ବର୍ଷିଲେ ସିଦ୍ଧୁ
୧-ନୂଆ ରୂପରେ ମୋଦୀ ଟିମ୍; ଶପଥ ନେଲେ ୪୩ ମନ୍ତ୍ରୀ, ୩୬ ନୂଆ ମୁହଁ । ୨-ଓଡ଼ିଶାକୁ ୨ କ୍ୟାବିନେଟ୍, ଗୋଟିଏ ରାଷ୍ଟ୍ରମନ୍ତ୍ରୀ । ୩ -ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ସିଦ୍ଧୁ, କହିଲେ- ପଞ୍ଜାବକୁ ଦିଲ୍ଲୀ ମଡେଲ୍ର ଆବଶ୍ୟକତା ନାହିଁ । ୪-୬୪,୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା । ପ୍ରତ୍ୟେକ ପରିବାର ଆକାଉଣ୍ଟରେ ଜମା ହେଲା ୫୦୦୦ ଟଙ୍କା ୫-ପେଟିଏମ୍ର ଆଇପିଓ ପୂର୍ବରୁ କମ୍ପାନୀର ବୋର୍ଡରୁ ଇସ୍ତଫା ଦେଲେ […]