Browsing author

SATYA SANDHANA DESK

ଆରମ୍ଭ ହେଲା ବୋମାଇ ରାଜ

୧-ପାଠ ନପଢି ମୋବାଇଲ୍‌ରେ ଖେଳୁଥିଲେ ଫ୍ରି ଫାୟାର ଗେମ୍, ଦଶମ ଶ୍ରେଣୀ ଛାତ୍ର ଗୁରୁତର ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଗାଁରେ । ୨-ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ମୋବାଇଲ୍‌ ଗେମ୍‌ରୁ ପିଲାଙ୍କୁ ବଞ୍ଚାଅ । ୩-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତକୁ ୪ ଓ୍ଵିକେଟ୍‌ରେ ମାତ୍ ଦେଲା ଶ୍ରୀଲଙ୍କା, ଟି-୨୦ ସିରିଜ୍ ୧-୧ରେ ବରାବର । ୪-କର୍ଣ୍ଣାଟକରେ ବୋମାଇ ରାଜ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବସବରାଜ ବୋମାଇ […]

ଆଜିର ଅନୁଚିନ୍ତା

🔥”ଉଦ୍ଦେଶ୍ୟ ଯଦି ମହତ ହୋଇଥାଏ ତେବେ ତା ତୁଳନାରେ ବ୍ୟକ୍ତିଗତ ସ୍ବାର୍ଥ ଅତି ତୁଚ୍ଛ ଓ ନଗଣ୍ୟ , କାହିଁକିନା ଆକାଶ ଯେତେ ଉଚ୍ଚ ହୋଇଥାଏ ତାର ସ୍ବଚ୍ଛତା ଓ ଶୁଦ୍ଧତା ସେତେ ଅଧିକ ହୋଇଥାଏ !! 🔥”ପ୍ରକୃତରେ ଯେଉଁମାନେ କଷ୍ଟ କଣ ବୁଝିପାରନ୍ତି ସେମାନେ କେବେବି ଆଉ କାହାର କଷ୍ଟର କାରଣ ହୁଅନ୍ତି ନାହିଁ !! 🔥”ଯଦି କେହି କେବେ ଆପଣଙ୍କର ବିଶ୍ବାସ ଭାଙ୍ଗନ୍ତି ତେବେ ଆପଣ ତାଙ୍କୁ ଧନ୍ୟବାଦ ଦେବା ଉଚିତ , କାହିଁକିନା […]

ଆଜିର ରାଶିଫଳ

ଜୁଲାଇ ମାସ ୨୯ ତାରିଖ ୨୦୨୧ ମସିହା(ଗୁରୁବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ଷଷ୍ଠୀଧନୁ ରାଶିର ଘାତ ଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧନିମ୍ବ ,ତାଳ ଭକ୍ଷଣ ନିଷେଧ। 🌹ମେଷ 🌹 ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । 🌹ବୃଷ […]

ଏଟିଏମ ଲୁଟ୍ ଉଦ୍ୟମ ବିଫଳ

ମେଣ୍ଢାଶାଳ,୨୮/୭(ଏସ୍‌ଏସ୍‌ନିୟୁଜ) ଚନ୍ଦକା-ପିତାପଲି ରାସ୍ତାର ଛତାବର ଓ ମେଣ୍ଢାଶାଳ ମଧ୍ୟବର୍ତି ସ୍ଥାନ ଶାନ୍ତିକୈାଶଲ୍ୟା କଲ୍ୟାଣମଣ୍ଡପଠାରେ ଥିବା ପଞାବନ୍ୟାସନାଲବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ କରାଯାଇଥିବାର ଜଣାପଡିଛି ।ମଙ୍ଗଳବାର ରାତିରେ ଏହି ଲୁଟ ଉଦ୍ୟମ କରାଯାଇ ଏଟିଏମକୁ ଭାଙ୍ଗିିଦିଆଯାଇଛି ।ଲାଗିଥିବା ସିସିଟିଭିକ୍ୟାମେରାକୁ ଭଙ୍ଗାଯାଇଥିବାବେଳେ ଟଙ୍କାଲୁଟ ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ଅମୀୟପ୍ରକାସସାହୁ ଘଟଣା ବିଷୟରେ ଚନ୍ଦକାପୋଲିସକୁ ଜଣାଇବାପରେ ପୋଲିସ ଘଟଣସ୍ଥଳରେ ପହଁଚି ତନାଘନା ତଦନ୍ତ କରିଚି ।ଏହା ମଦ୍ୟପମାନଙ୍କର କାର୍ଯ୍ୟ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ […]

ଖୁସି କୁ ମିଳିବ ଜୀବନସାଥି

ବାରଙ୍ଗ,୨୮/୭(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସୀ ର ଖବର।ଖୁବ୍ ଶୀଘ୍ର ପ୍ରାଣୀ ଉଦ୍ୟାନକୁ ଆସିବେ ନୂତନ ଜୀବ ଜନ୍ତୁ।ଏଥି ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କ ଅନୁମୋଦନ ପାଇବା ପରେ ନନ୍ଦନକାନନ କର୍ତ୍ତୁପକ୍ଷ ଜୀବଜନ୍ତୁ ଆଣିବା ପାଇଁ ଯୋଜନା କରୁଛନ୍ତି।ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ବିହାର ରାଜ୍ୟର ପାଟଣା ଚିଡ଼ିଆଖାନାରୁ ଏକ ହଳ ଗଣ୍ଡା, ଗୋଟିଏ ଅଣ୍ଡିରା ଜିରାଫ୍ ପ୍ରାଣୀ ଉଦ୍ୟାନକୁ ଆସିବେ।ଦୀର୍ଘଦିନ ହେବ ନିଃସଙ୍ଗ ଜୀବନ ଯାପନ କରୁଥିବା ମାଇ ଜିରାଫ ଖୁସି କୁ […]

ଦାଢ଼ା ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣା କୋଭିଡ ପରୀକ୍ଷା

ବାରଙ୍ଗ,୨୮/୭(ଏସଏସନିୟୁଜ)ଭୁବନେଶ୍ୱର ପଞ୍ଚାୟତ ସମିତି ପକ୍ଷରୁ ବୁଧବାର ଦାଢ଼ା ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣା କୋଭିଡ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏଥିରେ ୮୦ ଜଣଙ୍କର ଆଣ୍ଟିିଜେନ ଟେଷ୍ଟ ଏବଂ ୨୦ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା।ଆଣ୍ଟିିଜେନ ଟେଷ୍ଟର ସମସ୍ତ ରିପୋର୍ଟ ନେଗେଟିଭ ରହିଥିବାବେଳେ ଆରଟିପିସିଆର ଟେଷ୍ଟର ରିପୋର୍ଟ ଶୁକ୍ରବାର ଦିନ ଜଣାପଡ଼ିବ।ଏହି କାର୍ଯ୍ୟକ୍ରମରେ ଦାଢ଼ା ପଞ୍ଚାୟତର ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁ,ନୋଡାଲ ଅଧିକାରୀ ଜଗନ୍ନାଥ ମହାରଣା,ଅଞ୍ଚଳର ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮/୭(ଏସଏସନିୟୁଜ) କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ । ଆଜି ଦିନ ୧୧ ଟା ବେଳେ ତାଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି । ପୂର୍ବରୁ ସେ କର୍ଣ୍ଣାଟକ ସରକାରରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ ୟ କରୁଥିଲେ । ଆଜି କେବଳ ମୁଖ୍ୟମନ୍ତ୍ରୀ ଶପଥ ନେଇଥିବା ବେଳେ ମନ୍ତ୍ରୀମଣ୍ଡଳର ବିସ୍ତାର ପରେ କରାଯିବ ବୋଲି କୁହାଯାଇଛି ।

ଯୁବତୀଙ୍କୁ ଜିଅନ୍ତା ଜାଳିଲା ପ୍ରେମିକ

ଗଞାମ,୨୮/୭(ଏସଏସନିୟୁଜ) ଯୁବତୀଙ୍କୁ ଜିଅନ୍ତା ଜାଳିଲା ପ୍ରେମିକ । ଅର୍ଦ୍ଧଦଗ୍ଧ ଗୁରୁତର ଯୁତବୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି । ଗଞ୍ଜାମର ପୁରୁଷୋତ୍ତମରୁ ଥାନା ଅଧୀନ ପ୍ରତାପପୁର ଗ୍ରାମରୁ ଏଭଳି ବିଭତ୍ସ ଖବର ଆସିଛି । ପ୍ରକାସ ଯେ,ପ୍ରତାପପୁର ଗାଁରେ କୃଷ୍ଣଚନ୍ଦ୍ର ସାହୁ କବିସୂର‌୍ୟ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧୀନ କଳମ୍ବ ଗ୍ରାମର ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଭଲ ପାଉଥିଲେ । କଥା ହେବା ବାହାନାରେ କୃଷ୍ଣଚନ୍ଦ୍ର […]

ପୁରୀରେ ସିରିଜ ବୋମା ମାଡ଼

ପୁରୀ,୨୮/୭(ଏସଏସନିୟୁଜ)ପୂର୍ବ ଶତୃତାକୁ କେନ୍ଦ୍ର କରି ଅଠରନଳାରେ ସିରିଜ ବୋମା ମାଡ଼ ହୋଇଛି ।ଦୁର୍ବୃତ୍ତମାନେ ମଙ୍ଗଳବାର ରାତି ରେ ଅଠରନଳା ଛକସ୍ଥିତ ପ୍ରିୟଙ୍କା ହୋଟେଲ, ଦି ମୋବାଇଲ ୱାର୍ଲ୍ଡ ଏବଂ ନାୟକ କୋଲ୍ଡ ବାର୍ ଦୋକାନ ଉପରକୁ ଲଗାତାର ୫ଟି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ପ୍ରଚଣ୍ଡ ଶବ୍ଦ ଶୁଣି ବାବୁଆ ନାୟକ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ତାଙ୍କ ଦୋକାନ ଉପରେ ବୋମାମାଡ଼ ହୋଇଥିବା ଦେଖିଥିଲେ।ଗୋପୀନାଥପୁରରେ ଥିବା ୨୭ ଡିସିମିଲି ଜମିକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଛି […]

ଏସ୍‌ସିବି ଭର୍ତ୍ତି ହେଲେ ୫ଜଣ ଡେଙ୍ଗୁ ଆକ୍ରାନ୍ତ

କଟକ, ୨୮/୭(ଏସଏସନିୟୁଜ) ମହାମାରୀ କରୋନା ର ପ୍ରକୋପ କମୁଥିବାବେଳେ ଡେଙ୍ଗୁକୁ ନେଇ ଚିନ୍ତା ବଢିବାକୁ ଲାଗିଲାଣି ।ରାଜଧାନୀ ଭୁବନେଶ୍ୱର ଶୈଳଶ୍ରିବିହାର ଅଂଚଳରୁ ଜଣେ ୧୫ବର୍ଷିୟା ନାବାଳିକା ଡେଙ୍ଗୁରେ ମୃତ୍ୟୁବରଣ କରିଥିବାର ଅଭିଯୋଗ ହୋଇଥିବାବେଳେ ଏସ୍‌ସିବିରେ ୫ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ଏସ୍‌ସିବିରେ ଡେଙ୍ଗୁ ପାଇଁ ଖୋଲା ଯାଇଥିବା ସ୍ବତନ୍ତ୍ର ୱାର୍ଡରେ ଆଜି ଢେଙ୍କାନାଳର ୨ ଜଣ, ନୟାଗଡ, ଜଗତସିଂହପୁର,ବାଙ୍କୀ ଅଞ୍ଚଳରୁ ଜଣେ ଲେଖାଏଁ ରୋଗୀକୁ ମିଶାଇ ୫ଜଣ ଭର୍ତ୍ତି ହୋଇଥିବାର ଜଣାପଡିଛି ।