Browsing author

SATYA SANDHANA DESK

ଚୋରାବାଇକ ଗ୍ୟାଙ୍ଗକୁ ଧରିଲା ଚୈାଦ୍ୱାରଥାନା ପୋଲିସ

ଚୈାଦ୍ୱାର,୩୦/୭(ଏସଏସନିୟୁଜ)ଏକ ଚୋରାବାଇକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଚୈାଦ୍ୱାରଥାନା ପୋଲିସ । ଲୋଚନବେହେରା ନାମକ ଯୁବକଙ୍କର ବାଇକ ଚୋରୀହୋଇଥିବାର ଅଭିଯୋଗପରେ ପୋଲିସ ଅନୁସନ୍ଧାନ କରି ବାଇକଚୋରା ଗ୍ୟାଙ୍ଗକୁ ଧରିପାରିବା ସହ ସେମାନଙ୍କଠାରୁ ୫ଟି ଚୋରା ବାଇକ ଜବତ କରିଛନ୍ତି । ପ୍ରକାସ ଯେ, ଚୈାଦ୍ୱାର ଜନସେବକ ନସିଁହୋମରେ କାମକରୁଥିବା ଜଗତପୁର ପଦବରା ଗ୍ରାମର ଲୋଚନବେହେରା ତାଙ୍କ ଓଡି୦୫ଏସି-୫୯୫୧ନଂ ହୋଣ୍ଡାବାଇକକୁ ନର୍ସିଂ ହୋମ ଆଗରେ ଗତ୨୦ତାରିଖରେ ପାକିଁଂକରି ଯାଇଥିଲେ ।କିଛିସମୟଛାଡି ଆସିଦେଖିବାବେଳକୁ ବାଇକଟି ନଥିବାର ଜାଣିବାକୁ ପାଇଥିଲେ ।ଏବିଷୟରେ […]

ରାଜ୍ୟ ସରକାର ନିଲାମ କରିବାକୁ ଯାଉଥିବା ୭ଟି ଖଣି ଖନନ ବାତିଲ ପାଇଁ ଦାବୀ

ଭୁବନେଶ୍ୱର, ୩୦/୭(ଏସଏସନିୟୁଜ)ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ଓଡ଼ିଶା ବନ୍ୟ ପ୍ରାଣୀ ସୋସାଇଟର ସଂପାଦକ ତଥା ଜଙ୍ଗଲ ପରିବେଶ ବିଶେଷଜ୍ଞ ଡ: ବିଶ୍ୱଜିତ ମହାନ୍ତି ଓ କେନ୍ଦୁଝର ନାଗରିକ ସମାଜର ସଭାପତି କିରଣ କୁମାର ସାହୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି ଯେ ନୂଆ କୁଆଁରୀ ଲୁହା ଓ ବକ୍‌ସାଇଟ୍ ଖଣି ଲିଜ୍ ପାଇଁ ନିଲାମ ପ୍ରତ୍ୟାହର କରାଯାଉ ଏବଂ ଗଂଧଲପଡ଼ା-କର୍ଲାପାଟ ପରି ମୂଲ୍ୟବାନ ଜଙ୍ଗଲ ଓ ତାର ଜଳ-ଜୈବ ବିବିଧତା ସମ୍ବଳକୁ ଭବିଷ୍ୟତ […]

୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ୱର,୩୦/୭(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି। ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା ସହିତ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ ଏବଂ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ମଧ୍ୟ ପୂରଣ ହୋଇପାରିବ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରରେ […]

ପ୍ରତ୍ୟାହାର ହେଲା ମଦ କୁଡ଼ିଆ ଯୋଜନା

ପୁରୀ,୩୦/୭(ଏସଏସନିୟୁଜ) ପୁରୀ ବେଳାଭୂମିକୁ ଅଧିକରୁ ଅଧିକ ପର‌୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗୋଆ ଭଳି ପୁରୀ ବିଚ୍ ରେ ମଦ କୁଡ଼ିଆ କରାଯିବା ନେଇ ଓଟିଡିସି ପକ୍ଷରୁ ଯୋଜନା ହୋଇଥିଲା । ଐତିହ୍ୟର ସହର ପୁରୀରେ ଏଭଳି ଏକ ବ୍ୟବସ୍ଥାକୁ ଆରମ୍ଭ ନ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା ।ଏପରିକି ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଏହି ପ୍ରସଙ୍ଗକୁ ନାପସନ୍ଦ କରିଥିଲେ । ଏହାପରେ ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ପ୍ରତ୍ୟାହାର କରାଯାଇଥିବା ନେଇ […]

ଓଏସଏସସିଙ୍କ ପିଏଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୩୦/୭(ଏସଏସନିୟୁଜ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନଙ୍କ ପିଏ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଛି । ନୀଳାଦ୍ରୀ ବିହାର ସ୍ଥିତ ଘର ସମେତ ଭୁବନେଶ୍ୱର ଓ କଟକର ୬ଟି ସ୍ଥାନରେ ଏକକାଳିନ ଚଢ଼ାଉ ଚାଲିଛି । ବିପୁଳ ପରିମାଣର ସୁନା ଓ ଟଙ୍କା ଜବତ ହେବା ପରେ ଏହାର ଗଣତି ଚାଲିଛି । ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ମିଳିଛି ନଗଦ ୨୫ ଲକ୍ଷ ଟଙ୍କା  ଓ […]

ଡାଇନିଂରେ ବସି ପାଚିଲା ଆମ୍ବ ଖାଇ କଳାକନା ବୁଲାଇଲେ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) କଳାକନା ବୁଲାଇଲେ ଚୋର ।କେହିନଥିବାର ସୁଯୋଗରେ ଘରେ ପଶିଲେ । ଘର ଭିତରେ ,ଡାଇନିଂ ରେ ବସି ରହିଥିବା ପାଚିଲା ଆମ୍ବ ଖାଇଲେ । ଗଡ଼ରେଜରେ ଥିବା ସମସ୍ତ ଅଳଙ୍କାର କାଢି ତାକୁ ପରଖୀ ସୁନା , ରୂପ ଓ ଟଙ୍କା ନେଇଥିବା ବେଳେ ଇମିଟେସନ ଜିନିଷକୁ ଛାଡିଦେଲେ ।ଏହିଭଳି ଘଟଣା ଚୌଦ୍ଵାର ଥାନା ଅନ୍ତର୍ଗତ କପଳେଶ୍ୱର ନୂଆସାହି ରେ ଘଟିଛି । କପଳେଶ୍ୱର ନୂଆସାହି ରେ ଗୁରୁବାର ଦିନ ଏକ ବଡ଼ ଧରଣର ଲୁଟ […]

NCB DG ହେଲେ ସତ୍ୟ ନାରାୟଣ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) ଓଡିଶା ନିବାସୀ ତଥା ଝାରଖଣ୍ଡ କ୍ୟାଡରର ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶାର ଏହି ବରିଷ୍ଠ ଅଇପିଏସ ଅଫିସର ଜଣକ ୧୯୮୮ରେ ଝାରଖଣ୍ଡରୁ ଆଇପିଏସ ହୋଇଥିଲେ । ଶ୍ରୀ ପ୍ରଧାନ ଗୁରୁବାର ପୂର୍ବତନ ଏନସିବି ଡିଜି ରାକେଶ ଅସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅସ୍ଥାନାଙ୍କୁ ଦିଲ୍ଲୀ ପୋଲିସର କମିଶନର ଭାବରେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟ ନାରାୟଣ […]

୫୦୪ କେନ୍ଦ୍ରରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷର ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ରାତିପାହିଲେ ଅଫଲାଇନ ମାଟ୍ରିକ ପରୀକ୍ଷା ଦେବେ । ୫୦୪ଟି ସେଣ୍ଟରରେ ଆବେଦନ କରିଥିବା ୧୫୧୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ତେଣୁ ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା କରି ଫଳ ପ୍ରକାଶ ପାଇଁ ଚେଷ୍ଟା କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

ବରିଷ୍ଠ IAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) ରାଜ୍ୟ ସରକାର ବରିଷ୍ଠ ଓଇଝ ସ୍ତରରେ ଅଦଳବଦଳ କରିଛନ୍ତି । ଅର୍ଥ ସଚିବ ତଥା ଆଇଏଏସ ଅଶୋକ ମୀନା ହୋଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ । ସେହିପରି ପର‌୍ୟ୍ୟଟନ ସଚିବ ବିଶାଲ ଦେବଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ଏହା ସହ ଡିକେ ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଦୀର୍ଘବର୍ଷ ପରେ ପଞ୍ଚାୟତିରାଜରୁ ବଦଳିଛନ୍ତି ଡି.କେ. ସିଂହ । […]

ଗୋଟିଏ ଦେଶ, ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରେସନ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡିଶାରେ ଓ ଓଡିଶାର ଲୋକ ରାଜ୍ୟ ବାହାରେ ତାଙ୍କ ପସନ୍ଦର ଦୋକାନରୁ ରେସନ ପାଇପାରିବେ। ରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ। […]