ଘରକାନ୍ଥ ଭାଙ୍ଗିଲା ଦନ୍ତା
ତେଲକୋଇ ,୨୫/୭(ଏସଏସନିୟୁଜ)ତେଲକୋଇ ବ୍ଲକ୍ର ସଲେଇକେନା ପଞ୍ଚାୟତ ରୁଗୁଡ଼ିହି ଗ୍ରାମର ନବଘନ ବେହେରାଙ୍କ ଘରର ପଛପଟ କାନ୍ଥ ଭାଙ୍ଗି ଦେଇଛି।ଏହାସହ ପ୍ରଭାକର ଦେହୁରୀଙ୍କ ଘର ଭାଙ୍ଗିବା ସହ ବିଦ୍ୟାଧର ନାଏକଙ୍କ ସୋଲାର ଚାଳିତ ପାଣିପମ୍ପକୁ ଭାଙ୍ଗି ଦେଇଛି। ବିଳମ୍ବିତ ରାତିରେ ହାତୀଟି ଘର ପଛପଟ କିଆରିରେ ଧାନତଳି ନଷ୍ଟ କରିବାସହ ଧାନଚାଉଳ ଖାଇବା ପାଇଁ ତାଙ୍କ ଘରର ପଛପଟ କାନ୍ଥକୁ କଣା କରି ଦେଇଥିଲା ବୋଲି ନବଘନ କହିଛନ୍ତି।ହାତୀର ଏହି ଭଳି ଦୈାରାମ୍ ପାଇଁ ସଲେଇକେନା ପଞ୍ଚାୟତରେ ଭୟର […]