ଷ୍ଟାଫସିଲେକସନ ଦୁର୍ନୀତିର ଚେର ତୃତୀୟ ମହଲା ପର୍ଯ୍ୟନ୍ତ ଲମ୍ବିଛି
ଭୁବନେଶ୍ୱର, ୫/୮(ଏସଏସନିୟୁଜ):ସ୍ୱଚ୍ଛ ସରକାରର ଡିଣ୍ଡିମ ପିଟୁଥିବା ନବୀନ ସରକାରର ଅସଲ ମୁଖା ଏବେ ଲୋକଲୋଚନକୁ ଆସିଛି । ଦୁର୍ନୀତିକୁ ରୋକିବା ପାଇଁ ୫ଟି ବିଭାଗ ନବୀନବାବୁ ସୃଷ୍ଟି କଲେ । ଏହି ୫ଟି ଟିମ ୱାର୍କ, ଟ୍ରାନସ୍ଫରେନ୍ସି, ଟ୍ରାନସ୍ଫରମେସନ, ଟେକ୍ନଲୋଜି, ଟାଇମଲିମିଟ୍କୁ ନେଇ କାର୍ୟ୍ୟ କରୁଛି ବୋଲି ପ୍ରତିଦିନ ଡିଣ୍ଡିମ ପିଟୁଛି ସରକାର । ମୋ ସରକାର ଓ ୫ଟି ବାବଦରେ ଖୋଦ ମୁଖ୍ୟମନ୍ତ୍ରୀ ଏଭଳି ଏକ ଧାରଣା ସୃଷ୍ଟି କରିଛନ୍ତି ଓଡ଼ିଶାରେ ଦୁର୍ନୀତିକୁ ଏ ସରକାର […]