Browsing author

SATYA SANDHANA DESK

ଆଜିର ରାଶିଫଳ

ଅକ୍ଟୋବରମାସ ୩୧ତାରିଖ ୨୦୨୫ ମସିହା(ଶୁକ୍ରବାର) କାର୍ତ୍ତିକମାସ- ଶୁକ୍ଳ,ତିଥି-ନବମୀ ଦିବା ଘ୧୦/୦୧ ଗତେ ଦଶମୀ,ନକ୍ଷତ୍ର-ଧନିଷ୍ଟା ରାତ୍ରି ଘ୦୭/୨୬ ଗତେ ଶତଭିଷା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୧୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୫୦,ଯୋଗିନୀ ପୁର୍ବେ ଦିବା ଘ୧୦/ ୦୧ଗତେ ଉତ୍ତରେ,ମିଥୁନ ଓ ମୀନରାଶିର ଘତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୩୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/ ୩୮ ମଧ୍ୟେ ଓ ଘ୦୭/୨୬ ଗତେ ଘ ୦୮/୩୯ ମଧ୍ୟେ ଓ ଘ୧୨/୧୪ ଗତେ ଘ୦୩/୩୭ ମଧ୍ୟେ,ବିଶୁଦ୍ଧ […]

ନଭେମ୍ବର ୧ରୁ ତହସିଲଅଫିସରେ ଜମି କିଣାବିକା

ଭୁବନେଶ୍ବର,୩୦।୧୦(ଏସଏସନିଉଜ)ଜମି କିଣାବିକାକୁ ନେଇ ଦେଖାଦେଇଥିବା ସମସ୍ୟା ଦୂର ହେବାକୁ ଯାଉଛି।ନଭେମ୍ବର ୧ ତାରିଖରୁ ତହସିଲ ଅଫିସରେ ଜମି କିଣାବିକା ହୋଇ ପାରିବ ହୋଇପାରିବ ବୋଲି ରାଜସ୍ବ ମନ୍ତ୍ରୀସୁରେଶ ପୂଜାରୀସୂଚନା ଦେଇଛନ୍ତି।ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ।ପରେ ଡିସେମ୍ବରରେ ରାଜ୍ୟର ବାକି ୨୭୩ ତହସିଲରେ ଏହି ସେବା ଆରମ୍ଭ ହେବ। ଅନଲାଇନରେ ସ୍ଲଟ୍ ବୁକ୍ କରି ଜମି ପଞ୍ଜିକରଣ ତହସିଲ ଅଫିସରେ କରିହେବ।ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଭେମ୍ବର […]

ଚିକିତ୍ସା ପାଇଁ ଆସି ଆଖିବୁଜିଲା କୁଟୁରା

ଭୁବନେଶ୍ଵର,୨୯।୧୦(ଏସଏସନିଉ ଜ)ଚିକିତ୍ସା ପାଇଁ ଆସି ଗୋଟିଏ ୪ମାସର ମାଇ କୁଟୁରାର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟେ ସରସ ପକ୍ଷୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି । ତେବେ ଏହି ଅସୁସ୍ଥ ସାରସପକ୍ଷୀ ସୁସ୍ଥ ହୋଇ ଖୁଆଡକୁ ଫେରିବ ନା କୁଟୁରା ପରି ଆଖିବୁଜିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକାଶଯେ, ନନ୍ଦନକାନନର କୁଟୁରା ଖୁଆଡ଼ରେ ରହୁଥିବା ୪ମାସର ଏକ ମାଈ କୁଟୁରା ଅସୁସ୍ଥ ହୋଇପଡ଼ିଥିଲା । ଖୁଆଡ ରେ ନିୟୋଜିତ ଥିବା […]

ମୁଖ୍ୟରାସ୍ତା କଡ଼ରୁ ସନ୍ଦେହଜନକ ବାଇକ ଉଦ୍ଧାର

କଟକ, ୨୯।୧୦(ଏସଏସନିଉଜ) ବାରଙ୍ଗ ମୁଖ୍ୟରାସ୍ତା କଡ଼ ବଛିପୁର ଗାଁ ପାଖରେ ସନ୍ଦେହ ଅବସ୍ଥାରେ ଥୁଆ ହୋଇ ଥିବା ଏକ ବାଇକକୁ ବୁଧବାର ପୋଲିସ ଉଦ୍ଧାର କରିଛି । ପ୍ରକାଶଯେ, ବାରଙ୍ଗ ମୁଖ୍ୟରାସ୍ତାର ବଛିପୁରଛକ ନିକଟ ରାସ୍ତା କଡ଼ରେ ଓଡି ୩୩ଏଏସ ୦୩୮୪ ନମ୍ୱର ଏକ ବାଇକଟି ଥୁଆ ହୋଇଥିଲା। ୪ଦିନ ହେବ ବାଇକଟିକୁ କେହି ନନେବାରୁ ସ୍ଥାନୀୟ ଲୋକମାନଙ୍କର ସନ୍ଦେହ ହୋଇଥିଲା। ବୁଧବାର ସକାଳୁ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ବାରଙ୍ଗଥାନା ପୁଲିସ ଘଟଣାସ୍ଥଳରେ ପହଂଚି ସନ୍ଦେହଜନକ […]

ଆଜିର ରାଶିଫଳ

ଅକ୍ଟୋବରମାସ୩୦ତାରିଖ୨୦୨୫ମସିହା(ଗୁରୁବାର)କାର୍ତ୍ତିକମାସ- ଶୁକ୍ଳ ,ତିଥି-ଅଷ୍ଟମୀ ଦିବା ଘ୧୦/୦୮ ଗତେ ନବମୀ ,ନକ୍ଷତ୍ର-ଶ୍ରାବଣ। ରାତ୍ରି ଘ୦୭/୧୬ ଗତେ ଧନିଷ୍ଟା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୪୬ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୨୦ ,ଯୋଗିନୀ ଐଶାନ୍ୟେଦିବାଘ୧୦/୦୮ଗତେ ପୁର୍ବେ ,ସିଂହରାଶିର ଘତଚନ୍ଦ୍ର ,ତୁଳା ଓ କୁମ୍ଭରାଶିରଘାତବାର ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୦୨/୨୦ଗତେ ଘ୦୫/୧୨ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୨୬ ମଧ୍ୟେ ଓ ଘ୦୧/୫୦ଗତେ ଘ ୦୨/୧୯ମଧ୍ୟେ ଓ ଘ୦୬/୦୦ଗତେ ଘ୦୯/୧୪ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।– ନାସ୍ତି ,ଅଦ୍ୟ ଲାଉଭକ୍ଷଣ ନିଷେଧା ମେଷ-ଆଜି ବିଭିନ୍ନଦିଗରୁ […]

ମୋନ୍ଥାର ପ୍ରଭାବ ଆଉ ନାହିଁ

ଭୁବନେଶ୍ଵର,୨୯।।୧୦(ଏସଏସନିଉଜ)ଓଡ଼ିଶା ଉପରେ ଆଉ ‘ମୋନ୍ଥା’ର ପ୍ରଭାବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଦେଇଛନ୍ତି।ଆସନ୍ତା ୩ ଘଣ୍ଟାରେ ‘ମୋନ୍ଥା’ ଗଭୀର ଅବପାତରେ ପରିଣତ ହେବ’ଲ।୬ଘଣ୍ଟାରେ ଗଭୀର ଅବପାତରୁ ଅବପାତରେ ପରିଣତ ହେବ।କଟକ ଓ ଭୁବନେଶ୍ୱରରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି।ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର ରହିଛି ବୋଲି ସୂଚନା ଦେଇଛନ୍ତି।

ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର,୨୮।୧୦(ଏସଏସନିଉଜ)ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି।ଆଗାମୀ ୩-୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ଲ୍ୟାଣ୍ଡଫଲ ପ୍ରକ୍ରିୟା।ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୯୦ରୁ ୧୦୦କିମି ବେଗରେ ପବନ ବହିବ । ଝଟକା ପବନର ବେଗ ରହିବ ଘଣ୍ଟାପ୍ରତି ୧୧୦ କିମି ରହିବବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକାମନୋରମା ମହାନ୍ତି କହିଛନ୍ତି। ବାତ୍ୟା ମୋନ୍ଥାର ସର୍ବାଧିକ ପ୍ରଭାବ ମଛିଲିପଟନମଠାରେ ଅନୁଭୂତ ହୋଇଛି।ବର୍ତ୍ତମାନ ଏହା କାକିନାଡ଼ାର ଦକ୍ଷିଣଭାଗ ଅମଲାପୁରମ ନିକଟରେ ସ୍ଥଳଭାଗକୁ ଅତିକ୍ରମ କରୁଛି।ସେହିଭଳି […]

ସାଇବର ସଚେତନତା ବାର୍ତ୍ତାଦେଲେ ଚନ୍ଦକାପୁଲିସ

ମେଣ୍ଢାଶାଳ,୨୮।୧୦(ଏସଏସନିଉଜ) ସାରା ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ପୁଲିସ ସହ କମିଶନରେଟ୍‍ ପୁଲିସ ରଥ ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପରିକ୍ରମା କରୁଛି । ଏହି ରଥରେ ଏଲଇଡି ପ୍ୟାନେଲ୍ରେପ ପ୍ରଦର୍ଶିତ ହେଉଥିବା ଭିଡିଓ ବାର୍ତ୍ତାକୁ ଜନସାଧାରଣ ବିଶେଷ କରି ଛାତ୍ର ଛାତ୍ରୀମାନଙ୍କୁ ଆକର୍ଷିତ କରିବା ସହ ସେମାନଙ୍କ ମନରେ ସାଇବର ସୁରକ୍ଷା ପ୍ରତି ବଢ଼ୁଥିବା ସଚେତନତା ଏବଂ ଆଗ୍ରହ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି […]

ଆଜିର ରାଶିଫଳ

ଅକ୍ଟୋବରମାସ୨୯ତାରିଖ୨୦୨୫ମସିହା(ବୁଧବାର)କାର୍ତ୍ତିକମାସ- ଶୁକ୍ଳ ,ତିଥି-ସପ୍ତମୀ ଦିବାଘ୦୯/୨୫ ଗତେ ଅଷ୍ଟମୀ ,ନକ୍ଷତ୍ର-ଉତ୍ତରାଷାଢା ସନ୍ଧ୍ୟା ଘ୦୬/୧୪ଗତେ ଶ୍ରାବଣ।ସୁର୍ୟୋଦୟ-ପ୍ରାତଃଘ୦୫/୫୧/୧୨ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୫୦ ,ଯୋଗିନୀ ବାୟବ୍ୟେ ଦିବାଘ୦୯/୨୫ ଗତେ ଐଶାନ୍ୟେ ,ସିଂହରାଶିର ଘତଚନ୍ଦ୍ର ,କର୍କଟରାଶିର ଘାତବାର ,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୮/୪୧ଗତେ ଘ୧୦/୦୮ମଧ୍ୟେ ,ବାରବେଳା- ଦିବା ଘ୧୧/୩୫ଗତେ ଘ୦୧/୦୨ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୮ମଧ୍ୟେ ଓ ଘ୦୭/୨୬ ଗତେ ଘ ୦୮/୧୩ ମଧ୍ୟେ ଓ ଘ୧୦/୩୭ ଗତେ ଘ୧୧/୩୪ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୩୯ଗତେ […]

ଆସୁଛି ବାତ୍ୟା

ଭୁବନେଶ୍ଵର,୨୮।୧୦(ଏସଏସନିଉଜ) ବାତ୍ୟା ମୋନ୍ଥା ପାଇଁ ୨୯ତାରିଖ ବୁଧବାର ଦିନ ନନ୍ଦନକାନନ ଓ ବଟାନିକାର୍ଲ ଗାର୍ଡେନ ଉଭୟପାର୍କ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ୍ ରହିବ।ବାତ୍ୟାର ପ୍ରକୋପରେ ଜୀବଜନ୍ତୁ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ପାର୍କକୁ ପର୍ଯ୍ୟଟକ ମାନଙ୍କପାଇଁ ଗୋଟିଏ ଦିନ ବନ୍ଦ୍ ରଖାଯାଇଛି ବୋଲି ଉପନିର୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।