Browsing author

SATYA SANDHANA DESK

ପ୍ରଧାନଶିକ୍ଷକଙ୍କ ବିଦାୟକାଳିନସଭା

ମେଣ୍ଢାଶାଳ,୪/୮(ଏସଏସନିୟୁଜ)ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଦାନଶିକ୍ଷକ ପୁର୍ଣଚନ୍ଦ୍ରଜେନାଙ୍କୁ ବିଦ୍ୟାଳୟ ପରିସରରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କାରାଯାଇଛି ।ସ୍କୁଲର ବରିଷ୍ଟ ସିକ୍ଷକ ଦେବଦତନନ୍ଦଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବରିଷ୍ଟ ନାଗରିକ ସୁରେନ୍ଦ୍ରନାଥ ସମନ୍ତରାୟ, ଭାସ୍କରଚନ୍ଦ୍ରସୁବୁିଦ୍ଧି, ପ୍ରଫୁଲକୁମାରପାତ୍ର,ପଦ୍ମଚରଣବଡଜେନା,ସ୍କୁଲକମିଟିର ସଭାପତି ନୀଳକଣ୍ଠ ବାରିକ,ବିଦ୍ୟାଳୟସଭାପତି ଅକ୍ଷୟକୁମାରପାଣ୍ଡବ.ମୋସ୍କୁଲଉପସଭାପତି ପ୍ରଭାତକୁମାରରାଉତରାୟ ପ୍ରମୁଖ ଅତିଥିଭାବେ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକଙ୍କ ଉନ୍ନତିମୁଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ସିବିଏସ୍‌ଇରେ ବାଜିମାତ ମାରିଲେ ପିୟୁସ , ରଖିଲେ ୯୯.୨% ମାର୍କ, ହେବେ ଡାକ୍ତର

ଚନ୍ଦ୍ରଶେଖରପୁର,୪/୮(ଏସଏସନିୟୁଜ) ସିବିଏସ୍‌ଇ ରେଜଲ୍‌ଟ ପ୍ରକାଶ ପାଇଥିବା ବେଳେ ଏଥିରେ ରାଜଧାନୀ ଉପକଣ୍ଠ ନିଳାଦ୍ରିବିହାରରେ ରହୁଥିବା ପିୟୁସଜେନା ବାଜିମାତ୍ ମାରିଛନ୍ତି । ସେ  ୯୯.୨% ପ୍ରତଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଭଲ ନମ୍ବର ରଖି ରାଜ୍ୟ ତଥା ଖୋର୍ଦ୍ଧା ଜିଲ୍ଲାର ନାମ ବୃଦ୍ଧି କରିଛନ୍ତି।ପିୟୁସଜେନାପୁର୍ତବିଭାଗର ସହକାରୀ ଯନ୍ତ୍ରୀ ରାଜକିଶୋରଜେନା ଓ ଭାଗ୍ୟଲକ୍ଷ୍ମୀଜେନାଙ୍କ ପୁଅ ଅଟନ୍ତି।ସେ ଭୁବନେଶ୍ୱରସ୍ଥିତ ଡିଏଭିପବ୍ଲିକସ୍କୁଲ ଛାତ୍ର ଅଟନ୍ତି। ତେବେ ରେଜଲ୍‌ଟ ପ୍ରକାଶ ପାଇବା ପରେ ପିୟୁସ୍ ଙ୍କୁ  ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।ପିୟୁସ […]

ଖୋଲିଲା ମା’ ବିରଜା ମନ୍ଦିର

ଭୁବନେଶ୍ୱର,୪/୮(ଏସଏସନିୟୁଜ)ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର। ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବା ଫଳରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଥିଲା । ଏବେ ମନ୍ଦିର ଖୋଲିବାର ଅନୁମତି ମିଳିବା ପରେ କୋଭିର ଗାଇଡଲାଇନ ମାନି ଉଭୟ ସେବାୟତ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବେ । ମା’ଙ୍କ ବେଢା ପରିକ୍ରମା ନକରି କେବଳ ମା’ଙ୍କୁ ଦର୍ଶନ କରି ଫେରିବେ । ଆଜିଠାରୁ ସକାଳ ୬ଟାରୁ ରାତି ୮ ଟା ପର୍ଯ୍ୟନ୍ତ […]

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା 🦚”ସବୁବେଳେ ଦୁଇ ପ୍ରକାର ଲୋକଙ୍କ ଠାରୁ ଦୂରେଇ ରୁହ । Busy ଏବଂ Ego, Busy ଲୋକ ନିଜ ଇଚ୍ଛାରେ କଥା ହେବେ ଏବଂ Ego ଲୋକମାନେ ନିଜ ସ୍ୱାର୍ଥ ପାଇଁ କଥା ହେବେ ! 🦚”ଅନ୍ୟର ଦୋଷ ଧରିବା ଆଗରୁ ନିଜର ଦୋଷକୁ ଦେଖନ୍ତୁ । ମନେ ରଖନ୍ତୁ ଗୋଟିଏ ଆଙ୍ଗୁଳି ଅନ୍ୟକୁ ଦେଖାଇଲେ Bus ଚାରୋଟି ଆଙ୍ଗୁଳି ନିଜ ଆଡକୁ ରହେ ! 🦚”ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ , ବଞ୍ଚି […]

ଆଜିର ରାଶିଫଳ

ଅଗଷ୍ଟ ମାସ ୦୪ ତାରିଖ ୨୦୨୧ ମସିହା(ବୁଧବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ଏକାଦଶୀ ,ନକ୍ଷତ୍ର- ମୃଗଶିରା,ବିଛା ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଏକାଦଶୀ ପାର୍ବଣ ଶ୍ରାଦ୍ଧ ,ଶିମ୍ବ ,ପୋଇ ଭକ୍ଷଣ ନିଷେଧ । ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ […]

ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା

ଭୁବନେଶ୍ବର ୩/୮(ଏସଏସନିୟୁଜ) ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ୫୦୦ରୁ ୪୯୯ ମାର୍କ ରଖି ଟପ୍ପର ହୋଇଛନ୍ତି ଓଡିଆ ଝିଅ ଅମ୍ରିତା ବେହୁରା । କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ବରୁଣା ଗାଁର ବାପା ଅମୀୟ କୁମାର ବେହୁରା ଓ ମାଆ ମୀତାରାଣୀ ଙ୍କ ଝିଅ ହେଉଛନ୍ତି ଅମ୍ରିତା ।ବାପା ଆଇଓସିଏଲ୍‌ରେ ଜେନେରାଲ୍ ମ୍ୟାନେଜର ଥିବାବେଳେ ମାଆ ନବୋଦୟ ବିଦ୍ୟାଳୟ ସମିତିର ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର‌୍ୟ୍ୟ କରୁଛନ୍ତି ।ଅମ୍ରିତା ଆଗକୁ ଜଣେ ଅର୍ଥନୀତିଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ପିସିଆର ଆଗରେ ମାରିଲେ ଗୁଳି

ଭୁବନେଶ୍ୱର, ୩/୮(ଏସଏସନିୟୁଜ) ପିସିଆର ଭ୍ୟାନକୁ ଡକାଇଲେ ,ପୋଲିସ ଆଗରେ ନିଜ ପେଟକୁ ଗୁଳି କଲେ ସୁରକ୍ଷାକର୍ମୀ ।ଏହିଭଳି ଘଟଣା ଆଜି ଭୁବନେଶ୍ୱର ଗଙ୍ଗନଗରରେ ଘଟିଛି ।ଆତ୍ମହତ୍ୟା କରିଥିବା ସୁରକ୍ଷା କର୍ମୀଙ୍କ ନାମ କୃଷ୍ଣଚନ୍ଦ୍ର ଦାସ ।ସେ ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ । କଲୋନୀର ରାଜେନ୍ଦ୍ର ମହାନ୍ତିଙ୍କ ସହ ତାଙ୍କର ପୂର୍ବରୁ ଗଣ୍ଡଗୋଳ ହୋଇଥିବାବିଷୟରେ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।ଜାହାକୁ ନେଇ ସେ […]

କଟକରେ ଖୋଲିବ ଧର୍ମାନୁଷ୍ଠାନ

କଟକ, ୩/୮(ଏସଏସନିୟୁଜ) କରୋନା କଟକଣା ମଧ୍ୟରେ ଆସନ୍ତାକାଲିଠୁ କଟକ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଯାଉଛି । କରୋନା କଟକଣା ମଧ୍ୟରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । ମନ୍ଦିରକୁ ଯିବା ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ଅନ୍ୟ ସବୁ କୋଭିଡ୍ ନିୟମର ଅନୁପାଳନ କରିବାକୁ କଟକ ବାସୀଙ୍କୁ ନିବେଦନ କରାଯାଇଥିବା ବେଳେ କଟକ ସହରରେ ମନ୍ଦିର ଖୋଲିବ କି […]

ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର,୩/୮(ଏସଏସନିୟୁଜ) ଦୀର୍ଘ ୩ ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ଆଜି ଖୋଲିଛି । ସ୍ୱତନ୍ତ୍ର ଗାଇଡଲାଇନ୍ ରେ ପର‌୍ୟ୍ୟଟକଙ୍କୁ ମିଳିଛି ପରିଭ୍ରମଣ ସୁବିଧା । ତେବେ କରୋନା କଟକଣା ମଧ୍ୟରେ ପର‌୍ୟଟକ ମାନେ ଚିଡିଆଖାନାର ମଜା ଉଠାଇ ପାରିବେ ।ଏଥିନିମନ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ଏହାସହ ପ୍ରବେଶ ପଥରେ ଥର୍ମାଲ ସ୍କ୍ରନିଂ ମଧ୍ୟ କରାଯାଉଛି । ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ନନ୍ଦନକାନନ ଭିତରକୁ ପ୍ରବେଶ ଉପରେ ରୋକ୍ […]

ବାସନ୍ଦ ହେଲେ ସରପଞ୍ଚ

ସାକ୍ଷୀଗୋପାଳ,୨/୮(ଏସଏସନିୟୁଜ)ଲୋକମାନେ ବାଛିଥିଲେ ସେମାନଙ୍କ କାମ କରିବାପାଇଁ ।ଆପଦବିପଦରେ ପାଖରେ ଛିଡାହେବାପାଇଁ ।ଗ୍ରାମର ଉନ୍ନତି ପାଇଁ, କିନ୍ତୁ ସେଭଳି ହେଲାନାହିଁ ।ଲୋକଙ୍କ ଉନ୍ନତି ବଦଳରେ ନିଜର ଉନ୍ନତି ପାଇଁ ବିଶେଷଧ୍ୟାନ ଦେଲେ ସରପଂଚ ।ଶେଷରେ ସରପଂଚଙ୍କୁ ବାସନ୍ଦ ହେବାକୁ ପଡିବାକୁ ପଡିବ ସେ ଜାଣିନଥିଲେ । ଏହିଭଳି ଏକ ଘଟଣା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଏକ ଗ୍ରାମ ପଞ୍ଚାୟତରେ ଘଟିଥିବାର ଚର୍ଚ୍ଚା ଯୋରଧରିଛି । ସରପଞ୍ଚ ଜଣଙ୍କ ଗ୍ରାମମାନଙ୍କର ବିକାଶପାଇଁ ସେଭଳି କାର‌୍ୟ୍ୟ ନ କରିବା ସହ ହାତଗୁଞ୍ଜା […]