Browsing author

SATYA SANDHANA DESK

ଆଜିର ରାଶିଫଳ

ନଭେମ୍ବରମାସ ୦୩ତାରିଖ ୨୦୨୫ମସିହା (ସୋମବାର)କାର୍ତ୍ତିକମାସ- ଶୁକ୍ଳ ,ତିଥି-ତ୍ରୟୋଦଶୀ ରାତ୍ରି ଘ୦୧/୫୭ ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର-ଉତ୍ତରଭାଦ୍ର ଦିବା ଘ୦୩/୩୧୨ଗତେ ରେବତୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୪୪ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୧୦ ,ଯୋଗିନୀ ଦକ୍ଷିଣେ ରାତ୍ରିଘ୦୧/୫୭ ଗତେ ପଶ୍ଚିମେ ,ଧନୁରାଶିର ଘତଚନ୍ଦ୍ର ,ମିଥୁନରାଶିର ଘାତବାର ,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା-ଦିବା ଘ୦୭/୧୮ଗତେ ଘ୦୮/୪୫ ମଧ୍ୟେ ,ବାରବେଳା-ଦିବା ଘ୦୨/୨୦ଗତେ ଘ୦୩/୪୬ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୭ମଧ୍ୟେ ଓ ଘ୦୯/୦୪ଗତେ ଘ୧୧/୨୬ ମଧ୍ୟେ ଓ ରାତ୍ରି ଘ୦୭/୪୫ ଗତେ ଘ୧୧/୫୨ […]

ନରକଙ୍କାଳ ଉପରୁ ଉଠିଲା ପରଦା

ମେଣ୍ଢାଶାଳ,୧ା୧୧(ଏସଏସନିଉଜ)ଶୁକ୍ରବାର ଦିନ ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ୨୪ ଘଣ୍ଟା ନପୁରୁଣୁ ପର୍ଦ୍ଦାଫାସ କରିଛି ଚନ୍ଦକା ପୋଲିସ । ଗୁଣିଗାରେଡିକୁ ସନ୍ଦେହ କରି ବୃଦ୍ଧଙ୍କୁ ହତ୍ୟା କରିଥିବା ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦକା ଥାନା ଅର୍ନ୍ତଗତ ପିତାଗାଡିଆ ଗ୍ରାମର କହ୍ନେଇ ହେମ୍ରମ (୨୭) ଓ ତାର ସହଯୋଗୀ ରାମ ସମଦା (୨୫) ବୋଲି ସୂଚନା ମିଳିଛି । ଉଭୟ ଅଭିଯୁକ୍ତକୁ ଧରି ଶନିବାର ଦିନ କ୍ରାଇମ୍ ସିନ୍‌ ରିକ୍ରିଏସନ୍ କରିଛି ଚନ୍ଦକା ପୋଲିସ । […]

ଆଜିର ରାଶିଫଳ

ନଭେମ୍ବରମାସ ୦୨ତାରିଖ ୨୦୨୫ମସିହା (ରବିବାର)କାର୍ତ୍ତିକମାସ- ଶୁକ୍ଳ,ତିଥି-ଏକାଦଶୀ ଦିବା ଘ୦୭/୨୫ ଗତେ ଦ୍ୱାଦଶୀ,ନକ୍ଷତ୍ର-ପୂର୍ବଭାଦ୍ର ସନ୍ଧ୍ୟା ଘ୦୫/୪୧ ଗତେ ଉତ୍ତରଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୧୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/ ୫୦,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୭/୨୫ ଗତେ ନୈରୁତକୋଣେ,ଧନୁରାଶିର ଘତଚନ୍ଦ୍ର,ମେଷରାଶିର ଘାତବାର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୦୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୪୧ଗତେ ଘ ୦୯/୦୫ ମଧ୍ୟେ ଓ ଘ୦୧/୦୪ ଗତେ ଘ୦୩/୩୦ମଧ୍ୟେ ଓ ରାତ୍ରି ଘ୦୭/୨୫ ଗତେ ଘ୦୯/୧୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୬ ଗତେ […]

ରାଜଧାନୀରେ ବଧୂହତ୍ୟା ଅଭିଯୋଗ

ଭୁବନେଶ୍ୱର,୧ା୧୧(ଏସଏସନିଉଜ)ରାଜଧାନୀରେ ପିଟି ପିଟି ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ନନ୍ଦନକାନନଥାନାରେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ନନ୍ଦନକାନନ ଥାନା ରଘୁନାଥପୁରଗ୍ରାମ ସୋମନାଥ ନଗରରେ। ମୃତମହିଳା ଜଣକ ହେଲେ ଏହିଥାନା ଅଧିନସ୍ଥ କଲ୍ୟାଣପୁର ଗ୍ରାମର ରାଜନନ୍ଦିନି ସ୍ୱାଇଁ, ବୟସ ୨୮ ବର୍ଷ। ରାଜନନ୍ଦିନୀ ୧୦ ବର୍ଷ ତଳେ ବୈଦିକ ରିତିରେ ରଘୁନାଥପୁର ଗ୍ରାମର ଶ୍ରୀଧର ରାଉତଙ୍କୁ ବିବାହ କରିଥିଲେ।ତାଙ୍କର ଗୋଟିଏ ପୁଅ ରହିଛି। ଆଜି ସକାଳୁ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ମାଡ଼ମାରି ହତ୍ୟା […]

ନାଚଗୀତରେ କମ୍ପିଲା ମୁକ୍ତାକାଶ କାରାଶ୍ରମ

ମେଣ୍ଢାଶାଳ,୩୧।୧୧(ଏସଏସନିଉଜ) ଇସ୍କନ ସଂଗଠନ ଦ୍ଵାରା ଜମୁଝରି ମୁକ୍ତାକାଶ କାରାଶ୍ରମ ପରିସରରେ ସାମାଜିକ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜେଲ୍ ଅନ୍ତେବାସୀ ମାନଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନାଚ ଗୀତରେ ବିମୋହର ହୋଇଥିଲେ।ଏହାସହ ବାକି ଜୀବନକୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ଦିଆଯାଇଥିବା ଆଧ୍ୟାତ୍ମିକପ୍ରବଚନ ବେଶ୍ ଆଦୃତ ହୋଇଥିଲା।ପରେ ସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଜେଲ୍ ଅଧିକ୍ଷକ ସ୍ମିତା ମହାନ୍ତି […]

ଆଜିର ରାଶିଫଳ

ନଭେମ୍ବରମାସ ୦୧ତାରିଖ ୨୦୨୫ ମସିହା(ଶନିବାର)କାର୍ତ୍ତିକମାସ- ଶୁକ୍ଳ, ତିଥି-ଦଶମୀ ଦିବା ଘ୦୯/୦୮ ଗତେ ଏକାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୫୨/୪୬,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/ ୨୦,ଯୋଗିନୀ ଉତ୍ତରେ ଦିବା ଘ୦୯/୦୮ ଗତେ ଅଗ୍ନିକୋଣେ,ମିଥୁନ ଓ ମୀନରାଶିର ଘତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳ ବେଳା-ଦିବା ଘ୦୭/୧୯ ମଧ୍ୟେ ଓ ଦିବା ଘ୦୩/୪୫ ଗତେ ଘ୦୪/୧୦ ମଧ୍ୟେ, ବାରବେଳା- ଦିବା ଘ୧୨/୫୪ ଗତେ ଘ୦୨/୨୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୬ଗତେ ଘ ୦୯/୫୦ ମଧ୍ୟେ ଓ ଘ୧୨/୧୨ […]

ସୁନାହାର ଚୋରି ଅଭିଯୋଗରେ ଜଣେ ଗିରଫ

କଟକ,୩୦।୧୦(ଏସଏସନିଉଜ)ଘରେ ରଙ୍ଗ କରିବା ବାହାନାରେ ଘରୁ ସୁନାହାର ଚୋରି କରିନେଇଥିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ଗୁରୁବାର ଦିନ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସିଏ ହେଉଛନ୍ତି ଏହି ଥାନା ଅଧୀନସ୍ଥ ଗଦେଇକୁଦର ପ୍ରଫୁଲ୍ଲ ରାଉତ ଓରଫ ବାଗୁଲା। ପ୍ରକାଶଯେ, ପ୍ରଫୁଲ୍ଲ ରାଉତ ଓ ତାର ସହଯୋଗୀମାନେ ମିଶି ୨୭ ତାରିଖରେ ଏହି ଥାନା ଅଧୀନସ୍ଥ ଦଢାପାଟଣା ଗ୍ରାମର ବିଷ୍ଣୁଚରଣ ପଟ୍ଟନାୟକ ନାମକ ବ୍ୟକ୍ତିଙ୍କ ଘର ରଙ୍ଗ କାମ କରୁଥିଲେ।ଉକ୍ତ ଦିନ ସନ୍ଧ୍ୟାରେ ଯେତେବେଳେ ବିଷ୍ଣୁ ଚରଣ […]

ଦାମୀ କାରରେ ଆସୁଥିଲା ମଦ

କଟକ,୩୦।୧୦(ଏସଏସନିଉଜ)ଦାମୀ ଗାଡ଼ିରେ ଦେଶୀମଦ ଚୋରା ଚାଲାଣ ହେଉଥିବା ବେଳେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୧୦ଲକ୍ଷ ଟଙ୍କାର ଦେଶୀମଦ ବୋଝେଇ ସ୍କର୍ପିଓକୁ ଜବତ କରି ଦୁଇଜଣଙ୍କୁ ଗିରଫ କରିଛି।ସେମାନେ ହେଲେ ବାରଙ୍ଗଥାନା ଅଧୀନସ୍ଥ ନୟାପାଟଣା ଗ୍ରାମର ପ୍ରିତମ ପଢିହାରି ଓ ନନ୍ଦନକାନନଥାନା ଅଧୀନସ୍ଥ ମରିଚିଆ ଗ୍ରାମର ମକରା ରାଉତ। ପ୍ରକାଶଯେ, ବିଶ୍ଵସ୍ତ ସୁତ୍ରରୁ ଖବରପାଇ ଗୁରୁବାର ବାରଙ୍ଗ ବ୍ଲକ ନିକଟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଏକ ଦଳ ଜଗିରହିଥିଲେ।ଏହି ସମୟରେ ଦ୍ରୁତ ଗତିରେ […]

ନନ୍ଦନକାନନ-ମରିଗଲା ନା ମାରିଦେଲେ!

ଭୁବନେଶ୍ଵର,୩୦।୧୦(ଏସଏସନିଉଜ) ଗତ କିଛିଦିନ ବ୍ୟବଧାନପରେ ପୁଣି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦେଖାଦେଲାଣି ଜନ୍ତୁମଡକ ।ଦିନକୁ ଦିନ ଗୋଟିଏପରେ ଗୋଟିଏ ବିରଳଜନ୍ତୁ ଆଖିବୁଜୁଛନ୍ତି ।ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କର୍ତ୍ତୃପକ୍ଷ । ରକ୍ଷଣବେକ୍ଷଣ ଅଭାବ ନା ରୋଗଚିହ୍ନିବାରେ ବିଫଳ ହେଉଛନ୍ତି କି ପଶୁଚିକିତ୍ସକ, ଯାହାକୁନେଇ ପଶୁପ୍ରେମୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶଯେ, ଗୁରୁବାର ସକାଳେ ନନ୍ଦନକାନନର ଡ଼ାକ୍ତରଖାନାରେ ଆୟୁସିୟୁ ଭିତରେ ରହି ଚିକିତ୍ସାଧୀନ ଥିବା ଗୋଟିଏ ଦେଢ଼ବର୍ଷର ମାଈବିଲୁଆ ଛୁଆର ମୃତ୍ୟୁ ଘଟିଛି।ବିଲୁଆଛୁଆଟି ବୁଧବାର ଅସୁସ୍ଥ ହୋଇପଡ଼ିବାରୁ […]

ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପ୍ରବଳ ଭିଡ

ପୁରୀ,୩୧।୧୦(ଏସଏସନିଉଜ)କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥିପବିତ୍ର ଅଁଳା ନବମୀରୂପେ ପାଳନ ହୋଇଥାଏ । ଏଥିପାଇ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତମାନଙ୍କ ଭିଡ ପରୀଲକ୍ଷିତ ହୋଇଛି।ସାକ୍ଷୀଗୋପାଳଙ୍କ ପାଖରେ ବିଦ୍ୟମାନ ରାଧାରାଣୀଙ୍କ ଓଡ଼ିଆଣୀବେଶ ଆଉ ତାସାଙ୍ଗକୁ ଏହି ଦୁର୍ଲଭବେଶ ଦର୍ଶନ ପାଇଁ ଲକ୍ଷାଧୂକ ଭକ୍ତଙ୍କ ଗହଳି ଲାଗିଛି।ରାଧା ପାଦଦର୍ଶନ ପାଇଁ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି । ଗଲକାଲି ରାତି ୧ଘଣ୍ଟ ଠାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶନୀତି ଆଦି କରାଯାଇ ରାଧା ରାଣୀଙ୍କୁ ସୁସଜ୍ଜିତ କରାଯାଇଛି।ଏହାସହ […]