Browsing author

SATYA SANDHANA DESK

ଧନୁଯାତ୍ରା ପାଇଁ ୧ କୋଟି

ଭୁବନେଶ୍ୱର,୪।୧୨(ଏସଏସନିଉଜ)ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏହାସହ ୨୦୦ କଳାକାର ମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅର୍ଥ ରାଶି ମଞ୍ଜୁର ହୋଇଛି।ଚଳିତ ବର୍ଷ ଡ଼ିସେମ୍ବର ୨୪ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଧନୁଯାତ୍ରା ହେବ।ଏଲଇଡି ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ମଧ୍ୟ ସିଧାପ୍ରସାରଣ ହେବ।

ଆଜିର ରାଶିଫଳ

ଡିସେମ୍ବରମାସ୦୫ତାରିଖ୨୦୨୫ମସିହା(ଶୁକ୍ରବାର)ମାର୍ଗଶୀରମାସ- ଶୁକ୍ଳପକ୍ଷ ,ତିଥି-ପ୍ରତିପଦ ରାତ୍ରି ଘ୦୧/୦୬ ଗତେ ଦ୍ଵିତୀୟା ,ନକ୍ଷତ୍ର-ରୋହିଣୀ ଦିବା ଘ୧୨/ ୨୭ଗତେ ମୃର୍ଗଶିରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୨୯ ,ଯୋଗିନୀ ପୂର୍ବେ ରାତ୍ରି ଘ୦୧/୦୫ଗତେ ଉତ୍ତରେ ,ବିଛାରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୃତେ ରାତ୍ରି ଘ୦୧/୦୫ଗତେ ଏକ ପାଦ ପୁଷ୍କର ଦୋଷ ,କାଳବେଳା ଓ ବାରବେଳା- ଦିବା ଘ୦୮/୫୩ ଗତେ ଘ୧୧/୩୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୦ ମଧ୍ୟେ ଓ ଘ୦୭/୪୭ଗତେ […]

ବିଲଡର ଜମିରେ ସରକାରୀ ଟଙ୍କା ବିନିଯୋଗ ଉଦ୍ୟମ!

କଟକ, ୪।୧୨(ଏସଏସନିଉଜ) କୁହ୍ନେଇଁପଡା ଗ୍ରାମ ପଞ୍ଚାୟତର ଭୁବନପୁର ଗ୍ରାମରେ ଏକ ବିଲଡର ଜମିରେ ସରକାରୀ ଅନୁଦାନରେ କରାଯିବାକୁ ଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଉଛି। ପ୍ରକାଶଯେ, ବାରଙ୍ଗବ୍ଲକ ପକ୍ଷରୁ ଭୁବନପୁର ଗ୍ରାମର କଚ୍ଚାମୁଖ୍ୟରାସ୍ତାକୁ ପକ୍କା ରାସ୍ତା କରିବା ପାଇ ସରକାରୀ ଅନୁଦାନ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ଜମି ବ୍ୟବସାୟୀଙ୍କ କିଛି ବେସରକାରୀ ଜମି ରହୁଥିବାର ଜଣାପଡି ଛି।ଏହି ଜାଗାରେ ପକ୍କା ରାସ୍ତା କରିବା […]

ନନ୍ଦନକାନନକୁ ଆଫ୍ରିକାରୁ ଆସିବ ଚିତା ବାଘ

ଭୁବନେଶ୍ୱର,୪।୧୨(ଏସଏସନିଉଜ) ଓଡ଼ିଶା ମାଟିରେ ଦୌଡ଼ିବ ଆଫ୍ରିକା ଚିତା। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦେଖିବାକୁ ମିଳିବ ଚିତାବାଘ। ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା ଦେଖିବାର ସୁଯୋଗ ପାଇବେ ଓ ଏହାର ଭରପୁର ମଜା ଉଠାଇପାରିବେ। ପୂର୍ବରୁ ଭାରତରେ ଚିତା ରହିଥିଲେ। ହେଲେ ଅବାଧ ଶୀକାର ଓ ସମୟକ୍ରମେ ଧୀରେଧୀରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ଭାରତରୁ ଚିତା ବଂଶ ଲୋପ ପାଇଯାଇଛି। ଭାରତରେ ପୁଣି ଚିତାବଂଶ ବୃଦ୍ଧି ତଥା ଭାରତରେ ଚିତାଙ୍କ ଉପସ୍ଥିତି ଜାହିର କରିବା ପାଇଁ ‘ପ୍ରୋଜେକ୍ଟ […]

ଆଶା ହରାନ୍ତୁ ନାହିଁ…

ଭୁବନେଶ୍ୱର,୩।୧୨(ଏସଏସନିଉଜ)ଭିନ୍ନକ୍ଷମମାନଙ୍କ ସମସ୍ୟା ଉପରେ ଆମ ସରକାର ସବୁବେଳେ ପ୍ରାଥମିକତା ଦେଉଛି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ଯତ୍ନ ପ୍ରଦାନ କରି ସାମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମ ସରକାର ଗୁରୁତ୍ୱ ଦେଇ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି ।ଭୁବନେଶ୍ୱର SOA ଅଡିଟୋରିଅମ ଠାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚଳିତ ମାସ […]

ଆଜିର ରାଶିଫଳ

ଡିସେମ୍ବରମାସ ୦୪ତାରିଖ ୨୦୨୫ ମସିହା (ଗୁରୁବାର)ମାର୍ଗଶୀର ମାସ- ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ ଦିବା ଘ୦୮/୩୩ ଗତେ ପୂର୍ଣ୍ଣିମା,ନକ୍ଷତ୍ର-କୁର୍ତ୍ତିକା ଦିବା ଘ୦୩/୨୮ ଗତେ ରୋହିଣୀ, ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/ ୦୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/ ୨୭,ଯୋଗିନୀ ପଶ୍ଚିମେ ଦିବା ଘ୦୮/୩୩ ଗତେ ବାୟବ୍ୟେ,ବିଛାରାଶିର ଘାତଚନ୍ଦ୍ର, ତୁଳା ଓ କୁମ୍ଭ ରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୦୩/୨୮ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୨/୨୦ ଗତେ ଘ୦୫/୦୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୭ ମଧ୍ୟେ ଓ ରାତ୍ରି ଘ୦୫/୫୪ […]

ତ୍ରିଷ୍ଣା ଆକ୍ଟିଭିଟି ସେଣ୍ଟରର ବାର୍ଷିକଉସବ

ଭୁବନେଶ୍ୱର,୨।୧୨(ଏସଏସନିଉଜ୍)କାନନ ବିହାରସ୍ଥିତ କେଳୁଚରଣ କେନ୍ଦ୍ରର ପ୍ରକ୍ଷା ଳୟରେ ମଙ୍ଗଳବାର ଦିନ ତ୍ରିଷ୍ଣା ଆକ୍ଟି ଭିଟି ସେଣ୍ଟର୍ ର ବାର୍ଷିକଉସବ ଅନୁଷ୍ଟିତ ହୋଇ ଯାଇଛି।ତ୍ରିଷ୍ଣା ଆକ୍ଭିଭିଟି ସେଣ୍ଟର୍ ର ଅଧ୍ୟକ୍ଷା ତନୁଜା ରାୟଙ୍କ ସଭାପତୀତ୍ଵରେ ଅନୁଷ୍ଟିତସଭାରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟଅତିଥି ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ମାନସ୍ମିତା ଖୁଣ୍ଟିଆ,ସିନେ କଳାକାର ସଂଙ୍କର୍ଷଣ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରିଥିଲେ।ପୂର୍ବରୁ […]

ଆଜିର ରାଶିଫଳ

ଡିସେମ୍ବରମାସ ୦୩ତାରିଖ ୨୦୨୫ମସିହା (ବୁଧବାର) ମାର୍ଗଶୀର ମାସ- ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ ରାତ୍ରି ଘ୧୨/୧୫ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର-ଦ୍ଵିଜା ରାତ୍ରି ଘ୦୬/୨୬ ଗତେ କୁର୍ତ୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୦/୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୧୭,ଯୋଗିନୀ ଦକ୍ଷିଣେ ଦିବା ଘ୧୨/୧୪ ଗତେ ପଶ୍ଚିମେ,ମେଷ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ତ୍ରୟୋଦଶୀର ଏକୋଦିଷ୍ଟ ଶ୍ରାଦ୍ଧ,ମୃତେ ରାତ୍ରି ଘ୦୬/୨୬ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୮/୫୪ ଗତେ ଘ୧୦/୨୦ ମଧ୍ୟେ,ବାରବେଳା- ଦିବା ଘ୧୧/୩୭ ଗତେ ଘ୦୧/୦୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୭ ମଧ୍ୟେ […]

ଆଜିର ରାଶିଫଳ

ନଭେମ୍ବର ମାସ ୦୪ ତାରିଖ ୨୦୨୫ ମସିହା (ମଙ୍ଗଳବାର)କାର୍ତ୍ତିକମାସ- ଶୁକ୍ଳ,ତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୨୦/୨୮ ଗତେ ପୂର୍ଣ୍ଣିମା,ନକ୍ଷତ୍ର-ରେବତୀ ଦିବା ଘ୦୧/୦୨ ଗତେ ଅଶ୍ଵିନୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୫୪/ ୧୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/ ୫୦,ଯୋଗିନୀ ପଶ୍ଚିମେ ରାତ୍ରି ଘ୧୦/୨୮ ଗତେ ବାୟବ୍ୟେ,ଧନୁ ଓ ମେଷ ରାଶିର ଘତଚନ୍ଦ୍ର,ମକରରାଶିର ଘାତବାର, ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା-ଦିବା ଘ୧୨/୫୪ଗତେ ଘ୦୨/୨୨ମଧ୍ୟେ,ବାରବେଳା- ଦିବା ଘ୦୭/୧୮ ଗତେ ଘ୦୮/୪୫ ମଧ୍ୟେ, ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୧ ମଧ୍ୟେ ଓ ଘ୦୮/୪୬ ଗତେ ଘ୧୧/୩୨ ମଧ୍ୟେ […]

ଅଲେଖ ମହିମା ଆଶ୍ରମରେ ଏକାଠି ହେଲେ ମହିମାଧର୍ମି ଭକ୍ତ

ଭୁବନେଶ୍ଵର,୨।୧୧(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଇଞ୍ଜଣା ଗ୍ରାମମୁଣ୍ଡରେ ଥିବା ଅଲେଖ ମହିମା ଆଶ୍ରମ ପ୍ରାଙ୍ଗଣରେ ବାର୍ଷିକ ମହୋତ୍ସବ ରବିବାର ଅନୁଷ୍ଟିତ ହୋଇଯାଇଛି।ଏହି ଉପଲକ୍ଷେ ରବିବାର ସନ୍ଧ୍ୟାରେ ଅଖଣ୍ଡବତି ଓ ଝାଡବତି ପ୍ରଜ୍ବଳନ ଏବଂ ବ୍ରହ୍ମଧ୍ଵନି ସ୍ଥାପନ କରାଯାଇଥିଲା। ଏହାପରେ ଅହୋରାତ୍ର ଭଜନ ସମାରୋହ ହୋଇଥିଲା ।ମୁଷମ୍ବର ବାବା, ଜୟରାମ ବାବା, ଗଙ୍ଗାଧର ବାବା ,ଲୋକନାଥ ବାବାଙ୍କ ସହ ସାଧୁ ବୈରାଗୀମାନେ ଯୋଗଦେଇ ଜଗତ କଲ୍ୟାଣ ପାଇଁ ସମବେତ ପ୍ରାର୍ଥନା ଓ ଭଜନ ସମାରୋହରେ ସାମିଲ ହୋଇଥିଲେ।ଏଥିରେ ଆଖପାଖ ଅଂଚଳର ବହୁ […]