Browsing author

SATYA SANDHANA DESK

ସରିଲା ବୈଠକ ,ଲାଗୁହେବ ୧୪୪

ସାକ୍ଷୀଗୋପାଳ,୧୦/୧୧(ଏସଏସନିୟୁଜ)କୋଭିଡ ପାଇଁ ସବୁକିଛା ଫିକା ପଡିଯାଇଛି ।ଯଦିଓ ସଂକ୍ରାମଣ ହାର ହ୍ରାସ ପାଇଛି ତଥାପି ଗୋଷ୍ଠିସଂକ୍ରାମଣର ଆଶଙ୍କା ନେଇ ପ୍ରଶାସନ ପକ୍ଷରୁ ପର୍ବପର୍ବାଣିମାନଙ୍କରେ କଟକଣା ଲଗାଉଛନ୍ତି ।ଏବେ ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ପର୍ବ ପାଇଁ ଲାଗୁହେବ କଟକଣା ।ଏଥର ଭକ୍ତମାନେ ଦର୍ଶନରୁ ବଂଚିତ ହେବେ ।ଅଂଳାନବମୀକୁ ସୁଚାରୁରୁପେ ସମ୍ପନ୍ନ କରିବାପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ଯ୍ରାତ୍ରୀ ନିବାସ ପରିସରରେ ଶେଷ ପ୍ରସ୍ତୁତି ବୈଠକ ସରିଛି । କୋଭିଡ ଗାଇଡି ଲାଇନକୁ ଅନୁପାଳନ କରି ଠାକୁରଙ୍କ ନୀତିକାନ୍ତି ସଠିକ […]

ଜଟଣୀରେ ପାରା ମଡକ

ଜଟଣୀ, ୧୦/୧୧(ଏସଏସନିୟୁଜ) ଜଟଣୀ ଅଂଚଳରେ ବୁଧବାରଦିନ ପାରା ମଡକ ଦେଖାଦେଇଛି । ଜଟଣୀ ପୈାରପରିଷଦ ଅନ୍ତର୍ଗତ ବାଛରାମୁଣ୍ଡିଆ, କ୍ୟାଥଲିକ ଚର୍ଚ୍ଚ ନିକଟ, ମାଣିଆଛକ ରେଳଧାରଣା କଡ ନିକଟ ଆଦି ଅଂଚଳରେ ପାରାମାନେ ମରି ପଡିଥିବାର ଦେଖିବାକୁ ମିଳିଛି ।ଯାହାଫଳରେ ଅଂଚଳରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।ପାରାଗୁଡିକ ମରୁଥିବାର ପକୃତ କାରଣ ଜଣାପଡି ନଥିବାବେଳେ ବାର୍ଡଫ୍ଲୁକୁ ନେଇ ଅଂଚଳବାସୀ ସନ୍ଦେହ କରୁଥିବାର ଜଣାପଡିଛି ।ତେବେ ମରିପଡୁଥିବା ପାରାଗୁଡିକୁ କୁକୁର,ବିଲେଇ ନେଇ ଖାଇଦେଉଥିବାର ଜଣାପଡିଛି ।

ଆଜିର ରାଶିଫଳ

🙏ମାଁ ପରମେଶ୍ବରୀ ନମଃ🙏ନଭେମ୍ବର ମାସ ୧୧ ତାରିଖ ୨୦୨୧ ମସିହା(ଗୁରୁବାର)କାର୍ତ୍ତିକ- ଶୁକ୍ଳପକ୍ଷ.ତିଥି- ସପ୍ତମୀ,ତୁଳା ଓ କୁମ୍ଭ ରାଶିର ଘାତବାର,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତାଳ ନଡ଼ିଆ ଭକ୍ଷଣ ନିଷେଧ👉🏿ମେଷ: କର୍ତ୍ତବ୍ୟ ପାଳନ👉🏿ବୃଷ: ସେବାପୂଜା👉🏿ମିଥୁନ: ଦେହପୀଡା👉🏿 କର୍କଟ: ବନ୍ଧୁ ମିଳନ👉🏿 ସିଂହ: ଶତ୍ରୁ ଭୟ👉🏿 କନ୍ୟା: ଚିନ୍ତା ଗ୍ରସ୍ତ👉🏿 ତୁଳା: ବାଦ ବିବାଦ👉🏿 ବିଛା: ଉଚ୍ଚ ଆଶା👉🏿ଧନୁ: ବ୍ୟସ୍ତ ଭାବ🤙🏿 ମକର : ଶ୍ରୀ ଚନ୍ଦ୍ର👉🏿 କୁମ୍ଭ : ପଥରୋଧ👉🏿 ମୀନ:ଆୟଯୋଗ ମେଷ-ଆଜି […]

ଆନ୍ଦୋଳନ ତୀବ୍ର କରିବାକୁ ବିଜେପିର ଚେତାବନୀ

ଭୁୁବନେଶ୍ୱର,୧୦/୧୧(ଏସଏସନିୟୁଜ)ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନକରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।ଏହା ଭିତରୁ କେଉଁ ଗୋଟିଏକୁ ବି ସରକାର ମାନିଲେ ନାହିଁ ।ପୁଣି ମୁଖ୍ୟମନ୍ତ୍ରୀ ଦୋଷୀକୁ ସୁରକ୍ଷା ଦେବା ପାଇଁ ମନ୍ତ୍ରୀଙ୍କୁ ପାଖରେ ବସାଇଲେ ବୋଲି ଅଭିଯୋଗ କରିଛନ୍ତି ।ଯେପର୍ଯ୍ୟନ୍ତ ସରକାର ନିଜ ଜିଦ୍‌ରେ ଅଟଳ ରହିବେ,,ସେପର୍ଯ୍ୟନ୍ତ ବିଜେପି ତାର ଆନ୍ଦୋଳନ ଜାରି ରଖିବ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀଙ୍କୁ ବିରୋଧ କରୁଛୁ। ଆଗକୁ […]

କ୍ରୀଡ଼ାମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭୁବନେଶ୍ୱର,୧୦/୧୧(ଏସଏସନିୟୁଜ) ମମିତା ମେହେର ହତ୍ୟା ଘଟଣାକୁ ବିରୋଧ କରି ଗତକିଛିଦିନ ହେବ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜ୍ୟର ମନ୍ତ୍ରୀମାନଙ୍କୁ ପ୍ରବଳ ବିରୋଧ କରାଯାଉଥିବାର ଦେଖିବାକୁ ମିଳିଛି ।କେଉଁଠି କଳାପତାକା ତ କେଉଁଠି ଅଣ୍ଡାମାଡ ଭଳି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।ଆଜି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । କଳାହାଣ୍ଡି ଜିଲ୍ଲାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇଥିବା ସମୟରେ ଥୁଆମୂଳ ରାମପୁର ଡୁମେରପଦର ଗ୍ରାମରେ […]

ନଭେମ୍ବର୧୫ରୁ ଷଷ୍ଠ,ସପ୍ତମ ପାଠପଢ଼ା

ଭୁବନେଶ୍ୱର, ୧୦/୧୧(ଏସଏସନିୟୁଜ) ଷଷ୍ଠ ଓ ସପ୍ତମ ଶ୍ରେଣୀ ନଭେମ୍ବର ୧୫ରୁ ଖୋଲିବା ସହ କୋଭିଡ୍ ଗାଇଡଲାଇନ ଭିତରେ ପାଠପଢ଼ା ହେବ ।ଅନଲାଇନ ସହ ସକାଳ ସାଢ଼େ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ  ପାଠପଢ଼ା ହେବ । ପିଲାମାନେ ତାଙ୍କ ଇଛାମୁତାବକ ଅନଲାଇନ ବା ସ୍କୁଲ ଆସି ପାଠ ପଢ଼ିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

ସରପଞ୍ଚଙ୍କ ପୁଅକୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୧୦/୧୧(ଏସଏସନିୟୁଜ) ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ସରପଞ୍ଚଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ।ଏହି ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାର ଟେଟମ ଗାଁ ରେ ଘଟିଛି । ମୃତକ ହେଉଛନ୍ତି ଉମେଶ ମରକମ ବୋଲି ଜଣାପଡିଛି ।

ଗିରଫହେଲେ ବିଲଡର

ଭୁବନେଶ୍ୱର, ୧୦/୧୧(ଏସଏସନିୟୁଜ)ଜମିପାଇଁ ଟଙ୍କାନେଇ ଜମିନଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ସହୀଦ ନଗର ଥାନା ପୁଲିସ ଶାରଳା ରିଅଲକନ୍ ମୁଖ୍ୟ ତଥା ପରିଚାଳନା ନିର୍ଦେଶକ ଗୟାଧର ଜେନାଙ୍କୁ ଗିରଫ କରିଛି । ୪ଲକ୍ଷଟଙ୍କା ଠକେଇ ଅଭିଯୋଗ ତାଙ୍କନାମରେ ଆସିଥିଲା ।ଏହାପୁର୍ବରୁ ଗ୍ରାହକମାନଙ୍କୁ ଜମି ଯୋଗଇଦେବା ନାମରେ ଠକେଇ କରିଥିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ଗୟାଧର ଓ ତାଙ୍କ ପତ୍ନୀ ଙ୍କୁ ମଧ୍ୟ ଗିରଫ କରାିଥିଲା ।  

ଅରିଲୋରେ ଲୋକାର୍ପିତ ହେଲା ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ

ବାରଙ୍ଗ, ୧୦/୧୧(ଏସଏସନିୟୁଜ)ବାରଙ୍ଗ ଅରିଲୋରେ ଲୋକାର୍ପିତ ହୋଇଛି ରାଜ୍ୟର ସର୍ବବୃହତ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାକୁ ଲୋକାର୍ପିତ କରିଛନ୍ତି ।ଏହି ।ବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଲେ ଯେ, ରାଜ୍ୟରେ ଦୁଗ୍ଧଉପ୍ତାଦନ ବୃଦ୍ଧିକୁଦୃଷ୍ଟିରେରଖି ଓମଫେଡ ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ୫ଲକ୍ଷ ଲିଟରକୁ ବୃଦ୍ଧି କରାଯାଇଛି ।ରାଜ୍ୟସରକାର ୨୬୩କୋଟିଟଙ୍କା ବ୍ୟୟରେ ଦୈନିକ ୫ହଜାରେଲିଟର କ୍ଷମତାବିସିଷ୍ଟ ଏହି ଦୁଗ୍ଧପ୍ରକିୟାକରଣ କାରାଖାନା ପ୍ରତିଷ୍ଠା କରିଛନ୍ତି । ଏହି ଆଧୁନିକ ଡାଏରୀପ୍ଲାଂଟ ସମ୍ପୁର୍ଣ ସ୍ୱୟଂଚାଳିତ ।ଏହାଦ୍ୱାର […]

ଆଜିର ରାଶିଫଳ

🙏ମାଁ ପରମେଶ୍ବରୀ ନମଃ🙏ନଭେମ୍ବର ମାସ ୧୦ ତାରିଖ ୨୦୨୧ମସିହା(ବୁଧବାର)କାର୍ତ୍ତିକ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ,କର୍କଟ ରାଶିର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ତାଳ ଭକ୍ଷଣ ନିଷେଧ।👉🏿ମେଷ: ଭକ୍ତି ଭାବ👉🏿ବୃଷ: ଧନକ୍ଷୟ👉🏿ମିଥୁନ: ସୁଖସନ୍ତୋଷ👉🏿 କର୍କଟ: କ୍ରୋଧ ବୃଦ୍ଧି👉🏿 ସିଂହ: ସେବା କାର୍ଯ୍ୟ👉🏿 କନ୍ୟା: କାର୍ଯ୍ୟ ହାନି👉🏿 ତୁଳା: ଘାତ ଚନ୍ଦ୍ର👉🏿 ବିଛା: ପରାଧୀନ👉🏿ଧନୁ:ସୁଖସନ୍ତୋଷ🤙🏿 ମକର : ପଥରୋଧ👉🏿 କୁମ୍ଭ : ଘାତ ଚନ୍ଦ୍ର👉🏿 ମୀନ:ସୁଖସମ୍ମାନ। ମେଷ :-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ […]