ବୋମାମାଡ଼ରେ ଜଳିଗଲା ୩୦ ଘର

ପୁରୀ, ୭/୧୧(ଏସଏସନିୟୁଜ) ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥରବା ବିବାଦ କୁ ନେଇ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନାଥପୁର ଗାଁରେ ଆଜି ଅପରାହ୍ନରେ ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଛି।ଏହାଦ୍ୱାରା ୩୦ ଘର ଜଳିଯାଇଥିବା ସୂଚନା ମିଳିଛି।ତେବେ ଜମି ଜବରଦଖଲକୁ ନେଇ ‌ଏହି ବୋମାମାଡ଼ ହୋଇଥିବା ନେଇ ଜଣାପଡ଼ିଛି। ୩୫ ମୌଜାର ଲୋକେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରୁଥିବାବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କୁବୈଠକକୁ ଡକାଯିବାରୁ ଉତ୍ତେଜନା ଦେଖାଯାଇଥିଲା।ଖବରପାଇ ୩ ପ୍ଲାଟୁନ ପୁଲିସ ଫୋର୍ସସହ ପୋଲିସ ଉଚ୍ଚଅଧିକାରୀମାନେ ଘଟଣାସ୍ଥଳରେ ପହଁଚିଥିଲୋ

Comments (0)
Add Comment