Browsing author

SATYA SANDHANA DESK

ଆଜିର ରାଶିଫଳ

ଅକ୍ଟୋବର ମାସ ୨୮ ତାରିଖ ୨୦୨୧ ମସିହା(ଗୁରୁବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ସପ୍ତମୀ,ନକ୍ଷତ୍ର- ପୂନର୍ବସୁ,ତୁଳା ଓ କୁମ୍ଭ ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ଅଷ୍ଟମୀ ର ପାର୍ବଣ ଶ୍ରାଦ୍ଧ, ତାଳ,ନଡ଼ିଆ ଭକ୍ଷଣ ନିଷେଧ । ମେଷ : -ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର […]

ପନିଅର ଖାଇବାକୁ ଦେବାବେଳେ କାମୁଡିଲା ଭାଲୁ

ବାରଙ୍ଗ,୨୭/୧୦(ଏସଏସନିୟୁଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଲୁ ସଫାରୀ ଭିତରେ ଟୁରିଷ୍ଟ ଗାଇଡ୍‌ଙ୍କୁ ଆକ୍ରମଣକରିଛି ଅଣ୍ଡିରା ଭାଲୁ।  ପର୍ଯ୍ୟଟକଙ୍କୁ ବୁଲାଇ ଆଣୁଥିବା ବେଳେ ଗାଇଡ୍‌ଙ୍କୁ ଭାଲୁ ଆକ୍ରମଣ କରିଥିଲା। ବସ୍ ଝରକାରେ ବାହାର କରି ଭାଲୁକୁ ଖଇବାକୁ ଦେବାକାଳ ସାଜିଲା । ଗାଇଡ୍‌ଙ୍କ ହାତକୁ ଝୁଣି ପକାଇଥିଲା ଭାଲୁ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।ଆଜି ଅପରାହ୍ନ ପ୍ରାୟ ସାଢେ୪ଟା ସୁଦ୍ଦା ୩୪ ଜଣ ପର୍ଯ୍ୟଟକଙ୍କୁ ଧରି ଏକ ବସ୍ ଭାଲୁ ସଫାରୀ ଭିତରେ ପ୍ରବେଶ […]

ଅକ୍ଟୋବର ମାସ ୨୭ ତାରିଖ ୨୦୨୧ ମସିହା(ବୁଧବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ,କର୍କଟ ରାଶିର ଘାତବାର,କନ୍ୟା ରାଶିର ଘାତଚନ୍ଦ୍ର,ସପ୍ତମୀ ର ପାର୍ବଣ ଶ୍ରାଦ୍ଧ, ନିମ୍ବ ,ତାଳ ଭକ୍ଷଣ ନିଷେଧ।ଆଜିର ରାଶିଫଳ ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ ଦିଆଯାଇ ନ […]

ଆଜିର ଅନୁଚିନ୍ତା

ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି ତୃଣ ପର୍ଯ୍ୟନ୍ତ ଛୋଟବଡ଼ ସମସ୍ତ ଚରାଚର ଜୀବଙ୍କୁ ଭଗବାନ୍ ହିଁ ନିଜ ବଶରେ ରଖିଛନ୍ତି । ସେ ହେଉଛନ୍ତି ସଂସାରର ସମସ୍ତ ବଳବାନ୍ ମାନଙ୍କର ମଧ୍ୟ ବଳ । ସେହି ମହାପରାକ୍ରମୀ ସର୍ବଶକ୍ତିମାନ ପ୍ରଭୁ ହିଁ ହେଉଛନ୍ତି କାଳ ତଥା ସମସ୍ତ ପ୍ରାଣୀଙ୍କର ଇନ୍ଦ୍ରିୟବଳ, ମନୋବଳ, ଦେହବଳ, ଧୈର୍ଯ୍ୟ ଏବଂ ଇନ୍ଦ୍ରିୟ ମଧ୍ୟ । ସେହି ପରମେଶ୍ବର ନିଜ ଶକ୍ତିରେ ଏହି ବିଶ୍ବର ସୃଜନ, ରକ୍ଷଣ ଓ ସଂହାର କରନ୍ତି । […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ,ଅକ୍ଟୋବର ମାସ ୨୬ ତାରିଖ୨୦୨୧ମସିହା (ମଙ୍ଗଳବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ,ମକର ରାଶିର ଘାତବାର,କନ୍ୟା ରାଶିର ଘାତଚନ୍ଦ୍ର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲ, ନିମ୍ବ ଭକ୍ଷଣ ନିଷେଧ ।👉🏿ମେଷ: ଦୃଢ଼ ମନ👉🏿ବୃଷ:ନୀଚ ବୃଦ୍ଧି👉🏿ମିଥୁନ: ମୁଖସମ୍ମାନ👉🏿 କର୍କଟ: ପଥରୋଧ👉🏿 ସିଂହ: ଆୟଯୋଗ👉🏿 କନ୍ୟା: କର୍ତ୍ତବ୍ୟ ପାଳନ👉🏿 ତୁଳା: ଧର୍ମକାର୍ଯ୍ୟ👉🏿 ବିଛା: ସୁଖହାନି👉🏿ଧନୁ:ପ୍ରସନ୍ନ ଭାବ🤙🏿ମକର:ଆତ୍ମସଂଯଗ👉🏿 କୁମ୍ଭ : ଆଶ୍ଵାସନା👉🏿 ମୀନ: ଦ୍ରବ୍ଯ ନଷ୍ଟ ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ […]

ଜଳିଗଲେ ସ୍ୱାମୀ ଓ ସ୍ତ୍ରୀ

କେନ୍ଦୁଝର , ୨୫/୧୦(ଏସଏସନିୟୁଜ)ବାମେଵାରୀ ଥାନା ବଳଦା ଗ୍ରାମରେ ଗତକାଲି ନିଆଁ ଲାଗିଯିବାରୁ ଘରେ ଶୋଇଥିବା ସମୟରେ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଦେହୁରୀ ଓ ସ୍ତ୍ରୀ ଲକ୍ଷ୍ମୀ ଦେହୁରୀ ଜୀବନ୍ତ ଦଗ୍ଧ ହୋଇଥିବା ଭଳି ଦୁଃଖଦ ଘଟଣା ଘଟିଛି ।ସୈାଭାଗ୍ୟବଶତ ପାଖରେ ଶୋଇଥିବା ଛୋଟପୁଅଟି ବଂଚିଯାଇଛି ।ଏହି ଅଗ୍ନିକାଣ୍ଡରେ ସବୁଆସବାସପତ୍ର ପୋଡି ନଷ୍ଟ ହୋଇଯାଇଥିବାର ଜଣାପଡିଛି ।  

ଚାଳକ ଖସିଗଲା,ଧରାପଡିଲା କାଠବୋଝେଇ ପିକ୍ଅପ୍ ଭ୍ୟାନ୍

ପାଟଣାଗଡ଼, ୨୫/୧୦(ଏସଏସନିୟୁଜ) ବିଳମ୍ବିତ ରାତିରେ ସିଆଲବନ୍ଧ ଗ୍ରାମ ନିକଟରେ କାଠ ବୋଝେଇ ବୋଲେରୋ ପିକ୍ଅପ୍ ଭ୍ୟାନ୍କୁ ପାଟଣାଗଡ଼ ବନ ବିଭାଗ ଜବତ କରିଛି । ଓଡି ୦୩ଡି ୪୧୮୬ନଂ ଭ୍ୟାନ୍ରେ କାଠ ନେଇ କିରିବାଞ୍ଜି ଜଙ୍ଗଲ ପଟରୁ ପାଟଣାଗଡ଼ ଆଡ଼କୁ ଆସୁଥିବାବେଳେ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ବନବିଭାଗ କର୍ମଚାରୀମାନଙ୍କ ହାବୁଡରେ ପଡିଥିଲା ।ଚାଳକ କୈାଶଳକ୍ରମେ ଫେରାର ହୋଇଯାଇଥିବାବେଳେ କାଠ ବୋଝେଇ ଗାଡିକୁ ବନବିଭାଗ ଜବତ କରିଥିଲେ ।

ଟିସି ନେବାକୁ ଛାତ୍ରଛାତ୍ରୀଙ୍କ ଭିଡ଼

କଳାହାଣ୍ଡି ,୨୫/୧୦(ଏସଏସନିୟୁଜ) ମହାଲିଙ୍ଗ ସନସାଇନ୍ କଲେଜ ବଦନାମ ହୋଇଯିବା ପରେ ଏବେ ଆରମ୍ଭ ହୋଇଯାଇଛି ଟିସି ନେବାର ପ୍ରକିୟା । ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତ ଉଜ୍ୱଳପାଇଁ ଟିସିନେବାକୁ ଭୀଡ ଲଗାଇଛନ୍ତି । ଗତକାଲି କଲେଜର ପରିଚାଳନା କମିଟିକୁ ଭାଙ୍ଗି ଦିଆଯାଇଛି। ଅନ୍ୟପଟେ ଆଜି ମହାଲିଙ୍ଗ ସନସାଇନ୍ କଲେଜରେ ଯୁକ୍ତ ଦୁଇ ଛାତ୍ରମାନଙ୍କର ପାଠପଢା ଆରମ୍ଭ ହୋଇଥିବାର ଜଣାପଡିଛି ।

ଭିଜିଲାନ୍ସ ଜାଲରେ ସିଡିପିଓ

କଳାହାଣ୍ଡି,୨୫/୧୦(ଏସ ଏସ ନିୟୁଜ)ଲାଞ୍ଚ ନେବାବେଳେ ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥ ଭିଜିଲାନ୍ସ ହାତରେ ଧରପଡିଛନ୍ତି । ଏକ ଲକ୍ଷ ଟଙ୍କା ଲାଞ୍ଚ ଅଙ୍ଗନାବାଡ଼ି କର୍ମୀ ଚୟନ ପାଇଁ ନେଉଥିବା ବେଳେ ଧରାପଡ଼ିଛନ୍ତି ।୨୩/୨୧ନମ୍ବର ରେ କୋରାପୁଟ ଭିଜିଲାନ୍ସ ବିଭାଗ ଏକ ମକଦମା ରୁଜୁକରିଛି। ଏହାପରେ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିବାର ଜଣାପଡିଛି । .

ଧବଳେଶ୍ୱର ପୀଠରେ ୧୪୪

କଟକ,୨୫/୧୦(ଏସ ଏସ ନିୟୁଜ)ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର । ହବିଷ ଅନ୍ନ ଖାଇ ବ୍ରତ ପାଳନ କରିବେ ହବିଷ୍ୟାଳି । ଧର୍ମ ମାସରେ ନିରାମିଷ ଭକ୍ଷଣ କରି ଧର୍ମ କାମ କଲେ ହୋଇଥାଏ ପୂଣ୍ୟ ଅର୍ଜନ । ଶ୍ରୀମନ୍ଦିରରେ ଭକ୍ତଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।କିନ୍ତୁ କୋଭିଡ କଟକଣା ଯୋଗୁ ଚଳିତବର୍ଷ ପୁରୀ ଆସିବାକୁ ହବିଷ୍ୟାଳିଙ୍କୁ ବାରଣ କରାଯାଇଛି ।ସେହିଁଭଳିଭାବେ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ବାବାଙ୍କ ଦର୍ଶନ ସହ ପୁଣ୍ୟର୍ଜନ […]