିତନ କୁ ଧରିବାରେ ସକ୍ଷମ ହୋଇଛନ୍ତି।ଗିରଫ ସଚିତନ ର […]

ଶିଶୁରେଳଗାଡି-ଗଡୁଚି କମ୍ ଝୁଟୁଂଛି ବେଶୀ

ବାରଙ୍ଗ,୨୦/୧୧(ଏସଏସନିୟୁଜ)ଆପଣ ନୁଆ ଜିନିଷ କିଣିଲେ ୱାରେଂଟି ଓ ଗ୍ୟାରେଂଟି ମିଳିଥାଏ ।ଗ୍ରାହକମାନଙ୍କୁ ଆକର୍ଷିତ କରିବାପାଇଁ ବହୁ ବହୁ ଯୋଜନା ସଂସ୍ଥାମାନ କରୁଛନ୍ତି ।କିନ୍ତୁ ବିଶ୍ୱବିଖ୍ୟାତ ନନ୍ଦନକାନନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।ଆସିବା ଦିନଠାରୁ ବିଭ୍ରାଟ ।୭ବର୍ଷର ବ୍ୟବଧାନ ପରେ ନୁଆରୁପରେ ନନ୍ଦନକାନନରେ ଚାଲିଲା ଶିଶୁରେଳଗାଡି ।ଦୀର୍ଘବର୍ଷର ବ୍ୟବଧାନ ପରେ ଏହି ସୁବିଧା ଉପଲବ୍ଧ ହେଉଥିବାରୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଶିଶୁରେଳଗାଡିରେ ବୁଲି ମଜ୍ଜା ଉଠାଇବାପାଇଁ ବେଶ ଆଗ୍ରହ ରହିଥିଲା ।ଏବେ କିନ୍ତୁ ଫିକା ପଡିବାକୁ ଯାଉଛି ।ଏହାର […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ, ମାସ- ମାର୍ଗଶୀର,ପକ୍ଷ-କୃଷ୍ଣ, ତିଥି- ଦ୍ବିତୀୟା ରାତ୍ରି ଘ୫-୫୦ମି ଗତେ ତୃତୀୟା, ନକ୍ଷତ୍ର- ରୋହିଣୀ, ଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ବିଛା ରାଶିର ଘାତ ଚନ୍ଦ୍ର ରାତ୍ରି ଘ୦୯-୧୨ମି ଗତେ ମେଷ ମିଥୁନ କର୍କଟ ସିଂହ ଧନୁ ମକର ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର କନ୍ୟା ରାଶିର […]

ଆଜିର ଅନୁଚିନ୍ତା

🦋ଯଦି ଆପଣ ଅନ୍ୟ କାହାଦ୍ୱାରା ନିଜର କାମ କରାଉଛନ୍ତି ତାହାଲେ-ଦୟାକରି-କାମ ସରିଯିବା ପରେ\”ଧନ୍ୟବାଦ\” କହିବା ଜମାରୁ ଭୁଲନ୍ତୁ ନାହିଁ । 🦋ନିଜକୁ ସର୍ବଦା ସୁନା କଏନ୍ ଭଳି ବନାନ୍ତୁ, କାରଣ ନାଳରେ ପଡିଥିଲେ ବି ତା \’ର ଦାମ୍ କେବେ ବି କମି ନଥାଏ । 🦋ଭୋକ ଲାଗିଲେ ମାଆ , ଦୁଃଖ ଲାଗିଲେ ମାଆ , ଭୟ ଲାଗିଲେ ମାଆ ; ଏହିଭଳି ସବୁବେଳେ ମାଆ’ ମାଆ’ ବୋଲି ଆମେ ଡାକି ଥାଉ । କିନ୍ତୁ […]

ପ୍ରତିଷ୍ଠା ବେଳେ ଯଜ୍ଞଘରେ ଲାଗିଲା ନିଆଁ

ବାଙ୍କୀ,୨୦/୧୧(ଏସ ଏସ ନିୟୁଜ)ଆଜି ବାଙ୍କୀ ଥାନା ଅନ୍ତର୍ଗତ ପାଥପୁର ଗ୍ରାମରେ ଅଘଟଣ ଘଟିଛି। ନୂଆକରି ହୋଇଥିବା ମନ୍ଦିର ପ୍ରତିଷ୍ଠା ବେଳେ ଯଜ୍ଞଘରେ ନିଆଁ ଲାଗିଯାଇଛି।ଏହାକୁ ନେଇ ବିଭିର୍ଣ ଆଲୋଚନା ହେଉଥିବାବେଳେ ଗ୍ରାମବାସୀମାନେ ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ସୂଚନା ଅନୁଯାୟୀ ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗ୍ରାମରେ ନୂତନ ଭାବରେ ହୋଇଥିବା ରାମ ମନ୍ଦିର ଆଜି ପ୍ରତିଷ୍ଠା ହିଉଥିଲା।ଏଥିପାଇଁ ଗ୍ରାମବାସୀମନେ ବେଶ ଉତ୍ସାହିତ ରହିଥିଲେ।ତେବେ କୌଣସି କାରଣରୁ ହଠାତ ଯଜ୍ଞ ଘରେ ନିଆଁ […]

ଆଦିବାସୀ ମନ୍ତ୍ରୀଙ୍କୁ ଭେଟିଲେ କଣ୍ଟାବାଡ଼ ଭଗବତୀପୁର ଅଧିବାସୀ

ମେଣ୍ଢାଶାଳ,୨୦/୧୧(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ କଣ୍ଟାବାଡ ଭଗବତୀପୁର ଅଞ୍ଚଳ ଗ୍ରାମବାସୀ ଙ୍କ ଦୀର୍ଘଦିନର ର ଦାବୀ ହେଉଛି ଜାତିଗତ ସମସ୍ୟା ।ଏହି ଜାତିଗତ ସମସ୍ୟା ଯୋଗୁ ସେମାନେ ନାହିଁନଥିବା ହଇରାଣ ହେଉଛନ୍ତି ।ଏପରିକି ସରକାରୀ ସୁବିଧା, ଜାତି ପ୍ରମାଣପାତ୍ର, ଶିକ୍ଷା କ୍ଷେତ୍ର ରେ କୋଟା ସମସ୍ୟା ଭଳି ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି ।ଶଅର ଜାତିର ମାନ୍ୟତା ସମ୍ପର୍କ ରେ ଆଦିବାସୀ ଶବର ସମାଜ ର ପାଖାପାଖି ୬୦ଜଣ ଆଦିବାସୀ ଶୁକ୍ରବାରଦିନ ରାଜ୍ୟ ଅତିଥି ଭବନରେ ଆଦିବାସୀ ବ୍ୟାପାର କଲ୍ୟାଣ […]

ଶୁଣିଲେନି ଆରଆଇ,ଧରିଲେ ଆଡସିନାଲ ତହସିଲଦାର

ମେଣ୍ଢାଶାଳ,୨୦/୧୧(ଏସଏସନିୟୁଜ)ମେଣ୍ଢାଶାଳ ଅଂଚଳରେ ରାତିଅଧିଆ ମୋରମ ଚୋରଚାଲଣ ହେଉଛି ।କେଉଁଠି ଘରୋଇରାସ୍ତା ହେଉଛି ତ କେଉଁଠି ଚାଷଜମିପୋତାଯିବା କାମରେ ବ୍ୟବହାର ହେଉଛି ।ନିଲାମ ନାହିଁ କିନ୍ତୁ ମାଫିଆମାନେ ରାଜସ୍ୱବିଭାଗର କର୍ମଚାରୀମାନଙ୍କୁ ମୋଟା ଅଙ୍କର ପାଉଣା ଦେଇ ନିର୍ବିଘ୍ନରେ ଚୋରାରେ ମାଟି ଓ ମୋରମ ଉଠାଉଛନ୍ତି ।ସବୁଠରୁ ବଡକଥା ହେଲା ମେଣ୍ଢାଶାଳ ଆରଆଇ କାର୍ଯ୍ୟାଳୟଠାରୁ ଅଳ୍ପଦୁରରେ ମୋରମ ଆସି ରାସ୍ତାକାମରେ ବ୍ୟବହାର ହେଉଛି ।ସେ ପୁଣି ସରକାରୀ କାର୍ଯ୍ୟ ନୁହେଁ ଘରୋଇ ବ୍ୟବସାୟୀଙ୍କ କାର୍ଯ୍ୟରେ ଲାଗୁଛି ।ସବୁଜାଣି ନଜାଣିଲାପରି ରହୁଛନ୍ତି […]

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର, ୨୦/୧୧(ଏସଏସନିୟୁଜ) ପ୍ରକାଶ ପାଇଛି ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ମୋଟ ୧୨,୩୨୧ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୮୪୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି । କଳାରେ ୬୩୧୦ ଜଣ ଛାତ୍ରଛାତ୍ରୀ ପାସ କରିଥିବାବେଳେ ବିଜ୍ଞାନରେ ୧୫୦୧, ବାଣିଜ୍ୟରେ ୪୨୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପରୀକ୍ଷାରେ ଛାତ୍ରମାନଙ୍କ ପାସହାର ୬୨.୭ ପ୍ରତିଶତ ରହିଥିବାବେଳେ ଛାତ୍ରୀମାନଙ୍କର ପାସହାର ୬୭.୭୬ ପ୍ରତିଶତ ରହିଛି […]

ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି

ସୁବର୍ଣ୍ଣପୁର,୨୦/୧୧(ଏସଏସନିୟୁଜ) ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡର ବାରାଣ୍ଡାରୁ ନବଜାତ ଶିଶୁ ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀ ତାଣ୍ଡି ଗତକାଲି ଚିକିତ୍ସାଳୟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ଚିକିତ୍ସାଳୟରେ ରହିଥିଲେ । ଆଜି ସକାଳୁ ସନ୍ତୋଷିନୀ ଶୌଚ ପାଇଁ ଯାଇଥିବା ବେଳେ ଜଣେ ଅଜଣା ମହିଳା […]