Browsing author

SATYA SANDHANA DESK

ମୁଣ୍ଡଳୀବ୍ରିଜରୁ ଯୁବକ ଡେଇଁ ନିଖୋଜ

ବାରଙ୍ଗ,୨୮/୧୦(ଏସଏସନିୟୁଜ)ଗୋଡିସାହିଫଣ୍ଡି ଅଧିନସ୍ଥ ମୁଣ୍ଡଳୀବ୍ରିଜ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ଆମ୍‌ହତ୍ୟା ଉଦ୍ୟମ କରି ନିଖୋଜ ଅଛନ୍ତି । ଆତ୍ମହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ କାମ କରୁଥିବା ଘରୋଇ କମ୍ପାନୀର ଚାପ ଯୋଗୁ ଏପରି କରିଥିବାର ତାର ପରିବାର ଲୋକ କହିଛନ୍ତି ।ନିଖୋଜ ଯୁବକ ହେଉଛନ୍ତି ଭୁବନେଶ୍ୱର ନୟାପଲ୍ଲୀରେ ରହୁଥିବା ବ୍ରହ୍ମପୁର ଅଂଚଳର ଚନ୍ଦ୍ରମଣି ତ୍ରିପାଠୀ(୩୫) । ଗୁରୁବାର ଅପରାହ୍ନରେ ଓଡି୦୭-ପି-୧୨୮୬ନଂ ସ୍କୁଟି ଯୋଗେ ଯୁବକ ଜଣକ ମୁଣ୍ଡଳୀ ବ୍ରିଜ ଉପରକୁ ଆସିଥିଲେ ।ବ୍ରିଜ ଉପରେ ଗାଡି […]

ମେଣ୍ଢାଶାଳରେ ବାର୍‌ହା ଉପଦ୍ରବ,ଫସଲ ନଷ୍ଟ

ମେଣ୍ଢାଶାଳ,୨୮/୧୦(ଏସଏସନିୟୁଜ)ଗତକାଲି ବିଳମ୍ଭିତ ରାତିରେ ଦେଉଳିଆପାଟଣା ପାହାଡରୁ ବାରହା ପଲ୍ଲ ବାହାରି ମେଣ୍ଢାଶାଳଗାଁ ନିକଟସ୍ଥ ମଜୁରକୁଣ୍ଡ ମାଳ ଗହିରରେ ପଶିପାଚେଲାଧାନ ଖାଇ ନଷ୍ଟ କରିଦେଇଛନ୍ତି ।ଗାଁର ନବକିଶୋର ସାମନ୍ତ ରାୟ,ବିଜୟ ସାମନ୍ତରାୟ କରିଥିବା ସ୍ୱର୍ଣଧାନ ଫସଲ ଖାଇ ନଷ୍ଟ କରିବାସହ ଦଳିଚକଟି ଧାନକୁ କାଦୁଅ ବିଲରେ ମାଡି ଦେଇଛନ୍ତି ।ଏହାଫଳରେ ପାଖାପାଖି ୨ଏକର ଧାନଫସଲ ନଷ୍ଟ ହୋଇଯାଇଛି ।ଗତକିଛିବର୍ଷ ଧରି ଦେଉଳିଆପାହଡ ନିକଟ ଟୁବିସୋରା, ମଜୁରକୁଣ୍ଡ ଗହିରରେ ପଲପଲ ବାରହାପଶି ଧାନଫସଲ ନଷ୍ଟ କରୁଛନ୍ତି ।ଏହି ଅଂଚଳ ସିଟିଫରେଷ୍ଟ […]

ନିସହାୟଙ୍କୁ ବାଂଟିଲେ ରାସନ

ଭୁବନେଶ୍ୱର,୨୮/୧୦(ଏସଏସନିୟୁଜ)ଅଖିଳ ଭାରତୀୟ ବ୍ରାହ୍ମଣ ଏକତା ପରିଷଦ ଓଡ଼ିଶା ତଥା ସଂକଳ୍ପ ବ୍ରାହ୍ମଣ ଏକତା ଅଭିଯାନ ତରଫରୁ ଆଜି ଗରିବ ନିସହାୟ ୫୦ ପରିବାରଙ୍କୁ ରାସନ ସାମଗ୍ରୀ ବଂଟନ କରାଯାଇଛି । ସେଥିରେ ଅଖିଳ ଭାରତୀୟ ବ୍ରାହ୍ମଣ ଏକତା ପରିଷଦର ଓଡ଼ିଶା ପ୍ରଭାରୀ ଶ୍ରୀଯୁକ୍ତ ମନୋଜ କୁମାର ପାଣିଗ୍ରାହୀ, ସଭାପତି ଅଶୋକ କୁମାର ମିଶ୍ର.ଉପଦେଷ୍ଟା ରାମଶଙ୍କର ଶତପଥୀ ,ସଂପାଦକ ଅମିୟ ରଞ୍ଜନଶତପôଥ, ସହ ସଂପାଦକ ବ୍ୟମକେଶ ଉପାଧ୍ାୟ ,ସଦସ୍ୟ ଏମ ସୁଦର୍ଶନ ଶର୍ମା,ଅଜୟ କୁମାର ଦୀକ୍ଷିତ, ରାମକୃଷ୍ଣ ତ୍ରିପାଠୀ,ଦିପକ […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ, ଅକ୍ଟୋବର ମାସ ୨୯ ତାରିଖ ୨୦୨୧ ମସିହା(ଶୁକ୍ରବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ,ନକ୍ଷତ୍ର- ପୁଷ୍ୟା,ବିଛା,ଧନୁ ଓ ମୀନ ରାଶିର ଘାତବାର,ଅଷ୍ଟମୀ ର ଏକୋଦିଷ୍ଟ ଶ୍ରାଦ୍ଧ. ନଡ଼ିଆ,ଲାଉ ଭକ୍ଷଣ ନିଷେଧ👉🏿ମେଷ: ଅନୁତାପ👉🏿ବୃଷ: ବର୍ଷାଭାବ👉🏿ମିଥୁନ: ପ୍ରାଧାନ୍ୟ👉🏿 କର୍କଟ: ଘାତ ଚନ୍ଦ୍ର👉🏿 ସିଂହ: ଶ୍ରୀ ଚନ୍ଦ୍ର👉🏿 କନ୍ୟା: ଆବଦ୍ଧ ଯୋଗ👉🏿 ତୁଳା: ଆୟଯୋଗ👉🏿 ବିଛା: ପରିଶ୍ରମ👉🏿ଧନୁ:ସୁଖହାନି🤙🏿 ମକର : ଦେହପିଡା👉🏿 କୁମ୍ଭ : ବନ୍ଧୁ ମିଳନ👉🏿 ମୀନ: ଦୁର୍ଭାବନା। ମେଷ:-ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ […]

ଆରମ୍ଭ ହେଲା ମୋବାଇଲ ସ୍କୁଲ

୧. ଓଡିଶାରେ ଆରମ୍ଭ ହେଲା ମୋବାଇଲ ସ୍କୁଲ, ଗାଁକୁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବ ଏକ ସ୍ବତନ୍ତ୍ର ଭ୍ୟାନ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱରଠାରେ ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ ମୋବାଇଲ୍‌ ସ୍କୁଲ୍‌ ଇନ୍‌ ଏ ଭ୍ୟାନ୍‌’କୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ୨. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଲେ ୬୦୯ ବିଦ୍ୟାର୍ଥୀ । ୩. ୪୮ ଘଣ୍ଟା […]

ଆଜିର ଅନୁଚିନ୍ତା

୧.ସମ୍ମାନ ପାଇବାକୁ ହେଲେ ଅନ୍ୟକୁ ସମ୍ମାନ ଦେବାକୁ ପଡିଥାଏ । କାହାଠାରୁ ଜୋର୍ ଜବରଦସ୍ତି ସମ୍ମାନ ମିଳି ନ ଥାଏ । ୨.ଖରାପ ତ ସେତେ ବେଳେ ଲାଗେ ଯେତେବେଳେ କାହାର ବିପଦର ସାଥି ହେବା ପରେ ସେ ଆମକୁ ଭୁଲି ଯାଇଥାଏ । ୩.ଜୀବନରେ ପ୍ରତ୍ୟେକ ଝଡ କ୍ଷତି କରିବାକୁ ଆସେନାହିଁ, କିଛି ଝଡ ଆସିଥାଏ ଜୀବନର ରାସ୍ତାକୁ ସଫା କରିବା ପାଇଁ । ୪.ବାପା ମାଆଙ୍କୁ ଅଶାନ୍ତିରେ ରଖି,ଶହେ ଦେବା ଦେବୀଙ୍କୁ ପୂଜା କଲେ […]

ବାଇକ୍ ଲୁଟେରା ଗ୍ୟାଙ୍ଗର ୪ଜଣଙ୍କୁ ଧରିଲା ଗୋପ ପୁଲିସ

ଗୋପ, ୨୮/୧୦(ଏସଏସନିୟୁଜ)ଚୋରୀ କରିବାକୁ ଉଦ୍ୟମ କରୁଥିବାବେଳେ ଲୋକମାନେ ଧରି ଉତମମଧ୍ୟମ ଦେଇ ପୋଲିସକୁ ଧରାଇଦେଲେ ।ଏହାପରେ ପୋଲିସ ପଚରାଉଚରା ବେଳେ ମାନିବା ସହ ସେମାନଙ୍କଠାରୁ ୮ଟି ବାଇକ ସହ ତାଙ୍କର ଅନ୍ୟଦୁଇ ସହ ଯୋଗୀକୁ ଗିରଫ କରିବାରେ ସଫଳ ହୋଇଛି ଗୋପଥାନା ପୋଲିସ । ଗୋପ ଥାନା ଅଧିନ ନାଗପୁର ବଜାରରେ ଗତ ୨୫ ତାରିଖ ସନ୍ଧ୍ୟା ରେ ଦୁଇ ଜଣ ବାଇକ୍ ଚୋର ଏକ ବୁଲେଟ୍‌ରେ ଚାବି ଭର୍ତି କରୁଥିବାବେଳେ ବ୍ୟବସାୟୀମାନେ ଧରି ପୋଲିସକୁ ଜିମା […]

ପ୍ରସନ୍ନଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର, ୨୮/୧୦(ଏସଏସନିୟୁଜ) ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି ।ଏକକାଳିନ ୫ଟି ଘରେ ୫ଟି ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି ।କଳ୍ପନା ଛକ ବାସଭବନ ଓ ଡୁମଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର ଗୋଦାମ, ଲିଙ୍ଗିପୁର ଶାନ୍ତିବିହାର ଫର୍ଣ୍ଣିଚର ୱାର୍କସପ୍ ଓ ପାତ୍ରପଡ଼ା ସାଉଥସିଟି ବାର୍ ଓ ଖୋର୍ଦ୍ଧା ଜିଲ୍ଲାର ନୂହାପଡ଼ା ଗାଁରେ ଥିବା ୨ ମହଲା ଘରେ ରେଡ୍ ଚାଲିଛି ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର, ୨୮/୧୦(ଏସଏସନିୟୁଜ)ପଂଚାୟତ ନିର୍ବାଚଣ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତିପର୍ବ ।ଏଥିନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ଏକ ସର୍ବଦଳୀୟ ବୈଠକ ପାଇଁ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଓ କାର‌୍ୟ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ବିଷୟରେ ଆଲୋଚନା କରିବେ ବୋଲି ଜଣାପଡିଛି । କୋଭିଡ କଟକଣାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ନଭେମ୍ବର ୬ ତାରିଖ ପୂର୍ବାହ୍ନ ୧୧ […]

୪ ଲୁଟେରା, ସୁନା ଦୋକାନୀକୁ ଗିରଫ କଲା କମିସନରେଟ ପୁଲିସ

ଭୁବନେଶ୍ବର,୨୮/୧୦(ଏସଏସନିୟୁଜ)ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଲୁଟପାଟ୍ କରୁଥିବା ୪ ଜଣିଆ ଗ୍ୟାଙ୍ଗ ଓ ଏମାନଙ୍କଠାରୁ ଲୁଟ୍ ସୁନା କିଣୁଥିବା ଜଣେ ସୁନା ଦୋକାନୀକୁ ଗିରଫ କରିଛି କମିସନରେଟ ପୁଲିସ ।ସେମାନେ ହେଲେ ଖୋର୍ଦ୍ଧାର ଲକ୍ଷ୍ମଣ ସାହୁ ଓରଫ୍ ନିଖିଲ(୨୩), ସୁଶୀଲ କୁମାର ରଣା ଓରଫ୍ ସିଲୁ(୧୯), ଶାସ୍ତ୍ରୀନଗର ଅଞ୍ଚଳର ପ୍ରଦୀପ ସାହୁ(୧୯) ଓ ନୂଆପଲ୍ଲୀ ବେହେରା ସାହିର ବବୁଲ ସାମନ୍ତରାୟ(୨୫)। ଗିରଫ ସୁନା ଦୋକାନୀ ହେଲା ପୁରୀ ସତ୍ୟବାଦୀ ଅଞ୍ଚଳର ଗୋପୀନାଥ ଦାସ ଓରଫ୍ ବାପି। ସେମାନଙ୍କ ଠାରୁ […]