ଆନନ୍ଦପୁର,୩୦।୧୨(ଏସଏସନିଉଜ) ନନ୍ଦିପଦା ଥାନା ପରିସରରେ ବିଷ ପିଇଦେଲେ ଯୁବକ।ଜଣେ ଯୁବତୀଙ୍କ ସହ ପ୍ରେମ ବ୍ୟାପାରକୁ ନେଇ ବିଷ ପିଇଥିବା ଅଭିଯୋଗ ହୋଇଛି।ଗୁରୁତର ଅବସ୍ଥାରେ ପ୍ରଥମେ ହାଟଡିହି, ପରେ ଆନନ୍ଦପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି।ଉଭୟ ଯୁବକ ଯୁବତୀଙ୍କ ସହ ପରିବାରକୁ ଥାନାକୁ ଡକାଯାଇଥିଲା।ସମାଧାନ ପାଇଁ ଉଦ୍ୟମ ଚାଲିଥିଲା ବେଳେ ଯୁବକ ଜଣଙ୍କ ବିଷ ପିଇଦେଲେ।