Browsing author

SATYA SANDHANA DESK

ଥାନା ଭିତରେ ବିଷପିଇଦେଲେ ଯୁବକ

ଆନନ୍ଦପୁର,୩୦।୧୨(ଏସଏସନିଉଜ) ନନ୍ଦିପଦା ଥାନା ପରିସରରେ ବିଷ ପିଇଦେଲେ ଯୁବକ।ଜଣେ ଯୁବତୀଙ୍କ ସହ ପ୍ରେମ ବ୍ୟାପାରକୁ ନେଇ ବିଷ ପିଇଥିବା ଅଭିଯୋଗ ହୋଇଛି।ଗୁରୁତର ଅବସ୍ଥାରେ ପ୍ରଥମେ ହାଟଡିହି, ପରେ ଆନନ୍ଦପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ଉଭୟ ଯୁବକ ଯୁବତୀଙ୍କ ସହ ପରିବାରକୁ ଥାନାକୁ ଡକାଯାଇଥିଲା।ସମାଧାନ ପାଇଁ ଉଦ୍ୟମ ଚାଲିଥିଲା ବେଳେ ଯୁବକ ଜଣଙ୍କ ବିଷ ପିଇଦେଲେ।

ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ

କଟକ,୩୦।୧୨(ଏସଏସନିଉଜ)ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି।ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି।ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ମହଲା କୋଠା ଠାବ ହୋଇଛି।ଏହାସହ ବଡ଼ଗଡ଼ବ୍ରିଟ୍ କଲୋନୀରେ ୩ ମହଲା ଓ ଖୋର୍ଦ୍ଧାର ସାନପଲ୍ଲାରେ ୨ମହଲା କୋଠା ମଧ୍ୟ ଠାବ କରାଯାଇଛି।ବେଆଇନସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି।ଏହି ଚାଠାଉରେ ୪ DSP, ୭ ଇନ୍ସପେକ୍ଟର, ଜଣେ SI ଓ ୮ ASI ସାମିଲ୍ ହୋଇଛନ୍ତି।

୬୬ ବର୍ଷରେ ପାଦ ଥାପିଲା ନନ୍ଦନକାନନ

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ) ବହୁ ଘାତପ୍ରତିଘାତକୁ ପାଥେୟକରି ନନ୍ଦନକାନନ ୬୬ ବର୍ଷରେ ପାଦଥାପିଛି ।ସୋମବାରଦିନ ନନ୍ଦନକାନନ ପାଳିଛି ତାର ୬୬ତମ ପ୍ରତିଷ୍ଠଦିବସ ।ନନ୍ଦନକାନନ ପରିସରରେ ଆୟୋଜିତ ଏହିଉସ୍‌ବରେ ଜଙ୍ଗଲ ଓ ପରିବେଶମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ମୁଖ୍ୟଅତିଥିଭାବେ ଯୋଗଦେଇ ଆଗାମିଦିନରେ ନନ୍ଦନକାନନ ବିଶ୍ୱସ୍ତରିୟ ଚିଡିଆଖାନା ହେବାକୁ ଯାଉଛି ।ଏଥିନିମନ୍ତେ ଯାହାଯାହା ଆବଶ୍ୟକ ସେହି ବିଧିବ୍ୟବସ୍ଥାକୁ ଅନୁସରଣକରି ଏହାର ରୁପରେଖ ବଦଳିବାକୁ ଯିବାର ପ୍ରକିୟା ଆରମ୍ଭ ହୋଇଯାଇଛି ବୋଲି ମନ୍ତ୍ରୀ କହିଥିଲେ ।ଜଙ୍ଗଲବିଭାଗ ପକ୍ଷରୁ ପ୍ରଦତ ଏକକାଳିନ ୧୨୦କୋଟି ଟଙ୍କା ବ୍ୟୟବରାଦରେ […]

ନୃତ୍ୟଶିଳ୍ପୀଙ୍କ ଶାସ୍ତ୍ରୀୟ ନୃତ୍ୟରେ ବିମୋହିତ ଦର୍ଶକ

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ)ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ଦେବଦାସୀ ନୃତ୍ୟମନ୍ଦିର ଆନୁକୂଲ୍ୟରେ ୧୯ ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ସମାରୋହର ସୋମବାର ଆଜି ଥିଲା ପ୍ରଥମ ଦିବସ ।୨ଦିନଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମଦିବସରେ ଦେବଦାସୀ ନୃତ୍ୟ ମନ୍ଦିରର ସଂସ୍ଥାପକ ଜଗବନ୍ଧୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନାସଭାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ଜଗନ୍ନାଥ ସଂସ୍କୃତି ଗବେଷକ ଗଦାଧର ମହାପାତ୍ର, ସନ୍ଧ୍ୟାବତୀ ପ୍ରଧାନ,ସମାଜସେବୀ ମିନତୀ ସାହୁ, ରଣା ପ୍ରତାପ ପାତ୍ର, ଲକ୍ଷ୍ମୀକାନ୍ତ ପାଲିତ, ପ୍ରସନ୍ନ ବିଷୋୟୀ ପ୍ରମୁଖ ଅତିଥି ରୂପେ […]

ପଲ୍ୟୁସନ ସାର୍ଟିଫିକେଟ ଯନ୍ତ୍ରଣା

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ)ଓଡ଼ିଶାରେ ସବୁଜ ଷ୍ଟିକର ଏବଂପଲ୍ୟୁସନ ପ୍ରମାଣପତ୍ର ଯନ୍ତ୍ରଣାକୁ ଦୃଢ଼ ବିରୋଧ କରି ତୁରନ୍ତ ଏସବୁ ବନ୍ଦ କରିବାକୁ ସୋମବାର ପରିବହନସଚିବ ଉଷା ପାଢୀଙ୍କୁ ଖାରବେଳଭବନରେ ଭେଟି ଦାବୀ ଜଣାଇଛି ଆମ ଜନତା ଅଧିକାର । ସଂଗଠନର ଆବାହକ ମନୋଜ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଭେଟି ଆଲୋଚନା କରିଥିଲେ ।ବିଶେଷକରି ନିମ୍ନ ଏବଂ ମଧ୍ୟବିତ୍ତ ପରିବାରମାନେ ଦୈନନ୍ଦିନ ଯାତାୟାତ ଏବଂ ଜୀବିକାପାଇଁ ବ୍ୟକ୍ତିଗତ ଯାନବାହନ ଉପରେ ନିର୍ଭର କରିଥାନ୍ତି । ଫେବୃଆରୀରୁ ସମସ୍ତ ଯାନବାହନ ପାଇଁ ସବୁଜଷ୍ଟିକର […]

ଆଜିର ରାଶିଫଳ

ଡିସେମ୍ବରମାସ ୩୦ତାରିଖ ୨୦୨୫ମସିହା (ମଙ୍ଗଳବାର)ଶାମ୍ବଦଶମୀ ,ପୌଷମାସ- ଶୁକ୍ଳପକ୍ଷ ,ତିଥି-ଦଶମୀ ଦିବା୦୭/୩୨ଗତେ ଏକାଦଶୀ ,ନକ୍ଷତ୍ର-ଦ୍ଵିଜା ରାତ୍ରି ଘ୦୪/୨୪ ଗତେ କୃତ୍ତିକା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୩୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୩୮ ,ଯୋଗିନୀ ଉତ୍ତରେ ଦିବା ଘ୦୭/୩୨ ଗତେ ଅଗ୍ନିକୋଣେ ,ମେଷରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମୃତେ ଏକପାଦ ରାତ୍ରିଘ୦୪/୨୪ ଗତେ ଦ୍ଵୀପାଦ ଓ ରାତ୍ରି ଘ୦୪/ ୫୧ଗତେ ତ୍ରୀ ପାଦପୁସ୍କରଦୋଷ ,କାଳବେଳା -ଦିବା ଘ୦୧/୧୦ ଗତେ ଘ୦୨/୩୨ମଧ୍ୟେ ,ବାରବେଳା-ଦିବା ଘ୦୭/୪୫ ଗତେ ଘ୦୯/୦୯ମଧ୍ୟେ ,ବିଶୁଦ୍ଧ […]

ଆଜିର ରାଶିଫଳ

ଡିସେମ୍ବରମାସ ୨୯ତାରିଖ ୨୦୨୫ମସିହା (ସୋମବାର)ପୌଷମାସ- ଶୁକ୍ଳପକ୍ଷ,ତିଥି-ନବମୀ ଦିବା ୦୯/୪୭ ଗତେ ଦଶମୀ,ନକ୍ଷତ୍ର-ରେବତୀ ଦିବା ଘ୦୭/୫୭ ଗତେ ଅଶ୍ଵିନୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୦୮,ଯୋଗିନୀ ପୂର୍ବେ ଦିବା ଘ୦୯/୪୭ ଗତେ ଉତ୍ତରେ,ମେଷରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ପୁସ୍କରଦୋଷ,କାଳବେଳା -ଦିବା ଘ୦୭/୪୫ ଗତେ ଘ୦୯/୧୦ମଧ୍ୟେ,ବାରବେଳା- ଦିବା ଘ୦୨/୩୧ଗତେ ଘ୦୩/୫୪ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୪୪ ମଧ୍ୟେ ଓ ଘ ୦୯/୩୭ ଗତେ ଘ୧୨/୦୦ ମଧ୍ୟେ ଓ ରାତ୍ରି ଘ ୦୭/୩୯ ଗତେ ଘ୧୦/୫୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ଲାଉ […]

୫ହଜାରେ ଟଙ୍କା ସହାୟତା କଲେ ବାରଙ୍ଗ ଓକିଲ ସଂଘ

କଟକ,୨୮।୧୨(ଏସଏସନିଉଜ)ବାରଙ୍ଗ ଅଞ୍ଚଳର ଜଣେ ଜଣାଶୁଣା ଓକିଲ ସ୍ୱର୍ଗତ ମନୋଜ କୁମାର ପତିଙ୍କ ରବିବାରଦ୍ୱାଦଶ କର୍ମରେ ବାରଙ୍ଗ ଓକିଲ ସଂଘର ସଦସ୍ୟମାନେ ଯୋଗଦେଇଛନ୍ତି।ସଦସ୍ୟ ମାନେ ସ୍ୱର୍ଗତ ପତିଙ୍କ ବାସଭବନରେ ପହଞ୍ଚି ଉକ୍ତ ପରିବାରକୁ ସମବେଦନା ଜଣାଇବା ସହ ୫ହଜାରେ ତାଙ୍କର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ବାରଙ୍ଗ ଓକିଲ ସଂଘରସଭାପତି ପ୍ରଭାତ କୁମାର ଲେଙ୍କାଙ୍କ ନେତୃତ୍ବରେ ସମ୍ପାଦକସୁବ୍ରତ ମହାପାତ୍ର, ଉପସଭାପତି  କୃଷ୍ଣଚନ୍ଦ୍ର ମଲ୍ଲିକ,ସମ୍ପାଦକ ସୁବ୍ରତ କୁମାର ମହାପାତ୍ର, ସୁବର୍ଣ୍ଣ କେଶରୀ ପଣ୍ଡା, ପ୍ରଣବ କୁମାର ପୃଷ୍ଟି, ରବି ନାରାୟଣ ନାୟକ […]

ପ୍ରଥମଥର ପାଇଁ ମାହେଲା ଜୟଶ୍ରୀ

ଭୁବନେଶ୍ୱର,୨୮। ୧୨(ଏସଏସନିଉଜ)ନନ୍ଦନକାନନକୁ ନୂଆ ବର୍ଷ ଭେଟି ଦେଇଛି ବାଘୁଣୀ ଜୟଶ୍ରୀ। ପ୍ରଥମଥର ପାଇଁ ମା ହୋଇଛି ୩ବର୍ଷ ବୟସ୍କା ସାଧାରଣ ରଙ୍ଗର ବାଘୁଣୀ ଜୟଶ୍ରୀ। ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘୁଣୀ ଜୟଶ୍ରୀ ଶନିବାର ୩ଟି ଶାବକକୁ ପର୍ଯ୍ୟାୟକ୍ରମେ ଜନ୍ମ ଦେଇଛି। ସେଥିମଧ୍ୟରୁ ଦୁଇଟି ଶାବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଶାବକକୁ ମା ଗ୍ରହଣ କରିନାହିଁ। ଫଳରେ ଜୀବିତ ଅବସ୍ଥାରେ ଶାବକକୁ ମାଆଠାରୁ ଅଲଗା କରାଯାଇ ଶିଶୁ ଲାଳନ ପାଳନ କେନ୍ଦ୍ରର ଆଇସିୟୁ ରେ ପ୍ରାଣୀ ଚିକିତ୍ସକଙ୍କ […]

ଆଜିର ରାଶିଫଳ

ଡିସେମ୍ବର ମାସ ୨୮ ତାରିଖ ୨୦୨୫ ମସିହା (ରବିବାର)ପୌଷ ମାସ- ଶୁକ୍ଳପକ୍ଷ,ତିଥି-ସପ୍ତମୀ ଦିବା ୧୧/୩୧ ଗତେ ନବମୀ,ନକ୍ଷତ୍ର-ପୂର୍ବଭାଦ୍ର ଦିବା ଘ୦୮/୫୭ ଗତେ ରେବତୀ,ସୁର୍ୟୋଦୟ-ପ୍ରାତଃଘ୦୬/୨୫/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୨୮,ଯୋଗିନୀ ଐଶାନ୍ୟେ ଦିବା ଘ୧୧/୩୧ ଗତେ ପୂର୍ବେ,ଧନୁରାଶିର ଘାତଚନ୍ଦ୍ର,ରବି ରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ପୁସ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୨୭ ଗତେଘ୦୧/୧୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୧୨ ଗତେ ଘ୦୯/୩୮ ମଧ୍ୟେ ଓ ଘ ୦୧/୧୦ ଗତେ ଘ୦୪/୦୦ମଧ୍ୟେ […]