Browsing author

SATYA SANDHANA DESK

ଆଜିର ଅନୁଚିନ୍ତା

🦋ଆଜି ଦିନରେ ଲୋକଙ୍କ ପାଖରେ ଅର୍ଥର ଅଭାବ ନାହିଁ,ଘରର ଅଭାବ ନାହିଁ,ଖାଦ୍ୟର ଅଭାବ ନାହିଁ ମଣିଷ ର ଅଭାବ ନାହିଁ,” ତଥାପି ମଣିଷ ପାଖରେ ସୁଖ ନାହିଁ ।” କାରଣ “ଏବେ ମଣିଷ ପାଖରେ ଭଲପାଇବାର ଅଭାବ ସହନଶୀଳତା ର ଅଭାବ” ଆଉ “ମଣିଷପଣିଆ ର ଅଭାବ । 🦋ଖୁବ୍ ଅଳ୍ପକେ ଯେଉଁମାନେ କାହାକୁ ଆପଣାର କରି ନିଅନ୍ତି ଦୁନିଆରେ ସେହିମାନେ ସବୁଠାରୁ ବେଶୀ କଷ୍ଟ ପାଆନ୍ତି । 🦋ଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବେ ସହିବାର […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୬ ତାରିଖ ୨୦୨୧ ମସିହା(ରବିବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ପଞ୍ଚମୀ ,ବିଛା ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତାବାର,ପଞ୍ଚମୀ ର ଏକୋଦିଷ୍ଟ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ। ବେଲ, ନିମ୍ବ ଭକ୍ଷଣ ନିଷେଧ| ମେଷ-ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। […]

ଶୁଣିଲେନି ସରକାର,ପୁଣି ଧାରଣା ଦେବ ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘ

ବାରଙ୍ଗ,୨୫/୯(ଏସଏସନିୟୁଜ) ଶୁଣିଲେନି ସରକାର,ପୁଣି ଧାରଣା ଦେବ ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘ ।ବାରଙ୍ଗ ତହସିଲ ଅଧିନ କଟକ ସିଡିଏ ସେକ୍ଟର ୧୩ରେ ତୁଳସୀପୁର ଓ ବିଡାନାସୀ ଅଞ୍ଚଳର ଦଳିତମାନଙ୍କୁ ସକାରଙ୍କ ତରଫରୁ ଦିଆଯାଇଥିବା ଜାଗାକୁ ନେଇ ଯେଉଁ ସମସ୍ୟା ଉପୁଜିଥିଲା ପ୍ରଶାସନ ତାର ସମାଧାନ କଲା ନାହିଁ। ବହୁବାର ଦାବୀ ଓ ଆପତି ଦଳିତମାନେ କରିଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇନଥିଲା ।ବାଧ୍ୟହୋଇ ନିଜ ହକ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘ […]

ଅରିନ୍ଦମଙ୍କ ସ୍ମୃତିରେ…

ବାରଙ୍ଗ,୨୫/୯(ଏସଏସନିୟୁଜ)ମହାନଦୀର ମୁଣ୍ଡୁଳି ନିକଟସ୍ଥ ବ୍ୟାରେଜ ନିକଟରେ ଜଙ୍ଗଲୀ ଦନ୍ତା ହାତୀଟିକୁ ବନ୍ୟା ଜଳରୁ ଉଦ୍ଧାର କରିବା ସମୟରେ ଓଡ୍ରାଫଟିମ ର ବୋଟ ରେ ଲାଇଫ ଭିଜୁଆଲ ନେବାକୁ ଯାଇଥିବା ଓଟିଭି ସାମ୍ବାଦିକ ଅରିନ୍ଦମ ଦାସ ବୋଟ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା । ତାଙ୍କ ସ୍ମୁତିରେ ଓଡିଶା ଓ୍ବେଲ ଫେୟାର ଆଶୋସିସନ ତରଫରୁ ବାରଙ୍ଗ ପ୍ରେସ କ୍ଲବ ଠାରେ ଶନିବାର ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଆଶୋସିସନ ତଥା ପ୍ରେସକ୍ଲବ ସଭାପତି ଲିଙ୍ଗରାଜ ରାଉତଙ୍କ ସଭାପତିତ୍ବରେ ଆୟୋଜିତ କାର‌୍ୟ୍ୟକ୍ରମରେ […]

ପ୍ରେମୀ ଯୁଗଳଙ୍କୁ ଉଲଗ୍ନ କରି ଭିଡିଓ ଭାଇରାଲ୍ ମହଙ୍ଗାପଡିଲା

ମାଲକାନଗିରିର,୨୫/୯(ଏସଏସନିୟୁଜ) ପ୍ରେମୀଯୁଗଳଙ୍କୁ ଜଙ୍ଗଲରେ ଏକୁଟିଆ ପାଇଁ ଅସଦାଚରଣ କରିବା ଓ ସେମାନଙ୍କ ଭିଡିଓ ବନାଇ ଭାଇରାଲ କରିବା ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ଥାନାପୋଲିସ ।ଏହିଭଳି ଏକ ଲଜ୍ୟାଜନକ ଘଟଣା ଘଟିଥିଲା ମାଲକାନଗିରି ଥାନା ଅନ୍ତର୍ଗତ ପଦ୍ମଗିରି ଅଂଚଳରେ ଘଂଚ ଜଂଗଲରେ । ଅସଞ୍ଜତ ଅବସ୍ଥାରେ ପ୍ରେମୀ ଯୁଗଳ ଧରିପଡିବା ପରେଆରମ୍ଭ ହୋଇଯାଇଥିଲା ଅତ୍ୟାଚାର । ପ୍ରେମୀ ଯୁଗଳ ଙ୍କ ଅସହାୟତାର ଭିଡିଓ ମଧ୍ୟ ବନେଇଲେ । ଯେତେ କାକୁତିମିନତି […]

ପଞ୍ଚଭୂତରେ ଲୀନ ହେଲେ ଅରିନ୍ଦମ ଦାସ

କେନ୍ଦୁଝର,୨୫/୯(ଏସଏସନିୟୁଜ) ସାହସୀ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ପଞ୍ଚଭୂତରେ ଲୀନ ହୋଇଛନ୍ତି। ଆଜି ବଢି ଭୋରରେ ଅରିନ୍ଦମଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଁଚିବାପରେ ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ ଶ୍ମଶାନ ଅଭିମୁଖେ ନେଇଥିଲେ । ବୈତରଣୀ ନଦୀ କୂଳରେ ଶୋକାକୁଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।ଶ୍ମଶାନରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ସମେତ ଓଟିଭିର ବହୁ କର୍ମଚାରୀ ଓ […]

ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

କାମାକ୍ଷାନଗର,୨୫/୯(ଏସଏସନିୟୁଜ) ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାରୁହାଁ ପଞ୍ଚାୟତରସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛିା ଗତକାଲି ବିଳମ୍ବିତ ରାତିରେ କାରରେ ବାରୁହାଁରୁ କାମାକ୍ଷାନଗର ଆସୁଥିବା ବେଳେ ଜାମୁଝରା ନିକଟରେ ଏହି ଗୁଳିମାଡ଼ ହୋଇଥିଲା । ରାଜନୈତିକ ଶତ୍ରୁତାରୁ ଏହି ହତ୍ୟା ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଦୀପକ କାରରେ ଯାଉଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରକୁ ଏକାଧିକ ଗୁଳି ମାଡ କରିଥିଲେ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ  ଡାକ୍ତର ତାଙ୍କୁ ମୃତ […]

ବଡ଼ ମା’କୁ ପୁତୁରା କଲା ଦୁଷ୍କର୍ମ

ସମ୍ବଲପୁର,୨୫/୯(ଏସଏସନିୟୁଜ) ନିଜ ବଡ଼ ମା’କୁ ଅଚେତ କରାଇ ପୁତୁରା ଦୁଷ୍କର୍ମ କରିଥିବାର ଅଭିଯୋଗ ଧମା ଥାନାରେ ହୋଇଛି । ଶ୍ରୀକାନ୍ତ କୋକ ନାମକ ୩୦ବର୍ଷିୟ ଯୁବକ ଗତକାଲି ସନ୍ଧ୍ୟାରେ ୫୦ବର୍ଷିୟ ତାଙ୍କର ବଡମାକୁ ମଦପିଆଇଦେଇଥିଲେ ।ମଦପିଇସାରିବାର କିଛି ସମୟପରେ ସେ ଅଚେତ ହୋଇପଡିଥିଲେ ।ଫଲରେ ମହିଳାଜଣଙ୍କ ରାତିସାରା ଅଚେତ ରହିଥିଲେ ।ଏହି ସୁଯୋଗରେ ଶ୍ରୀକାନ୍ତ ମହିଳାଙ୍କୁ ବଳାତ୍କାର କରିଥିଲା । ସକାଳୁ ଚେତା ଫେରିବା ପରେ ରାତିରେ ଘଟିଥିବା ଘଟଣା ବିଷୟରେ ମହିଳା ଜଣକ ଜାଣିବାକୁ ପାଇବାସହ […]

ମାଡିଆସୁଛି ବାତ୍ୟା ଡିଆଁମୁ

ଈୁବନେଶ୍ୱର,୨୫/୯(ଏସଏସନିୟୁଜ) ମାଡିଆସୁଛି ବାତ୍ୟା ଡିଆଁମୁ । ଦକ୍ଷିଣ ଓଡିଶା -ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଉଛି ୨୬ ତାରିଖରେ ଏହା ସ୍ଥଳଭାଗ ଛୁଇଁବାସହ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ମଧ୍ୟଭାଗରେ ଥିବା କଳିଙ୍ଗପାଟ୍ଟନମ ଦେଇ ଗତି କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ୱେଲମାର୍କରେ ପରିଣତ ହୋଇଛି । ୧୨ଘଣ୍ଟାରେ ନେବ ଅବପାତ ରୂପ ।ଏହାର ପ୍ରଭାବରେ ଉତ୍ତର […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୫ ତାରିଖ ୨୦୨୧ ମସିହା(ଶନିବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ,ମେଷ ରାଶିର ଘାତଚନ୍ଦ୍ର,ବୃଷ ,ସିଂହ ଓ କନ୍ୟା ରାଶିର ଘାତାବାର,ପଞ୍ଚମୀ ର ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ମୂଳା,ବେଲ ଭକ୍ଷଣ ନିଷେଧ | ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ […]