କଟକ,୨୮।୧୨(ଏସଏସନିଉଜ)ବାରଙ୍ଗ ଅଞ୍ଚଳର ଜଣେ ଜଣାଶୁଣା ଓକିଲ
ସ୍ୱର୍ଗତ ମନୋଜ କୁମାର ପତିଙ୍କ ରବିବାରଦ୍ୱାଦଶ କର୍ମରେ ବାରଙ୍ଗ ଓକିଲ ସଂଘର ସଦସ୍ୟମାନେ ଯୋଗଦେଇଛନ୍ତି।ସଦସ୍ୟ ମାନେ ସ୍ୱର୍ଗତ ପତିଙ୍କ ବାସଭବନରେ ପହଞ୍ଚି ଉକ୍ତ ପରିବାରକୁ ସମବେଦନା ଜଣାଇବା ସହ ୫ହଜାରେ ତାଙ୍କର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ବାରଙ୍ଗ ଓକିଲ ସଂଘରସଭାପତି ପ୍ରଭାତ କୁମାର ଲେଙ୍କାଙ୍କ ନେତୃତ୍ବରେ ସମ୍ପାଦକସୁବ୍ରତ ମହାପାତ୍ର,
ଉପସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ,ସମ୍ପାଦକ ସୁବ୍ରତ କୁମାର ମହାପାତ୍ର, ସୁବର୍ଣ୍ଣ କେଶରୀ ପଣ୍ଡା, ପ୍ରଣବ କୁମାର ପୃଷ୍ଟି, ରବି ନାରାୟଣ ନାୟକ ,ରୋହନ କୁମାର ଜେନା, ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ।