Browsing author

SATYA SANDHANA DESK

ଗୁଲାବ କଲା ବାଦଲ ଫଟା ବର୍ଷା

୧-REETରେ ଚିଟ କରିବା ପାଇଁ ସ୍ୱତନ୍ତ୍ର ଚପଲ: ୪୦ ଜଣଙ୍କୁ ଗିରଫ କଲାଣି ପୋଲିସ ।ସେମାନେ ପିନ୍ଧିଥିବା ଚପଲ ‘ସୋଲ୍’ରେ ‘ବ୍ଲୁଟୁଥ୍ ଡିଭାଇସ୍’ ଖଞ୍ଜା ଯାଇଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି। ୨–‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିସନ୍‌’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ; ପ୍ରତ୍ୟେକ ନାଗରିକଙ୍କ ପାଇଁ ‘ସ୍ବାସ୍ଥ୍ୟ ପରିଚୟପତ୍ର’ ୩-ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ । ୪-ଗୁଲାବ ପ୍ରଭାବରେ ବାଦଲ ଫଟା […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୮ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ସପ୍ତମୀ ,ନକ୍ଷତ୍ର- ମୃଗଶିରା,ବିଛା ରାଶିର ଘାତଚନ୍ଦ୍ର,ମକର ରାଶିର ଘାତାବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ। ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ […]

ଆଜିର ଅନୁଚିନ୍ତା

-ଆଜିର ନୀତିବାଣୀ- ➡️”ହଠାତ ରାଗିଯାଇ କିଛି କରିବା ପୂର୍ବରୁ ଅନ୍ତତଃ ଥରେ ଭାବନ୍ତୁ, କାରଣ ପ୍ରତ୍ୟେକ ରାଗ ଜୀବନରୁ କିଛି ନା କିଛି ଛଡ଼େଇ ନିଏ !! ➡️”ଜୀବନରେ ଶାନ୍ତିରେ ରହିବା ପାଇଁ ଦୁଇଟି ମାର୍ଗ କ୍ଷମା କରିଦିଅ ତାଙ୍କୁ ଯାହାକୁ ତୁମେ ଭୁଲିପାରିବ ନାହିଁ ଭୁଲିଯାଅ ସେମାନଙ୍କୁ ଯାହାକୁ ତୁମେ କ୍ଷମା କରିପାରିବ ନାହି !! ➡️”ଯିଏ ରାଗରେ ଭୁଲ୍ କରନ୍ତି ସିଏ ବଦଳି ଯାଆନ୍ତି ହେଲେ ଯିଏ ଆତ୍ମଗର୍ବରେ ଭୁଲ୍ କରନ୍ତି ସିଏ କେବେ […]

ପୁଣି ଅଜଗର ଧରିଲେ ବୁଲୁ

ମେଣ୍ଢାଶାଳ,୨୭/୯(ଏସଏସନିୟୁଜ)ପୁଣି ସାପ ଧରିଲେ ବୁଲୁ ।ଏଥର ଅଜଗରସାପକୁ ଧରିଛନ୍ତି । ମଳିପଡା ପଂଚାୟତର କାଟେଣିଗ୍ରାମର ଚିତ୍ରସେନମହାରଣାଙ୍କ ଘରେ ପଶିଥିଲା ସାତଫୁଟ ଲମ୍ବର ଏକ ଅଜଗରସାପ ।ସାପଟି ଚନ୍ଦକା ଜଙ୍ଗଲରୁଅସି ତାଙ୍କ ଘରେ ପଶିଯାଇଥିଲା ।ରବିବାର ରାତିରେ ପରିବାରଲୋକ ସାପଟିକୁ ଦେଖିବାପରେ ଭୟଭିତ ହୋଇପଡିଥିଲେ ।ଏହାପରେ ପରିବାର ଲୋକଙ୍କଠାରୁ ମୋବାଇଲ ଯୋଗେ ସୁଚନା ପାଇଁ କାଳବିଳମ୍ଭ ନକରି ଧାଇଁଥିଲେ ମେଣ୍ଢାଶାଳ ଗ୍ରାମର ସାପଧରାଳି ସଂ୍‌ଯୁକ୍ତପାତ ଓରଫବୁଲୁ ।ଅଜଗରସାପଟିକୁ ଧରିବାସହ ତାକୁ ଆଣି ଚନ୍ଦକା ଜଙ୍ଗଲରେ ଛାଡିବାପରେ ପରିବାର ଲୋକେ […]

୮୦ ଲକ୍ଷଟଙ୍କାର ଗଂଜେଇ ଜବତ

ମାଲକାନଗିରି,୨୭/୯(ଏସଏସନିୟୁଜ) ବାଜାଜ ଅଟୋରୁ ମିଳିଲା ଗଞେଇ । ଚିତ୍ରକୋଣ୍ଡା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଆସୁଥିବା ଗୁଣ୍ଠାୱାଡା ଗ୍ରାମପାଖରେ ଏକ ଅଟୋକୁ ରୋକିଥିଲେ । ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ବୋଝେଇ ବସ୍ତା ଥିବା ଜଣା ପଡ଼ିଥିଲା।ପରେ ପୋଲିସ ଏଥିରେ ସମ୍ପୃକ୍ତ ଧନପମି ଜାନି, ଅର୍ଜନ ଗୋଲାରି, ଜଗବନ୍ଧୁ ଖରା, କିଲଚିନା ରାଓ, ବାଲୁକିନ୍ଦାଲ ଓ ସନିଆ ବଡନାୟକଙ୍କ ସମେତ ୬ଜଣଙ୍କୁ ଚୋରା ଚାଲାଣରେ ସମ୍ପୃକ୍ତଥିବା ଅଭିଯୋଗରେ  ଗିରଫ କରିଛି ।ସେମାନଙ୍କଠାରୁ ସେମାନଙ୍କ ଠାରୁ ପ୍ରାୟ […]

ଜିତିଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର, ୨୭/୯(ଏସଏସନିୟୁଜ) ଶେଷ ହୋଇଛି ବହୁଚର୍ଚ୍ଚିତ ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ।ଭୁବନେଶ୍ୱର କ୍ଲବ୍ ସଭାପତି ଭାବରେ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ହରାଇଅସିତ୍ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି ।ଅସିତ୍ ତ୍ରିପାଠୀଙ୍କୁ ମୋଟ ୭୭୬ ଭୋଟ୍ ମିଳିଲା । ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ-ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ସଭାପତି ନିର୍ବାଚନ ମୈଦାନରେ ଥିଲେ ।

ଆଜିର ଅନୁଚିନ୍ତା

🦋ହଜାରେ ଲୋକଙ୍କ ସହିତ ସମ୍ପର୍କ ଯୋଡିବା କିଛି ବଡ କଥା ନୁହେଁ, ବଡ କଥା ଗୋଟିଏ ସମ୍ପର୍କକୁ ଆଜୀବନ ତୁଲାଇବା । 🦋ସମ୍ମାନ ଏଭଳି ଗୋଟିଏ ଜିନିଷ ଯଦି ଆପଣ ପାଇବାକୁ ଚାହୁଁଛନ୍ତି ତାହା ହେଲେ ପ୍ରଥମେ ଦେବା ଶିଖନ୍ତୁ । 🦋ଏଇ ଦୁନିଆରେ ଗୋଟିଏ ହାତରେ ତାଳି ବାଜେନା, ଦୁଇଟି ହାତର ଆବଶ୍ୟକ ହୋଇଥାଏ ।ତୁମେ ନିଜେ ନିର୍ଦୋଷ ହୋଇ ଅନ୍ୟକୁ ଦୋଷୀ କରନା ।ହୁଏତ ତୁମେ ଏ ଦୁନିଆ ଦାଣ୍ଡରେ ଦୋଷ ମୁକ୍ତ ହୋଇପାର […]

ଟଳିଲା ବିପଦ

୧-ପାଠ ପଢ଼ିବାର ଅଜବ ନିଶା : ଅପରେସନରେ ଛୁଆ ପ୍ରସବ କରି ସାରିବା ପରେ ଆମ୍ବୁଲାନ୍ସ ରେ REET ପରୀକ୍ଷା ଦେବା ପାଇଁ ମହିଳା ପହଞ୍ଚିଲେ ପରୀକ୍ଷା କେନ୍ଦ୍ରରେ ୨-ଆଜି ଭାରତ ବନ୍ଦ : କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରୁଛନ୍ତି ଓଡିଶାର ୭ ରାଜନୈତିକ ଦଳ । ୩-ବରଗଡ ପୋଲିସ ହାଜତ ମୃତ୍ୟୁ ଓ ଲାଠିଚାର୍ଜ ଘଟଣାରେ ପୁଲିସ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ବରଗଡ ଟାଉନଥାନାର ୨ ଜଣ ଏଏସଆଇ ଜଣେ ଏସଆଇ ଓ ଜଣେ […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ,ସେପ୍ଟେମ୍ବର ମାସ ୨୭ ତାରିଖ ୨୦୨୧ ମସିହା(ସୋମବାର),ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ଷଷ୍ଠୀ,ନକ୍ଷତ୍ର- ରୋହିଣୀ,ବିଛା ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତାବାର,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ, ନିମ୍ବଓତାଳ ଭକ୍ଷଣ ନିଷେଧ । ମେଷ:-ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ […]

ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ଭୁୁବନେଶ୍ୱର,୨୬/୯(ଏସଏସନିୟୁଜ)ଆରମ୍ଭ ହୋଇଯାଇଛି ବାତ୍ୟାଗୁଲାବ’ର କଳିଙ୍ଗପାଟ୍ଟନମ ଓ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା । ମଧ୍ୟରାତ୍ର ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରୀ ରହିବ । ସନ୍ଧ୍ୟା ୬ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା । ପବନର ବେଗ ୭୫ରୁ ୮୫ କିଲୋମିଟର ରହିଛି ।ଏହାର ବିଶେଷ ପ୍ରଭାବ ଗଂଜାମ ଓ ଗଜପତି ଜିଲ୍ଲାରେ ପଡିବ ବୋଲି ଓଗଊ ପକ୍ଷରୁ ସୂଚନା ଦେଇଛନ୍ତି। ଧୀରେ ଧୀରେ ପବନର ବେଗ ବଢିବ […]