ରାଜଧାନୀରେ ଖୋଲିଲା ସିନେମା ହଲ୍

ଭୁବନେଶ୍ୱର,୫/୮(ଏସଏସନିୟୁଜ) କରୋନା କଟକଣା ଭିତରେ ଭୁବନେଶ୍ୱରରେ ଆଜି ଠାରୁ ସମସ୍ତ ସିନେମା ହଲ ଖୋଲିଛି। ହଲ୍ ଖୋଲିବା ଆଗରୁ ଭଲ ଭାବେ ସାନିଟାଇଜେସନ୍ କରାଯାଇଛି । ସିନେମା ହଲରେ କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଥିବାବେଳେ ପ୍ରଥମଦିନରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇନାହିଁ।

Comments (0)
Add Comment