Browsing author

SATYA SANDHANA DESK

କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର,୧୧/୮(ଏସଏସନିୟୁଜ)ସ୍ବାଧୀନତା ଦିବସ ରେ କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବ ସେଥିନେଇ ଗୃହ ବିଭାଗ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇଛି। ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ।ଏହାସହ ୧୯ ଜିଲ୍ଲାରେ ୧୯ ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ ।ସେମାନେ ହେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବରଗଡ଼, କନ୍ଧମାଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, […]

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର,୧୧/୮(ଏସଏସନିୟୁଜ)ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଜୁଳି ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ସାହୁଙ୍କ ଘରେ ଚଢ଼ାଉ ଜାରି ରହିଛି । ସେ ଭୁବନ ବ୍ଲକ ଦିଘା ଓ ମଠକରଗୋଳା ପଞ୍ଚାୟତର ପିଇଓ ଥିବାବେଳେ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଆଜି ଏକକାଳୀନ ତୁମୁସିଂଗାର ଧୋବାବାହାଳୀରେ ଥିବା ପୈତୃକ ଘର, କାମାକ୍ଷାନଗରରେ ଥିବା ଏକ ୨ ମହଲା ଘର ସହ କେରଜଳି ପଂଚାୟତରେ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ […]

ଚଳିତ ସପ୍ତାହରେ ଯୁକ୍ତ୨ କଳା ଓ ବାଣିଜ୍ୟ ଫଳ

ଭୁବନେଶ୍ବର, ୧୧/୮(ଏସଏସନିୟୁଜ) ଚଳିତ ସପ୍ତାହରେ ଯୁକ୍ତ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନସ୍ଥ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବାନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଥିଲା । ତେଣୁ ତରବରିଆ ଭାବେ ଯୁକ୍ତ୨ ବିଜ୍ଞାନ […]

ଆଜିର ଅନୁଚିନ୍ତା

ଆମେ କାହିଁକି ପାଦପୂଜା, ଈଶ୍ୱରୀୟ ପାଦର ଉପାସନା କରିବା ? ଭଗବାନଙ୍କ ପଦ ପଙ୍କଜରେ ଜଣେ ମୁଣ୍ଡ ନୁଆଁଇବାର ଧାରଣା ହେଉଛି ଯେ ପବିତ୍ର ଚିନ୍ତାଧାରା ଭକ୍ତଙ୍କ ମନରେ ପ୍ରବେଶ କରୁ । ଏହାର ଅର୍ଥ ହେଉଛି ଯେତେବେଳେ ଜଣେ ପ୍ରଭୁଙ୍କ ପାଦ ସଂସ୍ପର୍ଶରେ ଆସେ, ପାଦରୁ ପବିତ୍ର ପ୍ରେରଣା ଭକ୍ତଙ୍କ ନିକଟକୁ ପ୍ରବାହିତ ହୁଏ । ଯେତେବେଳେ ଭକ୍ତଙ୍କ ମୁଣ୍ଡ ପ୍ରଭୁଙ୍କ ପାଦକୁ ସ୍ପର୍ଶ କରେ, ସେତେବେଳେ ପ୍ରଭୁଙ୍କ ଈଶ୍ୱରୀୟ ଶକ୍ତି ତାଙ୍କ ଆଡକୁ ପ୍ରବାହିତ […]

ମଦ ନେଲେ RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

୧. ସିଫାରେ ଜନଜାତି ମହିଳା ଓ କୃଷିଜିବୀଙ୍କ ନିମନ୍ତେ ରଙ୍ଗୀନ ମାଛ ଚାଷ ପ୍ରଶିକ୍ଷଣ ୨. ଧୂମଧାମରେ ବିଭିନ୍ନ ସ୍ଥାନରେ ପାଳିତ ହେଲା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜନ୍ମଦିବସ । ୩. ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତଙ୍କ ପାଇଁ ଶିକ୍ଷା ଯୋଗାଇବାରେ ଟେକ୍ନୋଲୋଜି ବ୍ୟବହାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ୪. ନେତାଙ୍କ ନାଁରେ ଆପରାଧିକ ମାମଲାକୁ ସିଧାସଳଖ ପ୍ରତ୍ୟାହାର କରିପାରିବେ ନାହିଁ ସରକାର । ୫. […]

ଆଜିର ରାଶିଫଳ

ଅଗଷ୍ଟ ମାସ ୧୧ ତାରିଖ ୨୦୨୧ ମସିହା(ବୁଧବାର)ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ତୃତୀୟା,କର୍କଟ ଓ ମକର ରାଶିର ଘ।ତଚନ୍ଦ୍ର,କର୍କଟ ରାଶିର ଘାତବାର,ତୃତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ପୋଟଳ ମୂଳା ଭକ୍ଷଣ ନିଷେଧ । ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି । ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ […]

୧୨ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର, ୧୦/୮(ଏସଏସନିୟୁଜ) ଆସନ୍ତା ୧୨ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ସାମ୍ସା ପୋର୍ଟାଲରେ ଆବେଦନ କରିପାରିବେ ।ଆବେଦନ ମୁତାବକ ସିଟ ସଂଖ୍ୟା ମଧ୍ୟ ବୃଦ୍ଧିପାଇଛି । କଳାରେ ୩୮ ହଜାର, ବିଜ୍ଞାନରେ ୧୩ ହଜାର, ବାଣିଜରେ ୩୯୦୦ ହଜାର ସିଟ୍ ବୃଦ୍ଦିକୁ ଅନୁମତି ମିଳିଛି । ଚଳିତ ବର୍ଷ ଯୁକ୍ତ ୨ରେ ମୋଟ୍ ୫୪ ହଜାର ୯ ଶହ ସିଟ୍ ବୃଦ୍ଧି ହୋଇଛି । କରୋନା ପାଇଁ କୌଣସି ଆଡମିଶନ ଫି ବୃଦ୍ଧି ହେବନାହିଁ […]

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ

ଭୁବନେଶ୍ୱର,୧୦/୮(ଏସଏସନିୟୁଜ) ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ । ପଞ୍ଚାୟତ ସୀମା ପୁନଃନିର୍ଦ୍ଧାରଣ କାମ ସରିଛି । ନିର୍ବାଚନ ନେଇ ଖୁବଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏହା ସହ ପୌର ନିର୍ବାଚନ ପାଇଁ ବି ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ପ୍ରତାପ ଜେନା ।

୧୩ ବଗି ଲାଇନଚ୍ୟୁତ

ଭଦ୍ରକ,୧୦/୮(ଏସଏସନିୟୁଜ) ଭଦ୍ରକ ଚରମ୍ପା ନିକଟସ୍ଥ ଧାମରାରେ ମାଲଗାଡିର ୧୩ଟି ଡବା ଲାଇନ ଚ୍ୟୁତ ହୋଇଥିବା ଜଣାପଡିଛି । ଧାମରା ରେଲୱେ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭଦ୍ରକ ଆଡୁ ଧାମରାକୁ କୋଇଲା ବୋଝେଇ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଟ୍ରେନଟି କୋଇଲା ଆଣିବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।ଫଳରେ ରେଳ ଚଳାଚଳ ବ୍ୟାହତ ସୃଷ୍ଟି ହୋଇଛି ।

ଗ୍ରାହକ ସାଜିଲା ପୋଲିସ,ଧରିଲା ବ୍ରାଉନସୁଗାର

ଭୁବନେଶ୍ୱର,୧୦/୮(ଏସଏସନିୟୁଜ)ସାଲିଆ ସାହିରୁ ୯୫ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ ।ଏହାସହ ଜଣେ ମହିଳା ଗିରଫ ମଧୂ କରିଛି । ଜବତ ବ୍ରାଉନ୍‌ସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହୋଇଥିବାଜଣାପଡିଛି ।ତେବେ ବ୍ରାଉନସୁଗରକୁ ଧରିବାପାଇଁ ପୋଲିସକୁ ଗ୍ରାହକ ସାଜିବାକୁ ପଡିଥିଲା ।