Browsing author

SATYA SANDHANA DESK

ରୋଗ ଯନ୍ତ୍ରଣା ସହ୍ୟ ନକରିପାରି ଆତ୍ମହତ୍ୟା କଲେ ମହିଳା

ଡେଲାଙ୍ଗ, ୮/୧୧(ଏସଏସନିୟୁଜ) ରୋଗ ଯନ୍ତ୍ରଣା ସହ୍ୟ ନକରିପାରି ରେଙ୍ଗଳ ଗ୍ରାମର ଝୁନା ସାହୁ ନାମକ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଝୁନା ମଧୁମେହ ସମେତ ଅନ୍ୟରୋଗରେ ଦୀର୍ଘ ବର୍ଷ ଧରି ପୀଡିତ ଥିଲେ ।ଏଥିନିମନ୍ତେ ସେ ଚିକିସ୍‌ା କରୁଥିଲେ ମଧ୍ୟ ଉପସମ ନହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।ଧିରେଧିରେ ସେ ଶର୍ଯ୍ୟାଶାୟୀ ହୋଇ ବିଛଣାରେ ପଡି ରହିଥିଲେ ।ଏହାକୁ ସହ୍ୟନକରିପାରି ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା […]

ମାତାରିଣୀଙ୍କ ଦାନବାକ୍ସରୁ ମିଳିଲା ୧୫.୫୨ ଲକ୍ଷ ଟଙ୍କା

ଘଟଗାଁ, ୮/୧୧(ଏସଏସନିୟୁଜ) ଘଟଗାଁ ମା ତାରିଣୀ ମନ୍ଦିରର ହୁଣ୍ଡିରେ ଥିବା ଭକ୍ତମାନଙ୍କ ଦାନ ଟଙ୍କା ଗଣତି ହୋଇଛି । ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ୯ଟି ହୁଣ୍ଡି ଖୋଲା ଯାଇଛି । ସମସ୍ତ ହୁଣ୍ଡିରୁ ୧୫ ଲକ୍ଷ ୫୨ ହଜାର ୬୨୭ ଟଙ୍କା, ୫୪ ଗ୍ରାମ ୧୬୦ ମିଲିଗ୍ରାମ ସୁନା ଓ ୩୪୩ ଗ୍ରାମ ୯୩୦ ମିଲିଗ୍ରାମ ରୁପା ମିଳିଛି । ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଦେବୋତ୍ତର ନିରୀକ୍ଷକ […]

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କଳାହାଣ୍ଡି

ଭୁବନେଶ୍ୱର,୮/୧୧(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । କଳାହାଣ୍ଡି ସହିତ ରାଜ୍ୟର ୯ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ପ୍ରାୟ ୮୬୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ […]

ହଟିବ ବାପାଛେଉଣ୍ଡ ଶୁଭଶ୍ରୀଙ୍କଦୁଃଖ

୧-ଆସିଲା ଶୀତ,୧୫ ଡିଗ୍ରୀ ତଳେ ରାଜ୍ୟର ୭ ସ୍ଥାନ, ଦାରିଙ୍ଗବାଡିଠାରେ ପାରଦ ୯.୫ ଡିଗ୍ରୀ। ୨-ଖୁବ୍ ଶୀଘ୍ର ଆରମ୍ଭ ହେବ ପିଲାଙ୍କ ଟିକାକରଣ, ୧ କୋଟି ZY-cov-D ଟିକା କିଣିବାକୁ କେନ୍ଦ୍ର ସରକାରଙ୍କ ଆଦେଶ। ୩-ଶ୍ରମ ବିଭାଗ ଓ BMCର ମିଳିତ ପ୍ରୟାସ; ତିଆରି ହେବ ଶ୍ରମିକ ଆଶ୍ରୟୀସ୍ଥଳୀ ୪-ବଢ଼ୁଛି ଇଲେକ୍‌ଟ୍ରିକ୍‌ ଯାନର ଚାହିଦା, ଲୋକଙ୍କୁ ଗାଡ଼ି କିଣାରେ ସବ୍‌ସିଡି ଦେବାକୁ ସରକାରଙ୍କ ଯୋଜନା। ୫-ଟାଙ୍ଗୀ ବ୍ଲକ୍‍ ଡିଆ ପଞ୍ଚାୟତ ଅନ୍ତର୍ଗତ ଭୋଇ ସାହି: ପୁଣି ଅସହାୟଙ୍କୁ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଜୀବନରେ ସବୁ ଲଢେଇ ଏକା ହିଁ ଲଢିବାକୁ ପଡିବ କାରଣ ଅନ୍ୟମାନେ କେବଳ ସାନ୍ତ୍ଵନା ଦେବେ କିନ୍ତୁ ପାଖରେ କେହି ଛିଡା ହେବେ ନାହିଁ !! ➡️”ଯାହାର ଭଗବାନଙ୍କ ଉପରେ ଭରସା ଓ ନିଜ ଉପରେ ବିଶ୍ୱାସ ଅଛି…ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ ➡️”କଲରା ପାଟିକୁ ପିତା ଲାଗିଲେ କିନ୍ତୁ ଶରୀର ପାଇଁ ଵହୁତ ହିତକର , ସେହିପରି ଗୁରୁଜନଙ୍କ ଗାଳି କାନକୁ ଖରାପ ଲାଗେ ହେଲେ ଜୀବନରେ […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ,ନଭେମ୍ବର ମାସ ୦୮ ତାରିଖ ୨୦୨୧ ମସିହା(ସୋମବାର) କାର୍ତ୍ତିକ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ,ମିଥୁନ ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ଚତୁର୍ଥୀ ଓ ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମୂଳା ଦିବା ବେଲ ଭକ୍ଷଣ ନିଷେଧ 👉🏿ମେଷ: ବିଶ୍ରାମ👉🏿ବୃଷ: ନିରୁତ୍ସାହ👉🏿ମିଥୁନ: ପ୍ରସନ୍ନ ଚିତ୍ତ👉🏿 କର୍କଟ: ଅସୈଜନ୍ୟ👉🏿 ସିଂହ:ଅନୁତାପ👉🏿 କନ୍ୟା: ବାଦାନୁବାଦ👉🏿 ତୁଳା: ପ୍ରାଧାନ୍ୟ👉🏿 ବିଛା:ଆକୁଳିତ👉🏿ଧନୁ:ଶ୍ରୀ ଚନ୍ଦ୍ର🤙🏿 ମକର : କାର୍ଯ୍ୟ ରେ ବାଧା👉🏿 କୁମ୍ଭ : ଆୟଯୋଗ👉🏿 ମୀନ: କର୍ତ୍ତବ୍ୟ ନିଷ୍ଠା। ମେଷ-ଅଭାବ […]

ବୋମାମାଡ଼ରେ ଜଳିଗଲା ୩୦ ଘର

ପୁରୀ, ୭/୧୧(ଏସଏସନିୟୁଜ) ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥରବା ବିବାଦ କୁ ନେଇ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନାଥପୁର ଗାଁରେ ଆଜି ଅପରାହ୍ନରେ ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଛି।ଏହାଦ୍ୱାରା ୩୦ ଘର ଜଳିଯାଇଥିବା ସୂଚନା ମିଳିଛି।ତେବେ ଜମି ଜବରଦଖଲକୁ ନେଇ ‌ଏହି ବୋମାମାଡ଼ ହୋଇଥିବା ନେଇ ଜଣାପଡ଼ିଛି। ୩୫ ମୌଜାର ଲୋକେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରୁଥିବାବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କୁବୈଠକକୁ ଡକାଯିବାରୁ ଉତ୍ତେଜନା ଦେଖାଯାଇଥିଲା।ଖବରପାଇ ୩ ପ୍ଲାଟୁନ ପୁଲିସ ଫୋର୍ସସହ ପୋଲିସ ଉଚ୍ଚଅଧିକାରୀମାନେ ଘଟଣାସ୍ଥଳରେ ପହଁଚିଥିଲୋ

ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଜୁନାଗଡ଼, ୭/୧୧(ଏସଏସନିୟୁଜ) ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ କଲେଜ ଛକରେ ଗାଡ଼ି ଉପରକୁ ଅଣ୍ଡାମାଡ଼ ସହ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ ବିଜେପି କର୍ମୀ ।ମନ୍ତ୍ରୀଙ୍କ ସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସ ମଧ୍ୟ ସେହି କାରରେ ଯାଉଥିବାବେଳେ ଏପରି ହୋଇଥିବାର ଜଣାପଡିଛି ।ଉଭୟେ ଦଳୀୟକାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ।

ଚୋରି ସିମେଣ୍ଟ ବୋଝେଇ ଡମ୍ପରକୁ ଧରିଲା ପୋଲିସ

ସୁନ୍ଦରଗଡ଼, ୭/୧୧(ଏସଏସନିୟୁଜ) ଗତକାଲି ରାତିରେ ରାଜଗାଙ୍ଗପୁର ପୁଲିସ ମାଟିଗେଟରୁ ଚୋରି ହୋଇଥିବା ଏକ ସିମେଣ୍ଟ ବୋଝେଇ ଡମ୍ପରକୁ ଧରିବାରେ ସଫଳ ହୋଇଛି । ଓଆର ୧୪ଏନ ୯୬୩୯ନଂ ଡ଼ମ୍ଫରଟି ୨୪୦ ବ୍ୟାଗ ସିମେଣ୍ଟ ବୋଝେଇ କରି ଡାଲମିଆ ସିମେଣ୍ଟ କାରଖାନାରୁ ବଣେଇ ପାଇଁ ବାହାରିଥିଲା । ମାଟିଗେଟ ଠାରେ ଚାଳକ ଗାଡ଼ଟିକୁ ଛିଡ଼ା କରି ଖାଇବା ଯାଇ ଫେରିବାପରେ ସିମେଣ୍ଟ ବୋଝେଇ ଗାଡିଟିକୁ କେହି ନେଇ ପଳାଇଯାଇଥିଲା ।ଏ ସର୍ମ୍ପକରେ ଡମ୍ପରମାଲିକ ରାଜଗାଙ୍ଗପୁର ଥାନାକୁ ଜଣାଇଥିଲେ ।ଏହାପରେ […]

ଦେବୀଗଡ଼ାରେ ବିସର୍ଜନ ହେଲା ୫୬ ମେଢ଼

କଟକ, ୭/୧୧(ଏସଏସନିୟୁଜ) ଗତକାଲି କଟକ ଦେବୀ ଗଡ଼ାରେ ୫୬ଟି କାଳୀ ମେଢ଼ ବିସର୍ଜନ ହୋଇଛି। ଗତକାଲି ସକାଳ ୭ଟାରୁ ଦିନ ପ୍ରାୟ ୨ଟା ପର‌୍ୟ୍ୟନ୍ତ ମେଢ଼ ବିସର୍ଜନ କରାଯାଇଥିଲା। ମଣ୍ଡପରୁ ଦେବୀଗଡ଼ା ଯାଏ ଆସୁଥିବା ମେଢ଼ ଚାରିପଟେ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇଦିଆଯାଇଥିଲା । ଦେବୀଗଡ଼ା ନିକଟରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂହଙ୍କ ସମେତପୋଲିସ ଉଚ୍ଚ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ।ରବିବାର ବାକିଥିବା ୮ଟିମେଢ ନିକଟସ୍ଥ ପୋଖରୀରେ […]