ବେକରେ ଓଡଣି ଲଗାଇ ଯୁବତୀଙ୍କ ଆତ୍ମହତ୍ୟା
ବାରଙ୍ଗ,୧୧/୧୧(ଏସଏସନିୟୁଜ)ଗୁରୁବାର ସକାଳୁ ଭଡା ଘରେ ରହୁଥିବା ଜଣେ ଯୁବତୀ ନିଜ ଓଡଣି ଲଗାଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି। ଆତ୍ମହତ୍ୟା କରିଥିବା ଯୁବତୀ ବାଲେଶ୍ୱର ଅଞ୍ଚଳର ସୁଭଦ୍ରା ଜେନା ବୋଲି ଜଣାପଡିଛି।ଯୁବତୀ ଜଣକ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ମୁଣ୍ଡରେ ଥିବା ମେଡ଼ ପଲ୍ସ ନାମକ ଔଷଧ ଦୋକାନରେ କାର୍ୟ୍ୟ କରୁଥିଲା । ସେ ଦୀର୍ଘଦିନ ହେବ ରଘୁନାଥପୁର ଗ୍ରାମରେ ଘରଭଡା ନେଇ ଅନ୍ୟ ଜଣେ ଝିଅ ସହ ଏକାଠି ରହୁଥିଲେ । ଆଜି ସକାଳ […]