Browsing author

SATYA SANDHANA DESK

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ପଶ୍ଚାତାପ କରୁଥିବା ମଣିଷ ହିଁ ପରିବର୍ତ୍ତନକୁ ଆପଣେଇ ପାରେ,ଭୁଲକୁ ଗ୍ରହଣ କରୁୁନଥିବା ଲୋକ ପାଇଁ ପରିବର୍ତ୍ତନ ଏକ ଅସମ୍ଭବ ଏବଂ ଅନିଶ୍ଚିତ ପରିଧି !! ➡️”ଦୁଃଖିଲୋକ ଅବସ୍ଥାରେ ପଡ଼ି ପାପ କରିଥାଏ ।ଅସତ୍ୟ ସମାନ ପାପ କିଛି ନାହିଁ ।ସମସ୍ତ ସତ୍ୟ କର୍ମର ମୂଳ ଆଧାର ହେଉଛି ସତ୍ୟ ➡️”ଆରମ୍ଭ ଯେପରି ହେଉ ନା କାହିଁକି,ଈଶ୍ୱରଙ୍କ ଏହି ସୃଷ୍ଟିରେ ଶେଷ ପରିଣତି ଉତ୍ତମ ହେବା ଥୟ !! ➡️”ସୁସ୍ଥ ଥିବା ପର୍ଯନ୍ତ ନିଜ ଆତ୍ମାର […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୦୮ ତାରିଖ ୨୦୨୧ ମସିହା(ବୁଧବାର)ଭାଦ୍ରମାସ-ଶୁକ୍ଳପକ୍ଷ,ତିଥି-ଦ୍ଵିତୀୟା,ବୃଷ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବୋଇତିକଖାରୁ,ପୋଟଳଭକ୍ଷଣ ନିଷେଧ । ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷ-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ […]

ପୌର ନିର୍ବାଚନ ପାଇଁ ଫିଟିଲା ବାଟ

ଭୁବନେଶ୍ୱର, ୭/୯(ଏସଏସନିୟୁଜ) ପୌର ନିର୍ବାଚନ ପାଇଁ ଫିଟିଲା ବାଟ ।ଏଥିନିମନ୍ତେ ଆଜି ବିଧାନସଭାରେ ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି ।ଏହି ଆଧାରରେ ଏସସି, ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ରହିଛି । ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଏସସି, ଏସଟିଙ୍କୁ ସଂରକ୍ଷଣ ଓ ପରେ ଅବଶିଷ୍ଟ ଅଂଶକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯିବ ।କିନ୍ତୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଆସନ ୨୭ ପ୍ରତିଶତରୁ କମ୍ ହେବ […]

ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

ଭଦ୍ରକ, ୭/୯(ଏସଏସନିୟୁଜ) ଏକ ଅଟୋରେ ନକଲି ଜର୍ଦ୍ଦା ନେଇ ଯାଜପୁର ଯାଉଥିବାବେଳେ ପୁରୁଣାବଜାର ପୁଲିସ ହାତରେ ଧରାପଡିଛି ।ବିଶେଷସୁତ୍ରରୁ ଖବରପାଇ ପୋଲିସ ଚଢଉ କରି ଅଟୋସହ ଦେଢ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଜର୍ଦ୍ଦାକୁ ଜବତ କରିଛି ।ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।ଏହିଗଟଣାରେ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟଚାଳଣ କରିଛି ।

ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି

ବ୍ରହ୍ମଗିରି,୭/୯(ଏସଏସନିୟୁଜ)ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ଲହଡ଼ି ମାରୁଛି ।ସମୁଦ୍ର ପାଣି ଗାଁ ଭିତରକୁ ମାଡ଼ି ଆସିଥିବାରୁ ଲୋକଙ୍କ ମନରେ ଭୟରବାତାବରଣ ସୃଷ୍ଟି ହେବାସହ ଛନକା ପଶିଯାଇଛି ।କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁରେ ଆଜି ସକାଳେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ ।ଯାହାଫଳରେ ଗ୍ରାମବାସୀମାନେ ଭୟଭିତ ହୋଇପଡିଥିବାବେଳେ ଲାକେମାନଙ୍କ ଘରେ ପାଣି ପଶିବାରୁ ଜିନିଷପତ୍ର ନଷ୍ଟ ହୋଇଯାଇଥିବାର ଜଣାପଡିଛି ।

ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍ଡାଉନ ଫେରିବ

ଭୁବନେଶ୍ୱର,୭/୯(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର‌୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ […]

ଲକ୍ଷ୍ମଣ ରେଖା ପାରି ନକରିବାକୁ ଦେଲେ ଚେତାବନୀ

୧. ଅଣୁ,କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ ପାଇଁ ନାଲ୍‌କୋ ତରଫରୁ ଶୁଭାରମ୍ଭ ହେଲା ‘ନମସ୍ୟ’ ମୋବାଇଲ ଆପ୍ । ୨. ସରକାରୀ ସୁବିଧାରୁ ବଞ୍ଚିତ ହେବେ ଜିଲ୍ଲାର ୧୧୪୬ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ୩. କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ବିପୁଳ ସ୍ବାଗତ, ଓଡିଶା ଜଳବିବାଦର ସମାଧାନ ପାଇଁ ଦେଲେ ପ୍ରତିଶୃତି । ୪. ନୂଆଦିଲ୍ଲୀ ରେ INS ବିକ୍ରାନ୍ତକୁ ବିସ୍ଫୋରଣରେ ଉଡ଼ାଇଦେବାର ଧମକ । ୫. ଏଣିକି ମଧ୍ୟପ୍ରଦେଶରେ କୁଳପତିଙ୍କୁ କୁହାଯିବ କୁଳଗୁରୁ, ନାମ ପରିବର୍ତ୍ତନ ନେଇ ସରକାରଙ୍କ […]

ଆଜିର ଅନୁଚିନ୍ତା

💥କୌଣସି ମଣିଷ କେବେ ନିଜ ଇଛାରେ ବଦଳି ନଥାଏ, ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଯାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ । 💥ହଜିଯାଇଥିବା ସୂର୍ଯ୍ୟକୁ ଫେରି ପାଇବାକୁ ୧୨ ଘଣ୍ଟା ସମୟ ଲାଗେ, କିନ୍ତୁ ହଜିଯାଇଥିବା ବିଶ୍ବାସ ସାରା ଜୀବନ ଅପେକ୍ଷା କରିଲେ ବି ଫେରିପାଇ ହୁଏନା । 💥” ଜୀବନ ଏକ ଲମ୍ବା ଯାତ୍ରା ” ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ ଆଉ ହସି ହସି ଚାଲିଲେ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୦୭ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଭାଦ୍ରମାସ-କୃଷ୍ଣପକ୍ଷ,ତିଥି-ଅମାବାସ୍ୟା,ନକ୍ଷତ୍ର- ପୁର୍ବା,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବିରି, ପାଣିକଖାରୁ ଭକ୍ଷଣ ନିଷେଧ। ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି। ବୃଷ-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ […]

ପ୍ରେସର ବୋମା ବିସ୍ଫୋରଣରେ ଜଣେ ଗୁରୁତର

ମାଲକାନଗିରି, ୬/୯(ଏସଏସନିୟୁଜ)ରାସ୍ତାରେ ଯାଉଥିବାବେଳେ ଗଛରେ ଲଗାଯାଇଥିବା ପୋଷ୍ଟରକୁ ଦେଖିବାପାଇଁ ଯାଇଥିଲେ । ହଠାତ୍ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା ।ଗୁରୁତର ଆହତ ହୋଇଯାଇଥିଲେ ଆଲାମ ବ୍ରହ୍ମାୟାଡୁ ନାମକ ଜଣେ ଗ୍ରାମବାସୀ । ବ୍ରହ୍ମାୟାଡୁ ନିଜ ମଟର ସାଇକେଲରେ କୋତ୍ତାଗୁଡୁମ ଟାଉନ ମଧ୍ୟରେ ରହିଥିବା ଚେରଲା ଲେନିନ କଲୋନୀ ଦେଇ ଯାଉଥିଲେ । କଲୋନୀ ନିକଟରେ ଥିବା ଏକ ଗଛରେ ମାଓବାଦୀ ପୋଷ୍ଟର ମାରିଥିବାରଦେଖି କଣ ଲେଖାଯାଇଛି ଦେଖିବାକୁ ମଟର ସାଇକେଲନେଇ ଯାଇଥିଲେ । ଗଛ ନିକଟରେ ନକ୍ସଲ […]