ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି

ବ୍ରହ୍ମଗିରି,୭/୯(ଏସଏସନିୟୁଜ)ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ଲହଡ଼ି ମାରୁଛି ।ସମୁଦ୍ର ପାଣି ଗାଁ ଭିତରକୁ ମାଡ଼ି ଆସିଥିବାରୁ ଲୋକଙ୍କ ମନରେ ଭୟରବାତାବରଣ ସୃଷ୍ଟି ହେବାସହ ଛନକା ପଶିଯାଇଛି ।କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁରେ ଆଜି ସକାଳେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ ।ଯାହାଫଳରେ ଗ୍ରାମବାସୀମାନେ ଭୟଭିତ ହୋଇପଡିଥିବାବେଳେ ଲାକେମାନଙ୍କ ଘରେ ପାଣି ପଶିବାରୁ ଜିନିଷପତ୍ର ନଷ୍ଟ ହୋଇଯାଇଥିବାର ଜଣାପଡିଛି ।

Comments (0)
Add Comment